Browsing Tag

bargarh news

ଶବଦାହ ପାଇଁ ମାଗଣାରେ କାଠ ଯୋଗାଇବେ ସମାଜସେବୀ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ସହର ତଥା ଆଖପାଖ ଗ୍ରାମର ଅନେକ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଅନ୍ତିମ ସତ୍କାର ପାଇଁ ବରଗଡ଼ ଜୀରା ନଦୀ କୂଳରେ ଥିବା ସ୍ୱର୍ଗଦ୍ୱାର ଉପରେ ନିର୍ଭର କରିଥାନ୍ତି । ହେଲେ ଏଠାରେ ଅନେକ ଦିନରୁ ଶବଦାହ ପାଇଁ କାଠର ଅଭାବ ଦେଖିବାକୁ ମିଳିଥିଲା । ଅନେକ ଅନୁଷ୍ଠାନ
Read More...

ଜିଲ୍ଲାସ୍ତରୀୟ ହିନ୍ଦୀ ଦିବସ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ରାଷ୍ଟ୍ରଭାଷା ହେଉଛି ରାଷ୍ଟ୍ରର ଆତ୍ମା । ରାଷ୍ଟ୍ରର ପ୍ରଗତି ଓ ସମୃଦ୍ଧିର ପଥପ୍ରଦର୍ଶକ ଭାବରେ ରାଷ୍ଟ୍ରଭାଷାର ମହତ୍ୱକୁ ରାଷ୍ଟ୍ର ସ୍ୱୀକାର କରିଥାଏ ବୋଲି ଜିଲ୍ଲା ସ୍ତରୀୟ ହିନ୍ଦୀ ଦିବସ ପାଳନ ଅବସରରେ ବକ୍ତାଗଣ ମତବ୍ୟକ୍ତ କରିଥିଲେ । ଆଜି ସ୍ଥାନୀୟ ବିଜୁ
Read More...

ପରଲୋକରେ କଂସ ଅଭିନେତା ଦେବେନ୍ଦ୍ର ବିଶ୍ୱାଳ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାରେ ପୂର୍ବରୁ କଂସ ଭୂମିକାରେ ଅଭିନୟ କରିଥିବା ବରଗଡ ଜିଲ୍ଲାର ଅତାବିରା ବ୍ଲକ ହିର୍ଲିପାଲି ଗାଁର ବରିଷ୍ଠ କଳାକାର ଦେବେନ୍ଦ୍ର ବିଶ୍ୱାଳଙ୍କ ପରଲୋକ ହୋଇଯାଇଛି । ଆଜି ବୁଧବାର ଦିନ ଭୋର ସମୟରେ ୭୦ ବର୍ଷ ବୟସରେ ତାଙ୍କର
Read More...

ସ୍ୱରୂପାନନ୍ଦ ସରସ୍ୱତୀଙ୍କ ବ୍ରହ୍ମଲୀନରେ ଆଦିତ୍ୟ ବାହିନୀ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ବରଗଡ଼, (ନିରୋଜ କୁମାର ପାଣୀ) : ସନାତନ ଧର୍ମର ଅନନ୍ୟ ଅଗ୍ରଣୀ ଅପ୍ରତିମ ନାୟକ, ଶ୍ରୀରାମ ସେତୁ ରକ୍ଷକ, ଶ୍ରୀରାମ ରାଜ୍ୟ ପରିଷଦର ପ୍ରଥମ ଅଧ୍ୟକ୍ଷ, ଶ୍ରୀରାମ ଜନ୍ମଭୂମି ନିମନ୍ତେ ସୁଦୀର୍ଘ ସମୟ ପର୍ଯ୍ୟନ୍ତ ସଂଘର୍ଷ କରିଥିବା, ଗୋରକ୍ଷା ଆନ୍ଦୋଳନର ପ୍ରଥମ ସତ୍ୟାଗ୍ରହୀ ତଥା ଦ୍ୱାରକା
Read More...

କୋଶଳ ରାଏଜ ମୁକ୍ତିମୋର୍ଚ୍ଚା ବରଗଡ଼ ଜିଲ୍ଲାର ସଭାପତି ଭାବେ ନିଯୁକ୍ତ ହେଲେ ଘନଶ୍ୟାମ

ବରଗଡ, (ନିରୋଜ କୁମାର ପାଣୀ) : କୋଶଳ ରାଏଜ ମୁକ୍ତିମୋର୍ଚ୍ଚା ପ୍ରଥମ ପର୍ଯ୍ୟାୟରେ କମିଟି ଘୋଷଣା କରିଛି । ବରଗଡ଼ ଜିଲ୍ଲାର ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ବରଗଡ଼ ବ୍ଲକ ଅନ୍ତର୍ଗତ ଗୁଡେଶିରା ପଞ୍ଚାୟତର ଘନଶ୍ୟାମ ସାହୁ । ଘନଶ୍ୟାମ ବର୍ତ୍ତମାନ ବରଗଡ଼ ଜିଲ୍ଲାର ବିଜେପି ଯୁବମୋର୍ଚ୍ଚା
Read More...

