Browsing Tag

bargarh news

ବରଗଡ଼ରେ ମାଳ ମାଳ ନେତା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା କାଲି ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ଼ ଜିଲ୍ଲା ଗସ୍ତ କ୍ରମେ ଆଜି ସକାଳୁ ବରଗଡ଼ ସହରରେ ମାଳ ମାଳ ନେତାଙ୍କ ସମାଗମ ଦେଖିବାକୁ ମିଳିଥିଲା । ସେହିପରି ସୋହେଲା ଏବଂ ବରପାଲିଠାରେ ମଧ୍ୟ ସ୍ଥାନୀୟ ଓ ଉପକୁଳିଆ ନେତା ମୁଖ୍ୟମନ୍ତ୍ରୀଙ୍କ
Read More...

କଂଗ୍ରେସର ୬ଘଣ୍ଟିଆ ବନ୍ଦ ପାଳନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ମମିତା ମେହେର ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ, ରାଜ୍ୟ ସରକାରଙ୍କ ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବୀ, ବରଗଡ଼ ତୋରା ଗ୍ରାମ ପଞ୍ଚାୟତର ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ମାମଲା ତଦନ୍ତରେ ଶିତିଳତା ପ୍ରତିବାଦରେ ବରଗଡ଼
Read More...

ଭାଜପା ଯୁବ ମୋର୍ଚ୍ଚାର ବିକ୍ଷୋଭ ପ୍ରଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ମମିତା ମେହେର ହତ୍ୟା ଘଟଣାର ତଦନ୍ତରେ ବାଟବଣା, ସରକାରୀ କଳ ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ସୁରକ୍ଷା ଦେବା, ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା, ମମିତା ମେହେର ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବୀ, ବରଗଡ଼ ଗୋବିନ୍ଦ କୁମ୍ଭାର ହାଜତ
Read More...

ବିଶ୍ୱଶାନ୍ତି ପାଇଁ ଶ୍ରୀମତ ଭଗବତ ଗୀତା ଯଜ୍ଞ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କରୋନା ପ୍ରକୋପ ସହ ବିଶ୍ୱ ସମୁଦାୟରେ ଶାନ୍ତିର ଆହ୍ୱାନ କରି ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଲରାସରା ଗ୍ରାମ ପଞ୍ଚାୟତର କୁଲୁତା ଟିକ୍ରା ପୁଆଲପୁଡା ଗ୍ରାମବାସୀ ଗୁରୁବାର ଗୀତାଯଜ୍ଞ କରି ହୋମ ପୂର୍ଣ୍ଣାହୁତି ଦେଇଛନ୍ତି । ଗତ ବର୍ଷ କରୋନା କବଳରେ
Read More...

ପୁରୁଣା ପ୍ରତିଶ୍ରୁତିର ଜବାବ ଦିଅନ୍ତୁ ମୁଖ୍ୟମନ୍ତ୍ରୀ : ଆମ୍ ଆଦମୀ ପାର୍ଟି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଜିଲ୍ଳା ଗସ୍ତ ପୂର୍ବରୁ ଆମ୍ ଆଦମୀ ପାର୍ଟି ପକ୍ଷରୁ କେତୋଟି ଗୁରୁତ୍ୱପୂର୍ଣ ପ୍ରଶ୍ନ କରାଯାଇଛି । ବରଗଡ଼ ଚିନିକଳ ପାଇଁ ଘୋଷଣା ହୋଇଥିବା ୧୧ କୋଟି ଟଙ୍କା କେବେ ମିଳିବ ? ବିଜେପୁର ଉପନିର୍ବାଚନ ପୂର୍ବରୁ ଦେଇ ଥିବା ପ୍ରତିଶ୍ରୁତି
Read More...

ଭୂମିହୀନଙ୍କୁ ମିଳୁନାହିଁ ଜମି : ବରପାଲି କୁସନପୁରୀ ରାଜସ୍ୱ ନିରୀକ୍ଷକଙ୍କ ଅଫିସରେ ତାଲା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଭୂମିହୀନଙ୍କୁ ଜାଗା ଦେବାକୁ ସରକାର ଯୋଜନା କରୁଛନ୍ତି କିନ୍ତୁ ଏହାର ବାସ୍ତବିକ ଚିତ୍ର ଅଲଗା । ବରଗଡ଼ ଜିଲ୍ଳା ବରପାଲି ବ୍ଲକ ଅନ୍ତର୍ଗତ କୁସନପୁରୀ ଗାଁର ୫୮ ଜଣ ଭୂମିହୀନ ପରିବାରକୁ ସରକାର ୧୯୯୦ ମସିହାରେ ୪ ଡିସମିଲ ଜାଗାର ପଟ୍ଟା ପ୍ରଦାନ କରିଥିଲେ ।
Read More...

ଗର୍ଭଣାଠାରେ ନିଶୁଳ୍କ ମଧୁମୟ ଓ ଚକ୍ଷୁ ଚିକିତ୍ସା ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଲାୟନ୍ସ କ୍ଲବ ପକ୍ଷରୁ ସୋହେଲା ବ୍ଲକ ଅନ୍ତର୍ଗତ ଗର୍ଭଣାଠାରେ ମାଗଣା ମଧୁମୟ ଓ ଚକ୍ଷୁ ଚିକିତ୍ସା ଶିବିର ଆଜି ଆୟୋଜିତ ହୋଇଯାଇଛି । ଶିବିରକୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଉଦ୍‌ଘାଟନ କରିଥିଲେ । ବ୍ଲକ ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହା, ଜିଲ୍ଲା
Read More...

ଛଟ୍ ପୂଜାରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଉତ୍ତର ଭାରତରେ ପ୍ରସିଦ୍ଧ ଛଟ୍‌ ପର୍ବ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ଦୁଇ ଦିନ ଧରି ହେବାକୁ ଥିବା ଏହି ପର୍ବରେ ଏଠାରେ ବସବାସ କରୁଥିବା ଉତ୍ତର ଭାରତୀୟ ଭାଇ ଭଉଣୀମାନେ ଏହି ପର୍ବରେ ସାମିଲ ହୋଇଥିବା ପରିଲକ୍ଷିତ ହୋଇଥିଲା । ଏଠାରେ
Read More...

ନବ ନିଯୁକ୍ତ ଜିଆର୍‌ଏସ୍‌ଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲା ପଞ୍ଚାୟତିରାଜ ବିଭାଗ ଦ୍ଵାରା ନିଯୁକ୍ତ ପାଇଥିବା ଜିଆରଏସଙ୍କ ଦୁଇ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ
Read More...

ଭାଜପା ଓଡ଼ିଶା ପ୍ରଭାରୀ ଡି. ପୁରେନ୍ଦେଶ୍ୱରୀଙ୍କ ବରଗଡ଼ ଜିଲ୍ଲା ଗସ୍ତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ତଥା ଓଡ଼ିଶାର ପ୍ରଭାରୀ ଶ୍ରୀମତୀ ଡିଗୁବତୀ ପୁରେନ୍ଦେଶ୍ୱରୀ ଆଜି ବରଗଡ଼ ଜିଲ୍ଲା ଗସ୍ତ କରି ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ପରେ ଏକ ସାମ୍ବାଦିକ ସମ୍ମିଳନୀରେ ପାର୍ଟିର ବିକାଶ ଏବଂ ଆସନ୍ତା
Read More...