Browsing Tag

bargarh news

ଜର୍ଣ୍ଣାଲିଷ୍ଟ ଏସୋସିଏସନ୍ ଅଫ ବରଗଡ (ଜାବ) ପକ୍ଷରୁ ଭଟଲି ବ୍ଲକ କୁଲିଆରି ଡ୍ୟାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଆଜି ଜର୍ଣ୍ଣାଲିଷ୍ଟ ଏସୋସିଏସନ୍ ଅଫ ବରଗଡ (ଜାବ) ପକ୍ଷରୁ ଭଟଲି ବ୍ଲକ କୁଲିଆରି ଡ୍ୟାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ନୂଆଗଡ କ୍ରୀଡା ସଂସଦ ଓ ସରପଞ୍ଚଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୁଲିଆରି
Read More...

ବରଗଡ଼ ଜିଲ୍ଲାରେ ୬୮ ମିମି ବର୍ଷା ରେକର୍ଡ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଲଗାଣ ବର୍ଷା ଯୋଗୁଁ ବରଗଡ଼ ଜିଲ୍ଲାର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଗତକାଲି ରାତିରୁ ଏ ପର୍ଯ୍ୟନ୍ତ ୬୮ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ସୂଚିତ ଚଳିତ ମାସ ୨୪ ତାରିଖ ସୁଦ୍ଧା ୬୫୦ ମିଲିମିଟର
Read More...

ନୂଆ ଗୁଡେଶିରା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବଞ୍ଜେଁନବାହାଲ ବିଜୟୀ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ଅନ୍ତର୍ଗତ ନୂଆ ଗୁଡେଶିରା ପଡିଆଠାରେ ଏକ ଫୁଟବଲ ପ୍ରତଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଚାରୋଟି ଦଳ ରେଙ୍ଗାଲପାଲି, ବଞ୍ଜେଁନବାହାଲ, ବିଶିପାଲି ଓ ଗୁଡେଶିରାମାନେ ଭାଗୀଦାରି ହୋଇଥିଲେ । ଏବଂ ବଞ୍ଜେଁନବାହାଲ ବିଜୟୀ ହୋଇଥିଲେ ।
Read More...

ଶୋଚନୀୟ ଅବସ୍ଥାରେ ବରଗଡ଼ ଭଟଲି ରାସ୍ତା

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହରରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସଂଯୋଗ କରୁଥିବା ଏକମାତ୍ର ମୁଖ୍ୟ ରାସ୍ତା ବରଡୋଲ ପଞ୍ଚାୟତ ଡାଙ୍ଗ ଗ୍ରାମ ପଧାନଟିକିରାଠାରେ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ପଡି ରହିଥିବା ଅଭିଯୋଗ ହେଉଛି । ଉକ୍ତ ରାସ୍ତା ଦେଇ ପ୍ରତ୍ୟେକ ଦିନ ହଜାର ହଜାର ଲୋକ
Read More...

ଉଜ୍ୱଳ ଭାରତ, ଉଜ୍ୱଳ ଭବିଷ୍ୟତ ପାୱାର -୨୦୪୭ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ବରଗଡ଼ ଜିଲ୍ଲାରେ "ଉଜ୍ଜଳ ଭାରତ, ଉଜ୍ୱଳ ଭବିଷ୍ୟତ ପାୱାର -୨୦୪୭" ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧାଟପ୍ପୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବ ପାଳନର ନୋଡାଲ ଅଧିକାରୀ
Read More...

ବରଗଡ଼ ଜିଲ୍ଲା କଂଗ୍ରେସ ତରଫରୁ ପ୍ରତିବାଦ ଏବଂ ବିକ୍ଷୋଭ ସଭା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ଗାନ୍ଧୀ ଛକଠାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଇଡି ସମନ ନେଇ ବିଜେପି ଏବଂ ଇଡି ବିରୁଦ୍ଧରେ ପ୍ରତିବାଦ ଏବଂ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ନୀହାର ମହାନନ୍ଦଙ୍କ
Read More...

ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଗତକାଲି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉକ୍ତ ଦିନ ତମାମ୍‌ ପାଳନ ହେବାକୁ ଥିବା ବିଭିନ୍ନ
Read More...

ସୁମିତଙ୍କ ଜନ୍ମ ଦିନରେ ୪୪ ୟୁନିଟ ରକ୍ତ ସଂଗ୍ରହ କଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଟୁକୁର୍ଲ୍ଲା ଗ୍ରାମରେ କୁନି ଶିଶୁ ସୁମିତଙ୍କ ଜନ୍ମ ଦିନ ଅବସରରେ ପ୍ରତ୍ୟକ ବର୍ଷ ପରି ଏବର୍ଷ ମଧ୍ୟ ବରଗଡ଼ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି
Read More...

ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ବିଜୟ ଉତ୍ସବ ପାଳିତ

ବରଗଡ଼, (ନିରୋଜ କୁମାର ପାଣୀ) : ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ, ଓଡ଼ିଶାର ପ୍ରଥମ ଏବଂ ଆଦିବାସୀ ମହିଳା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ହୋଇ ପାରିଛନ୍ତି । ଦ୍ରୌପଦୀ ଆଜି ଭାରତର ନବ ନିର୍ବାଚିତ ତଥା ୧୫ ତମ ରାଷ୍ଟ୍ରପତି । ରାଷ୍ଟ୍ରପତି
Read More...

ବରଗଡ ସୁଗାର ମିଲ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ବିଧାୟକଙ୍କୁ ଭେଟିଲେ କର୍ମଚାରୀ ସଂଘ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଧାନ ସଭା ଚାଲିବା ସମୟରେ ବରଗଡ ସମବାୟ ଚିନିକଳ କର୍ମଚାରୀ ସଂଘ ପକ୍ଷରୁ ୟୁନିଅନ ସଭାପତି ପ୍ରଦୀପ ଦେବତାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଯାଇ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । ତାଙ୍କୁ ଚିନିକଳ
Read More...