ବିଜେପୁର ଗଞ୍ଜେଇଭାଟି ଛକରେ ଦୁର୍ଘଟଣା : ୧୬ ବର୍ଷିଅ ଛାତ୍ରୀ ଗୁରୁତର

ବରଗଡ଼, (ନିରୋଜ କୁମାର ପାଣୀ) : ବିଜେପୁର ଗଞ୍ଜେଇଭାଟି ଛକରେ ଏକ ସଡକ ଦୁର୍ଘଟଣା ଘଟି ଜଣେ ୧୬ ବର୍ଷିଅ ଛାତ୍ରୀ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ବିଜେପୁରର ଐତିହାସିକ ଅନନ୍ତବ୍ରତ ମହୋତ୍ସବ ଦେଖିବାକୁ ଆସିଥିବା ସୁନିତା ମେହେର ନାମ୍ନୀ ଜଣେ ୧୬ ବର୍ଷିଅ ଝିଅ ନିଜ ମାମୁଁ ଘରକୁ
Read More...

ଆଧୁନିକ ସମାଜରେ ଗଣମାଧ୍ୟମରେ ଖବର ଚାପିବାର ପ୍ରତିଯୋଗିତା ଚାଲିଛି, ଗଣଙ୍କ କଥା ଓ ବ୍ୟଥା କହିବା ପାଇଁ ଯିଏ ଉତ୍ତରଦାୟୀ…

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଆଧୁନିକ ସମାଜରେ ଗଣମାଧ୍ୟମରେ ଖବର ଚାପିବାର ପ୍ରତିଯୋଗିତା ଚାଲିଛି । ଗଣଙ୍କ କଥା ଓ ବ୍ୟଥା କହିବା ପାଇଁ ଯିଏ ଉତ୍ତରଦାୟୀ ସେ ଦିଗହରା ହୋଇଛି ବୋଲି ସ୍ଥାନୀୟ ଟାଉନ ହଲ୍‌ ବରଗଡ ସାମ୍ବାଦିକ ସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ସ୍ଵର୍ଗତ ଶାନ୍ତନୁ ବିଶ୍ଵାଳଙ୍କ
Read More...

ବ୍ୟାଙ୍କ ଅଫ୍ ଇଣ୍ଡିଆ ପରିସରରେ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ୧୧୭ ବର୍ଷ ପୂର୍ତ୍ତି ଅବସରରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବରଗଡ଼ ଶାଖା ଓ ନିଷ୍ଠା ପରିବାରର ମିଳିତ ଉଦ୍ୟମରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଶିବିରକୁ ଶାଖା ପ୍ରବନ୍ଧକ ରାଜେଶ କୁମାର ଥନାପତି, ସରସ୍ଵତୀ
Read More...

ଉମରା ହଜ ପାଇଁ ମକ୍କା ମଦିନା ଅଭିମୁଖେ ନଅ ଜଣ ଯାତ୍ରୀ

ବରଗଡ, (ନିରୋଜ କୁମାର ପାଣୀ) : ମୁସଲମାନ ସମ୍ପ୍ରଦାୟର ୯ ଜଣ ମହିଳା ଏବଂ ପୁରୁଷଙ୍କ ଏକ ସମୂହ ସୋମବାର ସାଉଦିଆରବ ଦେଶର ମକ୍କା ଏବଂ ମେଦିନା ସରିଫ ଅଭିମୁଖେ ଉମରା ହଜ କରିବା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି । ଏହି ସମୂହ ପ୍ରଥମେ ବରଗଡ଼ ରେଲୱେ ଷ୍ଟେସନରୁ ବାହାରି ଦିଲ୍ଲୀ ପହଞ୍ଚିବା ପରେ
Read More...

ବରଗଡ଼ ଜିଲ୍ଲାରେ ୨୯୧ ମିମି ବର୍ଷା ରେକର୍ଡ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ୨୯୧ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି । ଜିଲ୍ଲାର ବିଜେପୁର ବ୍ଲକ ଅଞ୍ଚଳରେ ସର୍ବାଧିକ ୬୬.୦ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି । ସେହିପରି ବରପାଲି ବ୍ଲକ ଅଞ୍ଚଳରେ ସର୍ବନିମ୍ନ
Read More...