Browsing Tag

bargarh news

ସତ୍ୟାଗ୍ରହ ସ୍ମାରକୀ ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ଅଗଷ୍ଟ ୯ ତାରିଖ ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନର ସ୍ମୃତି ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ସୋହେଲା ଗାନ୍ଧୀ ଛକଠାରେ ଥିବା ସତ୍ୟାଗ୍ରହ ସ୍ମାରକୀ ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଜାତିର ପିତା
Read More...

୧୪ ଅଗଷ୍ଟରେ ରେଳ ରୋକ : ରାଜବୋଡାସମ୍ବର କୃଷକ ସଂଗଠନ ଦେଲା ଚେତାବନୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଫସଲ ବୀମା ବିଳମ୍ବ, ସମସ୍ତ ଚାଷୀ ଗୃହୀତ ହୋଇନଥିବା, ଯେଉଁ ପଞ୍ଚାୟତ ବୀମା ପାଇଛନ୍ତି ସେମାନଙ୍କୁ ଠିକ ଭାବରେ କ୍ଷତିପୂରଣ ନ ଦେବା ପ୍ରତିବାଦରେ ଆସନ୍ତା ୧୪ ତାରିଖ ସକାଳ ୧୦ରୁ ବରଗଡ଼ ରେଳ ଷ୍ଟେସନଠାରେ ରେଳ ରୋକ୍‌ ଆନ୍ଦୋଳନ କରାଯିବାକୁ ରାଜବୋଡାସମ୍ବର
Read More...

ବିଜେପୁର ବ୍ଲକରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିଜେପୁର ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ବ୍ଲକସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ ହୋଇଯାଇଛି । ଜିଲ୍ଲାପାଳ ମନୀଷା ବାନାର୍ଜୀ ଓ ଜିଲ୍ଲା ଏସପି ପର୍ମାର ସ୍ମିତ ପୁରୁଷୋତ୍ତମ ଦାଶଙ୍କ ଉପସ୍ଥିତିରେ ବ୍ଲକ
Read More...

ଓଡ଼ିଶା ଫାର୍ମାସିଷ୍ଟ ସେବାସଂଘର କାର୍ଯ୍ୟକାରିଣୀ ବୈଠକ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଓଡିଶା ଫାର୍ମାସିଷ୍ଟ ସେବାସଂଘ ବରଗଡ ଶାଖାପକ୍ଷରୁ ସ୍ଥାନୀୟ ମହାରାଜା ହୋଟେଲଠାରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶାର ସମସ୍ତ ଜିଲ୍ଲାରୁ କର୍ମକର୍ତ୍ତା ଏବଂ ପ୍ରତିନିଧିମାନେ ଯୋଗଦେଇଥିଲେ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରମୁଖ
Read More...

ନିଷ୍ଠା ପରିବାର ତରଫରୁ ଶ୍ରାବଣର ଶେଷ ସୋମବାରରେ ରକ୍ତଦାନ ଶିବିର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଅଷ୍ଟଶମ୍ଭୁ ଶୈବପୀଠ ଗାଈସୀମାଠାରେ ଭକ୍ତି ଓ ସେବାର ନିଆରା ପରମ୍ପରା ଏଠାରେ ଦେଖିବାକୁ ମିଳିଥିଲା । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ନିଷ୍ଠା ପରିବାର ତରଫରୁ ଅଷ୍ଠଶମ୍ଭୁ ପୀଠ ଶ୍ରୀ ଶ୍ରୀ ବାବା ବରାଡ ବାଲୁଙ୍କେଶ୍ୱର ଧାମ, ଗାଇସୀମା, ବରଗଡ଼ରେ
Read More...

ବିକାଶ ଶିକ୍ଷାନୁଷ୍ଠାନ ସମୁହ ପକ୍ଷରୁ ୧ କିମି ଲମ୍ବର ଜାତୀୟ ପତାକା ଶୋଭାଯାତ୍ରା

ବରଗଡ଼, (ନିରୋଜ କୁମାର ପାଣୀ) : ସ୍ୱାଧୀନତାର ୭୫ତମ ବର୍ଷ ପାଳନ ଅବସରରେ ଦେଶରେ ଚାଲିଥିବା ଆଜାଦି କି ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ବିକାଶ ଗୃପ ପକ୍ଷରୁ ୧କିମି ଲମ୍ବ ଜାତୀୟ ପତାକା ସହ ତ୍ରିରଙ୍ଗା ଶୋଭାଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ ବୋଲି ଶିକ୍ଷାନୁଷ୍ଠାନ ସମୁହର ଅଧକ୍ଷ ଡି ମୁରଲି
Read More...

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଓଡ଼ିଶା ମୋ ପରିବାର, ବିଜୁ ଯୁବ ଜନତା ଦଳ, ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆଜି ବରଗଡ଼ ବ୍ଲକ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଶିବିରକୁ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ବରଗଡ଼ ବିଧାୟକ ଦେବେଶ
Read More...

ଅମୃତ ମହୋତ୍ସବରେ ତ୍ରିରଙ୍ଗା ଶୋଭାଯାତ୍ରା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ୱାଧୀନତାର ୭୫ ବର୍ଷ, ଆଜାଦି କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ଆଜି ବରଗଡ଼ ସ୍ଥିତ ଦୈନିକ ସକାଳ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ସହର ପରିକ୍ରମା କରିଥିଲେ । ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘଠାରୁ ଏହି ଶୋଭାଯାତ୍ରାକୁ ଜିଲ୍ଲା ଏସ୍‌ପି ପର୍ମାର ସ୍ମିତ
Read More...

ମରଣ ଯନ୍ତା ସାଜିଛି ଯୋଖିପାଲିରୁ ପୁଞ୍ଜିପଥର ରାସ୍ତା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି ଗ୍ରାମରୁ ପୁଞ୍ଜିପଥର ପର୍ଯ୍ୟନ୍ତ ମାଟି ରାସ୍ତା ମରଣ ଯନ୍ତା ସାଜିଥିବା ଅଭିଯୋଗ ହୋଇଛି । ଏହାକୁ ଦେଖି ସୁଦ୍ଧା ସ୍ଥାନୀୟ ବ୍ଲକ ପ୍ରଶାସନ ନିଦା ବିଷ୍ଣୁ ସାଜିଛି ଯାହାଦ୍ୱାରା ଲୋକଙ୍କ ମନରେ ସରକାର ପ୍ରତି
Read More...

ଡାକ୍ତର ରାମକୃଷ୍ଣ ପୁରୋହିତଙ୍କ ତରଫରୁ ଆୟୋଜିତ ହୋଇଥିବା ତ୍ରିରଙ୍ଗା ଯାତ୍ରାକୁ ମିଳିଲା ବିପୁଳ ସଫଳତା

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ସହରରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ଆଜାଦିର ଅମୃତ ମହୋତ୍ସବ ଉପଲକ୍ଷେ ପୁରୋହିତ ଜେନେରାଲ ହସପିଟାଲ ପକ୍ଷରୁ ଆୟୋଜିତ ହୋଇଥିଲା ତ୍ରିରଙ୍ଗା ଯାତ୍ରା । ଏହି ଯାତ୍ରାରେ ରାଜନୈତିକ ଅଣରାଜନୈତିକ ଦଳର କର୍ମକର୍ତ୍ତା ସରକାରୀ ବେସରକାରୀ
Read More...