Browsing Tag

bargarh news

ମାଗଣା ତୃତୀୟ କମ୍ପ୍ୟୁଟରୀକୃତ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ନିଷ୍ଠା ପରିବାର ଓ ମହାନଦୀ ନେତ୍ର ଚିକିତ୍ସାଳୟ, ପଣ୍ଡାପାଲି, ବୀରମହାରାଜପୁରର ମିଳିତ ଆନୁକୂଲ୍ୟରେ ତୃତୀୟ ମାଗଣା କମ୍ପ୍ୟୁଟରୀକୃତ ଚକ୍ଷୁ ପରୀକ୍ଷା ଶିବିର ବନ୍ୟା ଆଶ୍ରୟ ସ୍ଥଳୀ, ଗଣ୍ଡତୁରୁମ, ଭେଡେନ, ବରଗଡ଼ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୮୨
Read More...

ମୁକ୍ତା ସାହୁ ବିଜେପି ଓବିସି ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରୂପେ ମନୋନୀତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ ବିଜେପି ଓବିସି ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରୂପେ ମନୋନୀତ ହୋଇଛନ୍ତି । ଓବିସି ମୋର୍ଚ୍ଚା ତରଫରୁ ପ୍ରକାଶିତ ପ୍ରେସ ରିଲିଜ ଅନୁଯାୟୀ ଦେଶର ୪୨ ଜଣ ସଭ୍ୟଙ୍କ ମଧ୍ୟରୁ ଓଡିଶା
Read More...

ବିଧାନସଭା ଗୃହ ସଦାଚାର କମିଟିର ବରଗଡ଼ ଜିଲ୍ଲା ଗସ୍ତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜନ ପ୍ରତିନିଧି ଓ ଜିଲ୍ଲାସ୍ତରୀୟ ଅଧିକାରୀ, ତଥା ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କ ମଧ୍ୟରେ ସୁ ସଂପର୍କ ରକ୍ଷା କରି ନିଜ ଜିଲ୍ଲାର ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇ ପାରିବ ଏଥିପ୍ରତି ଯତ୍ନବାନ ହେବା ଆବଶ୍ୟକ ଅଟେ ବୋଲି ଆଜି ବରଗଡ଼
Read More...

ବରଗଡ଼ ରେଳଷ୍ଟେସନ ସମାସ୍ୟାର ସମାଧାନ ପାଇଁ ରେଳ କତ୍ତୃପକ୍ଷଙ୍କୁ ଭେଟିଲେ ଭାଜପା ପ୍ରତିନିଧି

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ରୋଡ଼ ରେଳଷ୍ଟେସନରେ ଲାଗି ରହିଥିବା ବହୁବିଧ ସମସ୍ୟାର ସମାଧାନ ପାଇଁ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରେଳବାଇ କତ୍ତୃପକ୍ଷଙ୍କୁ ଭେଟିଛନ୍ତି । ବରଗଡ଼ ଜିଲ୍ଲା ଭାଜପାର ପ୍ରତିନିଧିମାନେ ସମ୍ବଲପୁର ସ୍ଥିତ ସମ୍ବଲପୁର
Read More...

ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସ୍ଥିତ ସନ ସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାରେ ସଂପୃକ୍ତ ଅଭିଯୋଗରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବୀ କରିବା ସହ କୁଶପୁତ୍ତଳିକା ଦାହ
Read More...

ପୁରାତନ ଛାତ୍ର ସଂଘର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରପାଲି ହାଇସ୍କୁଲର ପୁରାତନ ଛାତ୍ର ସଂଘର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋହଳ କୋଭିଡ କଟକଣା ମଧ୍ୟରେ ଏହି ଉତ୍ସବ ପାଳନ କରାଯାଇଥିଲା । ଚଳିତ ବର୍ଷ ବରପାଲି ହାଇସ୍କୁଲର ୭୫ ତମ ପ୍ରତିଷ୍ଠା ଦିବସ
Read More...

ମମିତା ମେହେର ହତ୍ୟା ଘଟଣା, ଗୃହ ମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲା ଆମ୍ ଆଦମୀ ପାର୍ଟି

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଜଡିତ ଥିବାର ରାଜ୍ୟ ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରିବା ଓ ଦୋଷୀମାନଙ୍କୁ ଦଣ୍ଡ ଦେବା ଦାବୀରେ ଆମ୍ ଆଦମୀ ପାର୍ଟି ବରଗଡ଼ ପକ୍ଷରୁ କ୍ୟାଣ୍ଡେଲ ଲାଇଟ ପ୍ରଦର୍ଶନ
Read More...

ବରଗଡ଼ ଜିଲ୍ଲାର ଦେବୀ ପୀଠରେ ମା’ଙ୍କ ପୂର୍ଣ୍ଣିମା ପୂଜା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ବିଭିନ୍ନ ଶକ୍ତିପୀଠଗୁଡିକରେ ମା'ଙ୍କ ଶାରଦୀୟ ପୂଜାର ଶେଷ କୁମାର ପୂର୍ଣ୍ଣିମା ପୂଜା ଆଜି ଦିନ ତମାମ ଚାଲିଥିବା ପରିଲକ୍ଷିତ ହୋଇଛି । ବରଗଡ଼ ସହର ସ୍ଥିତ ଗ୍ରାମ୍ୟ ଦେବୀ ମା' ସମଲେଶ୍ଵରୀ ଦେବୀଙ୍କ ମନ୍ଦିରରେ ଆଜି ବିଶେଷ ପୂଜାର୍ଚ୍ଚନା
Read More...

ବରଗଡ଼ରେ ଯୁଗାର ଯାତ୍ରା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଦଶହରା ପୂର୍ଣ୍ଣିମା ଅବସରରେ ମା' ଖଜୁରକଟିଏନ୍‌ଙ୍କ ଶାରଦୀୟ ପୂଜା ଆରମ୍ଭ ହୋଇଯାଇଛି । ବରଗଡ଼ ଟାଉନ ଖଜୁରଟିକ୍ରାରର ଅଧିଷ୍ଠାତ୍ରୀ ଦେବୀ ମା' ଖଜୁରକଟିଏନ୍‌ଙ୍କ ଦଶହରା ପୂର୍ଣ୍ଣିମା ପୂଜା ଆଜି ସକାଳୁ ଆରମ୍ଭ ହୋଇଥିଲା । ମନ୍ଦିର ସଂଲଗ୍ନ ମା'ଙ୍କ ଖଜୁରକଟାରେ
Read More...

ନୂଆ ସଭ୍ୟଙ୍କ ଆମ୍ ଆଦମୀ ପାର୍ଟିରେ ଯୋଗଦାନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ବରଗଡ଼ ଜିଲ୍ଳାରେ ଆମ୍ ଆଦମୀ ପାର୍ଟିର ସଂଗଠନକୁ ମଜବୁତ କରିବା ଲକ୍ଷ୍ୟରେ ଆପ୍‌ର କର୍ମକର୍ତା ସମ୍ମିଳନୀ ଓ ନୂଆ ସଭ୍ୟ ଯୋଗଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଦିବାସୀ ନେତା ଦିଲୀପ ବାର୍ଳା, ଯୁବ ସଂଗଠକ ଖିରେନ୍ଦ୍ର
Read More...