Browsing Tag

bargarh news

ସହିଦ ମାଧୋ ସିଂ ପରିବାରର ବୀରତ୍ୱର ଗାଥାକୁ ପାଠ୍ୟ ପୁସ୍ତକରେ ସ୍ଥାନ ଦିଆଯାଉ

ବରଗଡ଼, (ନିରୋଜ କୁମାର ପାଣୀ) : ଦେଶ ମାତୃକାର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଘେଁସ ଜମିଦାର ମଧୋ ସିଂ ପରିବାରର ବୀରତ୍ୱର ଗାଥାକୁ ପାଠ୍ୟ ପୁସ୍ତକରେ ସ୍ଥାନ ଦିଆଯାଉ ବୋଲି ବରଗଡ଼ ମହିଳା ସମିତି ଦାବି ଜଣାଇଛି । ସମିତି ପକ୍ଷରୁ ସଭାନେତ୍ରୀ ଅଞ୍ଜନା ଦାସଙ୍କ ନେତୃତ୍ୱରେ ଆଜି ସଦସ୍ୟାଗଣ
Read More...

ରାଜ୍ୟସ୍ତରୀୟ ବୀରତା ଦିବସ

ବରଗଡ ଜିଲ୍ଲା ଘେଁସ ଠାରେ ଶହୀଦ ମାଧୋ ସିଂଙ୍କ ବଳିଦାନ ଦିବସରେ ଯୋଗଦେଲେ ମୁଖ୍ୟମନ୍ତ୍ରୀଘେଁସ କଲେଜକୁ ଶହୀଦ ମାଧୋ ସିଂହ ସ୍ମାରକୀ ମହାବିଦ୍ୟାଳୟ ନାମରେ ନାମିତ କଲେଘେଁସରେ ନିର୍ମାଣ ହେବ ଶହୀଦ ମାଧୋ ସିଂହ ସ୍ମାରକୀ, ୧୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ଗାର୍ଲସ ହଷ୍ଟେଲଦେଶ ପାଇଁ ଶହୀଦ ମାଧୋ
Read More...

ହକ୍‌ ପାଇଁ ଧାରଣାରେ ଚାଷୀ

ସମସ୍ତ ଚାଷୀଙ୍କୁ ଅତି ଶୀଘ୍ର ଟୋକନ ପ୍ରଦାନ ଏବଂ ମଣ୍ଡିରୁ ବିନା କଟଣି ଛଟଣିରେ ଧାନ ଉଠା ନ ଯାଏ ତାହେଲେ ମୁଖ୍ୟମନ୍ତ୍ରୀ ବରଗଡ଼ ଗସ୍ତ ସମୟରେ ଚାଷୀଙ୍କ ଆକ୍ରୋଶର ଶିକାର ହେବେ : ଲିଂଗରାଜ ବରଗଡ, (ମୁନ୍ନା ସାହୁ) : ଅତର୍କିତ ଭାବରେ ବରଗଡ଼ ଜିଲ୍ଲାର ବିଭିନ୍ନ ମଣ୍ଡିରୁ ଶତାଧିକ ଚାଷୀ
Read More...

ରାସ୍ତା ନିର୍ମାଣ କାମ ହାତ ମାରିଲେ ରାସ୍ତା ଉପରୁ ପିଚୁ ଉଠିଯାଉଛି

ବରଗଡ଼, (ମୁନା ସାହୁ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବଡ଼ବାଉସେନ ଗ୍ରାମ ପଞ୍ଚାୟତର ସାଲେଦମକି ଗ୍ରାମ ରାସ୍ତା ନିର୍ମାଣ କାମ ଏବେ ଗୁରୁତର ପ୍ରଶ୍ନର ସମ୍ମୁଖୀନ ହୋଇଛି । କଳଙ୍ଗାଡେରା ଠାରୁ ସାଲେଦମକି, ଭାୟା କୁର୍ଲାମୁଣ୍ଡା ଓ ବଡ଼ବାଉସେନ ଯାଉଥିବା ଏହି ରାସ୍ତାରେ କାମର ଗୁଣମାନ
Read More...

