Browsing Tag

bargarh news

ନଭେମ୍ବରରେ ହେବାକୁ ଥିବା କଳାକାର ସମ୍ମିଳନୀ ବାତିଲ ନିଷ୍ପତ୍ତି : ଡିସେମ୍ବରରେ ରାଜଧାନୀ ଚାଲ ଡାକରା ଦେଲା କଳାକାର…

ବରଗଡ, (ସତ୍ୟନାରାୟଣ ପ୍ରଧାନ) : କଳାକାରଙ୍କ ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିବା ପାଇଁ ଚଳିତ ମାସ ବରଗଡ଼ଠାରେ ଅନୁଷ୍ଠିତ ହେବାକୁ ଥିବା କଳାକାର ସମ୍ମିଳନୀକୁ ବାତିଲ ଘୋଷଣା କରାଯାଇ ଆସନ୍ତା ଡିସେମ୍ବର ମାସ ଶେଷ ସପ୍ତାହରେ ରାଜଧାନୀ ଭୁବନେଶ୍ୱରରେ ପଶ୍ଚିମ ଓଡିଶା କଳାକାର ମହାସଂଘ
Read More...

ଏସିସି ଟ୍ରଷ୍ଟ ଓ ଜାତୀୟ ଯକ୍ଷ୍ମା ରୋଗ ନିରାକରଣ ବରଗଡ ଆନୁକୂଲ୍ୟରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ ସ୍ଥିତ ବରଡୋଲ ଆଶ୍ରମ ବିଦ୍ୟାଳୟଠାରେ ଏକ 'ଯକ୍ଷ୍ମା ରୋଗ ପରୀକ୍ଷଣ ଓ ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର' ଅନୁଷ୍ଠିତ ହୋଇଯାଇଛି । ବରଡୋଲ ଗ୍ରାମ ପଞ୍ଚାୟତର ସରପଞ୍ଚ ସରତ ଅଦାବର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏସିସି
Read More...

ଝିଅ ବାହାଘରେ ରକ୍ତଦାନ ଶିବିର

ବରଗଡ଼, (ନିରୋଜ କୁମାର ପାଣୀ) : ସୋହେଲା ମାଧବ ନଗରରେ ସମାଜସେବୀ ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସ୍ୱର୍ଗୀୟ ଜୟପ୍ରକାଶ ସୁନା ଓ ମାତା ଶ୍ରୀମତୀ ସୌଦାମିନୀ ସୁନାଙ୍କ ଝିଅ ରିଙ୍କି ସୁନାଙ୍କ ବାହାଘର ଅବସରରେ ସ୍ୱେଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାର ଓ ଜୀବନ ଜ୍ୟୋତି ରକ୍ତଦାତା ସଂଗଠନର
Read More...

ଭିଜିଲାନ୍ସ ଜାଲରେ ଭାରପ୍ରାପ୍ତ ଡିଏସଡବ୍ଲୁଓ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆଜି ବରଗଡ଼ ଜିଲ୍ଲାର ଭାରପ୍ରାପ୍ତ ଡିଏସଡବ୍ଲୁଓ ଚନ୍ଦ୍ରମା ସାହୁଙ୍କ ଘରେ ଏବଂ କାର୍ଯ୍ୟାଳୟରେ ଏକକାଳୀନ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇ ଲକ୍ଷାଧିକ ଟଙ୍କାର ଆୟ ବର୍ହିଭୁତ ସଂପତ୍ତି ଠାବ କରାଯାଇଛି
Read More...

ଜାଲେଣୀ ଗ୍ୟାସ୍ ସିଲିଣ୍ଡର୍ ଦରବୃଦ୍ଧି ପ୍ରତିବାଦରେ ବିଜେଡ଼ିର ଜିଲ୍ଲା ବ୍ୟାପି ବିକ୍ଷୋଭ ପ୍ରଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କେନ୍ଦ୍ର ସରକାରଙ୍କ ଦ୍ଵାରା ନିୟନ୍ତ୍ରିତ ଜାଲେଣୀ ଗ୍ୟାସ୍ ସିଲିଣ୍ଡର ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ଆଜି ବରଗଡ଼ ଜିଲ୍ଲା ବିଜୁ ଜନତା ଦଳର ମହିଳା, ଯୁବ, ଛାତ୍ର ସଂଗଠନ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ସହ ରାଷ୍ଟ୍ରପତିଙ୍କ
Read More...

