Browsing Tag

bargarh news

ବରଗଛକୁ ଧକ୍କା ଦେଲା ଟ୍ରକ : ଗୁରୁତର ଅବସ୍ଥାରେ ଡ୍ରାଇଭରକୁ ଡାକ୍ତରଖାନା ପହଞ୍ଚାଇଲା ବରଗଡ଼ ସଦର ପୋଲିସ୍

ବରଗଡ଼, (ନିରୋଜ କୁମାର ପାଣୀ) : ରାତ୍ରୀ ପାଖାପାଖି ପ୍ରାୟ ୮ଟା ସମୟରେ ବଲାଙ୍ଗିର ପଟରୁ ଆସୁଥିବା ଏକ ଟ୍ରକ ନଂ.ଓଆର୍‌୦୯ଏଚ୍‌୨୨୮୫ ସରସରା ଛକ ଓ ପ୍ରେଟ୍ରେ।ଲ ପମ୍ପ ମଝିରେ ଜାତୀୟ ରାଜପଥ କଡ଼ରେ ଥିବା ଏକ ବରଗଛକୁ ଧକ୍କା ଦେଇଥିଲା । ଘଟଣାରେ ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି
Read More...

ସଂକ‌ଳ୍ପ ପରିବାରର ରକ୍ତ ସଂଗ୍ରହ ଅଭିଯାନ : ୪୦ୟୁନିଟ ରକ୍ତସଂଗ୍ରହ

ବରଗଡ଼, (ନିରୋଜ କୁମାର ପାଣୀ) : କୋଭିଡ -୧୯ ପାଇଁ ସମସ୍ତ ରକ୍ତଭଣ୍ଡାର ମାନଙ୍କରେ ରକ୍ତର ଅଭାବ ଦେଖା ଯାଉଥିବାରୁ ସଂକଳ୍ପ ପରିବାର ତରଫରୁ ରକ୍ତ ସଂଗ୍ରହ ଅଭିଯାନ ଚାଲିଛି । ରକ୍ତ ସଂଗ୍ରହ ଅଭିଯାନର ଆଜି ଚତୁର୍ଥ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ବରଗଡ଼ ଭଟଲି ଛକରେ ଆୟୋଜନ କରାଯାଇଥିଲା ।
Read More...

ସ୍ୱେଚ୍ଛାସେବୀ ସଂଗଠନ ବଦାନ୍ୟ ବନ୍ଧୁ ତରଫରୁ ଗୁରୁକୁଳ ସପ୍ତର୍ଷି ସେବାଶ୍ରମକୁ ସହାୟତା

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବଦାନ୍ୟ ବନ୍ଧୁ ତାର ସପ୍ତମ ବର୍ଷ ପୁର୍ତ୍ତି ଅବସରରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନେକ ଗୁଡ଼ିଏ ଜନହିତକର କାର୍ୟ୍ୟକ୍ରମ ହାତକୁ ନେଇଛି । ଏହି କ୍ରମରେ ଆଜି ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ
Read More...

ଅତାବିରା ଦେବାହାଲ ଗାଁରେ ଅକ୍ସିଜେନ ପରୀକ୍ଷା

ବରଗଡ, (ଗୋପୀନାଥ ସାହୁ) : ବରଗଡ ଜିଲ୍ଳା ଅତାବିରା ବ୍ଲକ ଦେବାହାଲ ଗାଁରେ ଆଜି ଅକ୍ସିଜେନ ପରୀକ୍ଷା କରାଯାଇଛି । କୋଭିଡ଼ ସମୟରେ ଶରୀରରେ ଅମ୍ଳଜାନ ପରିମାଣ କମି ଯାଉଥିବାରୁ ପୂର୍ବରୁ ସର୍ତକତା ଅବଲମ୍ବନ କରି ଅକ୍ସିଜେନ ପରୀକ୍ଷା କରାଇ ନେଲେ ତାହା ଫଳରେ ଜଣକର ଜୀବନକୁ ରକ୍ଷା କରିହେବ ବୋଲି
Read More...

ସମାଜିକ କର୍ମୀଙ୍କ ଟ୍ୱିଟ ଦେଖି କିଡନୀ ରୋଗୀଙ୍କୁ ସହାୟତା ପ୍ରଦାନ କଲେ ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ :…

ବରଗଡ଼, (ନିରଂଜନ ତ୍ରିପାଠୀ) : କରୋନା ମହାମାରୀ ସମୟରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚିକିତ୍ସା ଅଭାବରୁ ଅନେକ ଲୋକେ ଅକାଳରେ ମୃତ୍ୟୁବରଣ ମଧ୍ୟ କରୁଛନ୍ତି । କିନ୍ତୁ କିଛି ଦାୟିତ୍ୱବାନ ଜନପ୍ରତିନିଧିଙ୍କ ସେବା ମନୋଭାବ ଯୋଗୁଁ ଅନେକ ଅସହାୟ ଲୋକେ ଠିକ ସମୟରେ
Read More...

ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ଖୁଣ୍ଟପାଲିରେ ମେଗା ରକ୍ତଦାନ ଶିବିର : ଯୋଗଦେଲେ ବିଶିଷ୍ଟ ସମାଜସେବୀ ଡାକ୍ତର…

ବରଗଡ଼, (ନିରୋଜ କୁମାର ପାଣୀ) : ଜାତୀୟ ପିତା ମହାତ୍ମା ଗାନ୍ଧୀ ଏବଂ ପୁର୍ବତନ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଉପଲକ୍ଷେ ମେଗା ରକ୍ତଦାନ ଶିବିରର ଆୟୋଜନ କରାଯାଇଛି । ବରଗଡ଼ ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ଗ୍ରାମରେ ହୋଇଥିବା ଉକ୍ତ ମେଗା ରକ୍ତଦାନ ଶିବିରକୁ
Read More...

କୋଶଲ ଭାରତୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ କୋଶଲ ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ଜୟନ୍ତୀ

ଗାଇସିଲେଟ୍‌, (କେପିଏନ୍‌ଏସ୍‌) : କୋଶଲ ଭାରତୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ କୋଶଲ ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ଜୟନ୍ତୀ ଦୁଇଦିନ ଧରି ପାଲିତ ହୋଇଯାଇଛି । ଚଳିତ ବର୍ଷର ମହାମାରୀ କରୋନା କଟକଣାକୁ ଆଖି ଆଗରେ ରଖି ଅନଲାଇନ ମାଧ୍ୟମରେ ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା । କୋଶଲ
Read More...

ଆମ ଆଦମୀ ପାର୍ଟ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ଆନ୍ତରାଷ୍ଟ୍ରୀୟ ଅହିଂସା ଦିବସ ପାଳିତ

ବରଗଡ, (ଗୋପୀନାଥ ସାହୁ) : ଅକ୍ଟୋବର ୨ ତାରିଖକୁ ଗାନ୍ଧୀ ଜୟନ୍ତୀ ଓ ଆନ୍ତରାଷ୍ଟ୍ରୀୟ ଅହିଂସା ଦିବସ ଭାବେ ସାରା ବିଶ୍ୱରେ ପାଳନ କରଯାଏ । ଏହି ଅବସରରେ ଗାନ୍ଧୀଜୀଙ୍କ ଅହିଂସାର ମନ୍ତ୍ରକୁ ପାଥେୟ କରି ଆମ ଆଦମୀ ପାର୍ଟି ତରଫରୁ ବରଗଡ ଗାନ୍ଧୀ ଛକ ସ୍ଥିତ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ
Read More...

ନିଷ୍ଠା ପରିବାର ତରଫରୁ ଜାତୀୟ ରକ୍ତଦାନ ଦିବସ ପାଳନ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ଗୁରୁବାର ନିଷ୍ଠା ଭବନ ଆନ୍ଧ୍ର କେମ୍ଫ ଖଣ୍ଡହଥା ବରଗଡ ଠାରେ ଜାତୀୟ ରକ୍ତଦାନ ଦିବସ ସରକାରୀ ନିୟମ ମୁତାବକ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବରଗଡ ଉପଜିଲ୍ଳାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ସମ୍ମାନୀତ ଅତିଥି ଭାବେ ତହସିଲଦାର
Read More...

ଜରୁରୀ କାଳୀନ ବୈଠକ ଅନୁଷ୍ଠିତ

ବରଗଡ଼, (ଗୋପୀନାଥ ସାହୁ) : ସମ୍ବିଧାନ ସୁରକ୍ଷା ମଞ୍ଚ ଓ ହସ୍ପିଟାଲ ବଞ୍ଚାଅ ଅଭିଯାନ ବରଗଡ଼ ପକ୍ଷରୁ ପୁରୁଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆବଶ୍ୟକ ପରିମାଣର ଡାକ୍ତର, ଫାର୍ମାସିଷ୍ଟ, ନର୍ସ ତଥା ଅନ୍ୟ ଆନୁସଙ୍ଗିକ ସୁବିଧା ପ୍ରଦାନ ଦାବୀରେ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି ।
Read More...