Browsing Tag

bargarh news

ଘରୋଇ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ପାଇଁ ପ୍ରୟାସ ଆରମ୍ଭ : ଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବହୁ ବାଦବିବାଦ ହୋଇ ଦୀର୍ଘଦିନ ଧରି ପୌରପରିଷଦ ଦ୍ୱାରା ନିର୍ମିତ ଘରୋଇ ବସଷ୍ଟାଣ୍ଡ ପଡ଼ି ରହିଥିଲା । କିଛି ଦିନ ପୂର୍ବେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଜି ନୂତନ ଜିଲ୍ଲାପାଳ ତଥା ପୌର ପ୍ରଶାସିକା ମନୀଷା ବାନାର୍ଜୀ ବନ୍ଦ୍ ହୋଇ ପଡି
Read More...

ଚାଷୀ ପଞ୍ଜିକରଣ ପାଇଁ ସଚେତନତା ରଥ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ୨୦୨୧-୨୨ ଖରିଫ୍ ଋତୁରେ ଧାନ ବିକ୍ରି ପାଇଁ ଚାଷୀଙ୍କ ନାମ ପଞ୍ଜିକରଣ ଆରମ୍ଭ ହୋଇଯାଇଛି । ବରଗଡ଼ ଏବଂ ଅତାବିରା ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ବିଭିନ୍ନ ସ୍ଥାନରେ ପଞ୍ଜିକରଣ କରାଯାଉଅଛି । ଏହି ଅବସରରେ ଚାଷୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଆଜି
Read More...

ବିଜୁ ମହିଳା ଜନତା ଦଳ ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଏବଂ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ କରୋନା ସମୟରେ ରକ୍ତାଭାବକୁ ଦୂର କରିବା ପାଇଁ ବରଗଡ଼ ବିଧାୟକ ଦେବେଶ ଆଚାର୍ୟ୍ୟଙ୍କ ତତ୍ୱାବଧାନରେ ଆଜି ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ବିଜୁ ମହିଳା ଜନତା ଦଳ ତରଫରୁ ଏକ ସ୍ୱେଚ୍ଛାକୃତ
Read More...

ବନ୍ଦୀ ଜୀବନରୁ କେବେ ମୁକୁଳିବ ରିନ୍‌ଟୁ ମୁଦୁଲି : ସରକାରୀ ଚିକିତ୍ସା ଅପେକ୍ଷାରେ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ତାଲମେଂଡା ପଂଚାୟତ ସହଁରାଟିକରା ଠାରେ ଏକ ଅସହାୟ ପରିବାର ବସବାସ କରନ୍ତି । ନିଜର ଜମି ବାଡି କିଛି ନାହିଁ ଅନ୍ୟର ଜାଗାରେ କୁଡିଆ ଘର ଆଶ୍ରୟ କରି ରହନ୍ତି । ଗତ ତିନି ବର୍ଷ ହେଲା ସ୍ଵାମୀ ଆରପାରିକୁ ଚାଲିଯାଇଥିବା ବେଳେ ବର୍ତ୍ତମାନ
Read More...

ବରଗଡର ନୂତନ ଏସପି ଭାବେ ଯୋଗଦେଲେ ରାହୁଲ ଜୈନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡର ନୂତନ ଏସପି ଭାବେ ରାହୁଲ ଜୈନ ଯୋଗ ଦେଇଛନ୍ତି । ବୁଧବାର ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ପୂର୍ବତନ ଏସପି ପଦ୍ମିନୀ ସାହୁଙ୍କଠାରୁ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କଲା ପରେ ବରଗଡ଼ ଜିଲ୍ଲାର ଆଇନ ଶୃଙ୍ଖଳା ଦାୟିତ୍ୱ ତାଙ୍କ ହାତକୁ ଯାଇଛି । ତେବେ ଏହି
Read More...

ଗ୍ୟାସ ଟାଙ୍କି ଫାଟି ଘର ଭସ୍ମୀଭୂତ : ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ବରଗଡ, (ନିରୋଜ କୁମାର ପାଣୀ) : ଗ୍ୟାସ ଟାଙ୍କି ଫାଟି ଯିବାରୁ ଗୋଟିଏ ଘର ଭସ୍ମୀଭୂତ ହୋଇଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ଲୋକେ । ଘଟଣାରୁ ପ୍ରକାଶ ଯେ, ଅତାବିରା ବ୍ଲକ ଅନ୍ତର୍ଗତ ଜହ୍ନାପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମରହାଟିକିରା ଏମ୍.ପଦ୍ମାବତି ସକାଳ ୧୦ଘଣ୍ଟା ସମୟରେ
Read More...

ବାଲୁକା ଶିଳ୍ପୀ କାର୍ତ୍ତିକ ନାୟକଙ୍କ ଅଭିନବ ପ୍ରୟାସ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ କରୋନା ୧୯ର କଟକଣା ଜାରି ରହିଥବାରୁ ରଥଯାତ୍ରା ବନ୍ଦ ରହିଛି । ବାକ ବରଗଡ ଜିଲ୍ଲା ଭେଡେନ ବ୍ଲକ ଭେଡେନ ସହରର ବାଲୁକା ଶିଳ୍ପୀ କାର୍ତିକ ନାୟକ ବାଲୁକା କଳା ମାଧ୍ୟମରେ ରଥଯାତ୍ରା ଉପଲକ୍ଷେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଲୁକା ମୂର୍ତ୍ତୀ ତିଆରି
Read More...

ବିଜେଡି ଯୁବ ଓ ଛାତ୍ର ଶାଖା ପକ୍ଷରୁ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କରୋନା ସମୟରେ ରକ୍ତାଭାବକୁ ଦୁର କରିବା ପାଇଁ  ବରଗଡ଼ ବିଧାୟକ ଦେବେଶ ଆଚାର୍ୟ୍ୟଙ୍କ ତତ୍ବାବଧାନରେ ଆଜି ବରଗଡ଼ ବ୍ଲକ ଅନ୍ତର୍ଗତ ବରଗାଁ ପଞ୍ଚାୟତ ଠାରେ ଜିଲ୍ଲା ବିଜୁ ଯୁବ, ଛାତ୍ର ଜନତା ଦଳ ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।
Read More...

ରାସ୍ତା କାମ ସରିଲା : ପୁଣି ମରାମତି ଆରମ୍ଭ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ଠାରୁ ଭେଡେନ ରାସ୍ତାର ମଝିରେ ରୂପାପାଲି ଛକଠାରୁ ଭୋଇପାଲିଛକ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବାରୁ, ରାସ୍ତା ତିଆରି ପାଇଁ ବିଭିନ୍ନ ସମୟରେ ଜନସାଧାରଣ, ବିଭିନ୍ନ ପତ୍ର ପତ୍ରିକା, ଫେସବୁକ୍, ସୋସିଆଲ ମିଡିଆରେ
Read More...

ଜିଲ୍ଲାରେ ସମସ୍ତ ମହିଳାଙ୍କୁ ସ୍ୱାବଲମ୍ବୀ କରାଯିବ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବିଜୁ ଜନତା ଦଳର ନୂତନ ମହିଳା ସଭାନେତ୍ରୀ ଭାବେ ଶ୍ରୀମତୀ ନୀଳ କୁମାରୀ ନାଏକ ମନୋନୀତ ହେବା ପରେ ସେ ଜିଲ୍ଲାର ବରିଷ୍ଠ ନେତୃ ମଣ୍ଡଳୀ ସହ ଆଲୋଚନା କରିଛନ୍ତି । ଅତାବିରା ବିଧାୟିକା ତଥା ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ
Read More...