Browsing Tag

bargarh news

ଓଷ୍ଟାର ଜିଲ୍ଲା ସ୍ତରୀୟ ତୃତୀୟ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅନ୍ତର୍ଗତ ଜମୁର୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଓଡିଶା ମାଧ୍ୟମିକ ସ୍କୁଲ୍ ସଂଗଠନ (ଓଷ୍ଟା)ର ଜିଲ୍ଲା ସ୍ତରୀୟ ତୃତୀୟ ସାମ୍ବିଧାନିକ ସମ୍ମିଳନୀ ଜିଲ୍ଲା ସଭାପତି ପ୍ରିତିରଞ୍ଜନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବ
Read More...

ବରଗଡ଼ ଠାରେ ପଶ୍ଚିମ ଓଡିଶାର ଯୁବା ମଞ୍ଚର ମହିଳା ଶାଖା ପକ୍ଷରୁ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ମାନବ ସେବା ହିଁ ମାଧବ ସେବା । ନିଜେ ନ ଖାଇକି ଅନ୍ୟ ଲୋକଙ୍କ ଭୋକ ଉପାସରେ ଆଶ୍ରୟ ଦେଇଥିବା ବ୍ୟକ୍ତିଙ୍କ ଦୁଃଖ ଦେଖିନ ପାରି ସବୁବେଳେ ସବୁ ସମୟରେ ଲୋକଙ୍କ ସେବା ସହଯୋଗ କରିଆସୁଥିବା ପଶ୍ଚିମ ଓଡିଶାର ଯୁବା ମଞ୍ଚର ମହିଳା ଶାଖା ପକ୍ଷରୁ ଆଜି ବରଗଡ଼ ଜିଲ୍ଲା
Read More...

ବରଗଡ଼ ଟାଉନ ଥାନା ହାଜତ ମୃତ୍ୟୁ ଘଟଣା : ୪୮ ଘଣ୍ଟା ପରେ ଶବ ସତ୍କାର ପାଇଁ ରାଜି ହେଲେ ପରିବାର

ବରଗଡ଼, (ସତ୍ୟନାୟଣ ପ୍ରଧାନ) : ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟ ଠାରେ ଆଜି ଦୀର୍ଘ ଚାରିଘଣ୍ଟା ଧରି ଆଲୋଚନା ହେବା ପରେ ବରଗଡ଼ ଟାଉନ ଥାନା ହାଜତ ମୃତ୍ୟୁ ଘଟଣାରେ ମୃତ ଯୁବକଙ୍କ ଅନ୍ତିମ ସତ୍କାର ପାଇଁ ୪୮ ଘଣ୍ଟା ପରେ ପରିବାର ଲୋକେ ରାଜି ହୋଇଛନ୍ତି । ବରଗଡ଼ ପୋଲିସର ଅନୁରୋଧ କ୍ରମେ ଆଜି ୪୨ଟି
Read More...

ନିଷ୍ଠା ପରିବାର ଓ ମହାନଦୀ ନେତ୍ର ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ମାଗଣା ଦ୍ୱିତୀୟ କମ୍ପ୍ୟୁଟରୀକୃତ ଚକ୍ଷୁ ପରୀକ୍ଷା…

ବରଗଡ, (ନିରୋଜ କୁମାର ପାଣୀ) : ଆଜି ନିଷ୍ଠା ପରିବାର ଓ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି ଓ ବୀରମହାରାଜ ପୁରର ମିଳିତ ଆନୁକୂଲ୍ୟରେ ଦ୍ୱିତୀୟ ମାଗଣା କମ୍ପ୍ୟୁଟରୀକୃତ ଚକ୍ଷୁ ପରୀକ୍ଷା ଶିବିର ବରଗଡ଼ ସ୍ଵୟଂ ସିଦ୍ଧା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୩୮ ଜଣଙ୍କର ଚକ୍ଷୁ
Read More...

ତୋରା ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ଘଟଣା ଓ ପୋଲିସ ଲାଠି ଚାର୍ଜର ନିନ୍ଦା କଲା ଆମ୍ ଆଦମୀ ପାର୍ଟି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି ଶନିବାର ତୋରା ଗୋବିନ୍ଦ କୁମ୍ଭାରଙ୍କ ହାଜତ ମୃତ୍ୟୁ ଘଟଣା ଓ ପରେ ପୋଲିସର ଲାଠି ଚାର୍ଜ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାକୁ ଆମ୍ ଆଦମୀ ପାର୍ଟି ନିନ୍ଦା କରିବା ସହ ସମ୍ପୂର୍ଣ୍ଣ ଘଟଣାର ବିଚାର
Read More...

ଟାଉନ ଥାନାରେ ଯୁବକଙ୍କ ସଂଦେହ ଜନକ ମୃତ୍ୟୁ : ସହରରେ ଉତ୍ତେଜନା ସୃଷ୍ଟି

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଗତକାଲି ରାତିରେ ବରଗଡ଼ ଟାଉନ ପୋଲିସ ଏକ ପୁରୁଣା ଗଣ୍ଡଗୋଳ କେସ୍‌ରେ ଜନୈକ ଯୁବକଙ୍କୁ ଦିନଟିଏ ପାଇଁ ଆଣିବା ପରେ ଥାନାରେ ଥିବା ଉକ୍ତ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ଆଜି ବରଗଡ଼ରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ୟକ୍ତ ଲୋକେ
Read More...

ବିଧାନସଭା ବିଦ୍ୟୁତ ସବ୍ କମିଟିର ବରଗଡ଼ ଜିଲ୍ଲା ପରିଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡ଼ିଶା ବିଧାନ ସଭାର ବିଦ୍ୟୁତ ବିଭାଗର ସବ୍ କମିଟିର ସଦସ୍ୟ ମାନେ ଆଜି ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ବିଦ୍ୟୁତ ଯୋଗାଣର ନିରୀକ୍ଷଣ କରି ସେଠାରେ ଦେଖା ଦେଉଥିବା ସମସ୍ୟାର ତୁରନ୍ତ ସମାଧାନ କରି ଜନସାଧାରଣଙ୍କୁ ନିରବିଛିନ୍ନ ଭାବେ ବିଦ୍ୟୁତ ସେବା
Read More...

ଇମ୍ପିରିୟଲ କଲେଜରେ ସୁପର ସ୍କୋଲାର ୪.୦ : ସମ୍ବର୍ଦ୍ଧିତ ହେଲେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ବିଦ୍ୟା ବିହାର ସ୍ଥିତ ଇମ୍ପରିୟଲ କଲେଜରେ ସୁପର ସ୍କୋଲାର ୪.୦ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉଭୟ ଓଡିଶା ଏବଂ କେନ୍ଦ୍ରିୟ ବୋର୍ଡର ଯୁକ୍ତ ଦୁଇ କଳା, ବିଜ୍ଞାନ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
Read More...

ମହିଳା ମହାବିଦ୍ୟାଳୟ ବରପାଲି ଠାରେ ସ୍ୱାଗତୋତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କଦଳୀପାଲି ସ୍ଥିତ ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ। ଶ୍ରୀମତୀ ପଦ୍ମିନୀ ଦାଶଙ୍କ
Read More...

ମହିମା ଆଶ୍ରମରେ ଭୀମ ଭୋଇ ପାଠାଗାର ଉଦ୍‌ଘାଟିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସତ୍ୟ ମହିମା ଆଦର୍ଶ ଆଶ୍ରମ ଠାରେ ଭୀମ ଭୋଇ ପାଠାଗାର ଲୋକାର୍ପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଯୋଗଦାନ କରି ପାଠାଗାରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ବରଗଡ଼
Read More...