ପ୍ରକଳ୍ପ ନିର୍ଦେଶକଙ୍କ ଚିଠିକୁ ଗୁରୁତ୍ୱ ଦେଉନାହାନ୍ତି ଜିଲ୍ଲାର ବିଭିନ୍ନ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୃନ୍ଦ :…

ବରଗଡ, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ୨୦୧୮ ମସିହାରୁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅଧୀନରେ ପ୍ରତ୍ୟେକ ଗ୍ରାମରେ ଗୋଟିଏ ଲେଖାଏଁ ଗ୍ରାମୀଣ ଉଦ୍ୟାନ ନିର୍ମାଣ କରିବା ପାଇଁ ଯୋଜନା କରିଥିଲେ । ୨୦୧୮ ମସିହାରେ ପ୍ରଥମ
Read More...

ବରଗଡ଼ ସହରରେ ମହିଳା ମାନଙ୍କ ପାଇଁ ଶୌଚାଳୟ କରାଯାଉ : ଆମ୍ ଆଦମୀ ପାର୍ଟି

ବରଗଡ଼, (ନିରୋଜ କୁମାର ପାଣୀ) : ପୌର ପରିଷଦ ଦ୍ୱାରା ସଂଚାଳିତ ବରଗଡ଼ ସହରରେ ଜନ ସାଧାରଣଙ୍କ ପାଇଁ ଜନ ସୁବିଧାର ଘୋର ଅଭାବ ଦେଖାଯାଉଛି । ମୁଖ୍ୟତଃ ମହିଳା ମାନଙ୍କ ପାଇଁ ଶୌଚାଳୟର ସୁବିଧା ନଥିବାରୁ ସହରକୁ ଆସୁଥିବା ମହିଳା ମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଜନଗହଳି ସ୍ଥାନ ଭାବରେ
Read More...

କୃଷି ଆଇନ ପ୍ରତ୍ୟାହାର ଘୋଷଣାକୁ ଆଂଶିକ ସ୍ୱାଗତ କଲା ସମ୍ବିଧାନ ସୁରକ୍ଷା ମଂଚ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ତିନି କଳା କୃଷି ଆଇନ ପ୍ରତ୍ୟାହାର ଘୋଷଣା ପରେ ବିଭିନ୍ନ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି । ଶୁକ୍ରବାର ସନ୍ଧ୍ୟା ସମୟରେ ବରଗଡ଼ ଗାନ୍ଧିଛକଠାରେ ଏହି ଘୋଷଣାକୁ ଆଂଶିକ ଭାବେ ସ୍ୱାଗତ କରାଯାଇଛି । ଚାଷୀମାନଙ୍କ ବହୁ ଦିନର ସଂଘର୍ଷ ସଫଳ ହେଲା ବୋଲି ସମ୍ବିଧାନ
Read More...

ଦି ଥାର୍ଟଟିନ ହନ୍ରେଡ ମାଇଲ କେରମ୍ ପ୍ରମୋସନାଲ ସାଇକେଲ ଶୋଭାଯାତ୍ରା ଦଳ ବରଗଡରେ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : କେରମର ବିଶ୍ଵ ଚାମ୍ପିଅନ ପ୍ରଶାନ୍ତ ମୋରେଙ୍କୁ ସାକ୍ଷାତ କରିବା ଓ କେରମ ଖେଳର ପ୍ରଚାର ପ୍ରସାର ନିମନ୍ତେ ତଥା ସେଭ ଫୁଏଲ, ଗୋ ଗ୍ରୀନ, ବି ହେଲଦି ସ୍ଲୋଗାନ ନେଇ ଏକ ସାଇକେଲ ଶୋଭାଯାତ୍ରା ଦଳ ସୁଦୂର କଲିକତାରୁ 'ଦି ଥାର୍ଟଟିନ ହନ୍ରେଡ ମାଇଲ' ଥିମ ନେଇ କେରମ୍
Read More...

ମହତାବ ଜୟନ୍ତୀ ପାଳନ ଅବସରରେ କାକା ମହତାବ ଶିଶୁ ସାହିତ୍ୟ ସମ୍ମାନ ପ୍ରଦାନ ସମାରୋହ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ରୋଟାରୀ ପବ୍ଲିକ ସ୍କୁଲ ପରିସର ମଧ୍ୟରେ ମହତାବ ଶିଶୁ ସାହିତ୍ୟ ସଂସଦ ଆନୁକୁଲ୍ୟରେ ମହତାବ ଜୟନ୍ତୀ ଓ 'କାକା ମହତାବ ଶିଶୁ ସାହିତ୍ୟ ସମ୍ମାନ-୨୦୨୧' ପ୍ରଦାନ ସମାରୋହ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ
Read More...