ବରଗଡ଼ ସହରର ଶୋଚନୀୟ ପରିମଳ ବ୍ୟବସ୍ଥାକୁ ନେଇ ପ୍ରଶ୍ନ କଲା ଆମ୍ ଆଦମୀ ପାର୍ଟି
ବରଗଡ଼, (ମୁନ୍ନା ସାହୁ) : "କେଡେ ସୁନ୍ଦର ଆମର ବରଗଡ଼ ସହର" ଗୀତଟି ଯେତେ ଲୋକ ପ୍ରିୟତା ହାସଲ କରିଥିଲା ବର୍ତ୍ତମାନର ସମୟରେ ସେତିକି ବିରୋଧର ଶିକାର ହେଉଛି କାରଣ ବରଗଡ଼ ସହରର ପରିମଳ ବ୍ୟବସ୍ଥା ସମ୍ପୂର୍ଣ ଭୁଶୁଡି ପଡିଛି । ଯେଉଁ ଆଡେ ନଜର ପକାଇବେ କୁଢ଼ କୁଢ଼ ଜରି, ପ୍ଲାଷ୍ଟିକ, ମଇଳା!-->…
Read More...
Read More...