ଜଳିଗଲା ଦୋକାନ

ବରଗଡ, (ମୁନ୍ନା ସାହୁ) : ବରଗଡ଼ କୋର୍ଟ ସମ୍ମୁଖରେ ଥିବା କମ୍ପ୍ଲେକ୍ସର ଏକ ଦୋକାନ ଗୃହ ହଠାତ୍ ହୁତୁହୁତୁ ହୋଇ ଜଳିବାକୁ ଲାଗିଲା । ହୁତୁହୁତୁ ହୋଇ ଜଳିଲା ଦୋକାନ । ଆଜି ସକାଳ ୯ଟା ସମୟରେ ବରଗଡ଼ କୋର୍ଟ ସମ୍ମୁଖରେ ଥିବା ମାର୍କେଟ କମ୍ପ୍ଲେକ୍ସର ପି ଏଣ୍ଡ ଜି ଅପ୍ଟିକାଲ ଦୋକାନରେ ହଠାତ୍ ନିଆଁ
Read More...

ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର

ବରଗଡ଼, (ମୁନ୍ନା ସାହୁ) : ଭଟଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ
Read More...

ଝଲକା ସେବା ସଂଗଠନ୍ ତରଫରୁ କୋଶଳ ସୁନ୍ଦରୀ ସମ୍ମାନ ଉତ୍ସବ ୨୦୨୫ ସମାପନ

ବରଗଡ, (ମୁନାସାହୁ) : ବିଜୁ ପଟ୍ଟନାୟକ ଟାଉନ୍ ହଲ୍ ଠାରେ ଝଲକା ସେବା ସଂଗଠନ, ସୁଖା ତରଫରୁ କୋଶଳ ସୁନ୍ଦରୀ ସମ୍ମାନ ଉତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଆଇନଜ୍ଞ ତଥା ସଂଗୀତକାର ରାଧେଶ୍ୟାମ ଦୀପ ଥିବାବେଳେ, ଝଲକା ସେବା ସଂଗଠନର ସଭାପତି ୨୦୨୩ କୋଶଳ
Read More...

ଜାତୀୟ ପାରା ସୁଇମିଂ ଚମ୍ପିୟାନସିପରେ ରୌପ୍ୟ ପଦକ ହାସଲ କଲେ ରିତେଶ

ବରଗଡ, (ମୁନ୍ନା ସାହୁ ) : ଜାତୀୟ ପାରା ସୁଇମିଂ ଚମ୍ପିୟାନସିପରେ ରୌପ୍ୟ ପଦକ ହାସଲ କରି ବରଗଡ଼କୁ ଗୌରବ ଆଣିଲେ ଚକରକେନ୍ଦର ରିତେଶ ମେହେର । ହାଇଦ୍ରାବାଦ ଠାରେ ଅନୁଷ୍ଠିତ ଜାତୀୟ ପାରା ସୁଇମିଂ ଚମ୍ପିୟାନସିପ ଗତ ନଭେମ୍ବର ୧୫ରୁ ୧୮ ପର୍ଯ୍ୟନ୍ତ ହୋଇଥିବା ବେଳେ ବରଗଡ଼ ଚକରକେନ୍ଦର ରିତେଶ
Read More...

କୃଷକ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

ବରଗଡ, (ମୁନ୍ନା ସାହୁ) : ଭାତହାଣ୍ଡି ବରଗଡ଼ ଜିଲ୍ଲାରେ ଆଜି ଠାରୁ ଧାନ କିଣା ବିକା ପ୍ରକ୍ରିୟା ଆରମ୍ଭ ହେବାକୁ ଡିଏଲ୍‌ପିସି ବୈଠକରେ ଘୋଷଣା କରାଯାଇଥିବା ବେଳେ ଚାଷୀଙ୍କ ନିକଟକୁ ଟୋକନ୍ କାହିଁକି ଆସିନାହିଁ ବୋଲି ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ପ୍ରଶ୍ନ କରାଯାଇଛି । ସଂଯୁକ୍ତ କୃଷକ
Read More...

ଡିସେମ୍ବର ୪ ତାରିଖରେ ଗନ୍ଧମାର୍ଦ୍ଦନ ପର୍ବତରେ ମା’ ଦୁର୍ଗେ ଦେବୀଙ୍କ ପୂଜନୋତ୍ସବ

-ପୀଠର ଉନ୍ନତିକରଣ ସହ ଲାଇଟ୍ ଓ ସିଡିର ବ୍ୟବସ୍ଥା ପାଇଁ ସରକାରଙ୍କୁ ନିବେଦନ କଲେ ସଭାପତି ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ନୃସିଂହନାଥ ପର୍ବତମାଳା ଶିଖରେ ଥିବା ମା' ଦୁର୍ଗେଦେବୀଙ୍କ ପୀଠରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ମା' ଙ୍କ
Read More...