Browsing Tag

bargarh news

ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ମୁକ୍ତା ଯୋଜନାରେ ସାମିଲ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅତାବିରା ଏନ୍ଏସିର ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଉପସ୍ଥିତିରେ ଗତ ୧୭ ତାରିଖ ବରଗଡ଼ ଓସ୍ୱାନ ହଲ୍‌ଠାରେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଭର୍ଚୁଆଲ ମାଧ୍ୟମରେ ୫ଟି ସଚିବ ଭି କେ
Read More...

ପଶ୍ଚିମାଞ୍ଚଳ କଳାକାର ମହାମଞ୍ଚ ପକ୍ଷରୁ ହାସ୍ୟ କବି ସମ୍ମିଳନୀ ଓ କଳାକାର ସମାବେଶ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସୌଖିନ କଳାକାର ସଂଘ ପ୍ରେକ୍ଷାଳୟଠାରେ ପଶ୍ଚିମାଞ୍ଚଳ କଳାକାର ମହାମଞ୍ଚ ପକ୍ଷରୁ ଆଜି ହାସ୍ୟ କବି ସମ୍ମିଳନୀ ଓ କଳାକାର ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗଦେଇ
Read More...

ବରଗଡ଼ ଜିଲ୍ଲା ପରିଷଦର ଶେଷ ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ପରିଷଦର ଶେଷ ସାଧାରଣ ବୈଠକ ଆଜି ଡିଆରଡିଏର ନୂତନ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପରିଷଦ ପକ୍ଷରୁ ବିଗତ ଦିନରେ ଜିଲ୍ଲାର ଉନ୍ନୟନ ପାଇଁ
Read More...

ଓଡିଶା ଡ୍ରାଇଭର ମହାସଂଘ ଓ ନିଷ୍ଠା ପରିବାରର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ଆଜି ଓଡିଶା ଡ୍ରାଇଭର ମହାସଂଘର ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ନିଷ୍ଠା ପରିବାରର ମିଳିତ ଉଦ୍ୟମରେ ଦ୍ୱିତୀୟ ଥର ମହୁଲ ପାଲି ବଜାର ପ୍ରାଙ୍ଗଣ, ଭେଡେନ, ବରଗଡ଼ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ସର୍ବମୋଟ୍ ୭୧ ୟୁନିଟ୍
Read More...

ରାଜ୍ୟ ମହିଳା କମିଶନଙ୍କ ଦ୍ଵାରା ସମ୍ମାନିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରାଜ୍ୟ ମହିଳା କମିଶନ ଏବଂ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଦ୍ୱାରା ଆୟୋଜିତ ଆଇନ୍ ସଚେତନତା ଶିବିରରେ ଜିଲ୍ଲାର ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ଉତ୍କୃଷ୍ଟ କାର୍ଯ୍ୟ ଓ କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଥିଲା । ରାଜ୍ୟ ମହିଳା କମିଶନ
Read More...

ରାଜ୍ୟ ମହିଳା କମିଶନର ଆଇନ୍ ସଚେତନତା କାର୍ଯ୍ୟକ୍ରମ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସମାଜରେ ମହିଳାମାନଙ୍କ ସହିତ ଘଟୁଥିବା ବିଭିନ୍ନ ଅପରାଧିକ ଏବଂ ହିପ୍ସସାତ୍ମକ ଘଟଣାରେ ମହିଳାମାନେ ସଶକ୍ତ ହୋଇ ଆଇନ୍‌ର ସହାୟତା ନେବା ନିତାନ୍ତ ଆବଶ୍ୟକ ବୋଲି ଆଜି ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲ୍‌ଠାରେ ଅନୁଷ୍ଠିତ ଆଇନ୍ ସଚେତନତା କାର୍ଯ୍ୟକ୍ରମରେ
Read More...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଚନ୍ଦ୍ରମା ସାହୁ ଗିରଫ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ପ୍ରୋଗ୍ରାମ ଅଧିକାରୀ ଶ୍ରୀମତୀ ଚନ୍ଦ୍ରମା ସାହୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଆଜି ଗିରଫ ହୋଇଥିବା ବେଳେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କ ଜାମିନ ନାମଞ୍ଜୁର ହୋଇ ବିଚାର ବିଭାଗୀୟ ହାଜତକୁ ପଠାଇ
Read More...

ନଭେମ୍ବରରେ ହେବାକୁ ଥିବା କଳାକାର ସମ୍ମିଳନୀ ବାତିଲ ନିଷ୍ପତ୍ତି : ଡିସେମ୍ବରରେ ରାଜଧାନୀ ଚାଲ ଡାକରା ଦେଲା କଳାକାର…

ବରଗଡ, (ସତ୍ୟନାରାୟଣ ପ୍ରଧାନ) : କଳାକାରଙ୍କ ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିବା ପାଇଁ ଚଳିତ ମାସ ବରଗଡ଼ଠାରେ ଅନୁଷ୍ଠିତ ହେବାକୁ ଥିବା କଳାକାର ସମ୍ମିଳନୀକୁ ବାତିଲ ଘୋଷଣା କରାଯାଇ ଆସନ୍ତା ଡିସେମ୍ବର ମାସ ଶେଷ ସପ୍ତାହରେ ରାଜଧାନୀ ଭୁବନେଶ୍ୱରରେ ପଶ୍ଚିମ ଓଡିଶା କଳାକାର ମହାସଂଘ
Read More...

ଏସିସି ଟ୍ରଷ୍ଟ ଓ ଜାତୀୟ ଯକ୍ଷ୍ମା ରୋଗ ନିରାକରଣ ବରଗଡ ଆନୁକୂଲ୍ୟରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ ସ୍ଥିତ ବରଡୋଲ ଆଶ୍ରମ ବିଦ୍ୟାଳୟଠାରେ ଏକ 'ଯକ୍ଷ୍ମା ରୋଗ ପରୀକ୍ଷଣ ଓ ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର' ଅନୁଷ୍ଠିତ ହୋଇଯାଇଛି । ବରଡୋଲ ଗ୍ରାମ ପଞ୍ଚାୟତର ସରପଞ୍ଚ ସରତ ଅଦାବର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏସିସି
Read More...

ଝିଅ ବାହାଘରେ ରକ୍ତଦାନ ଶିବିର

ବରଗଡ଼, (ନିରୋଜ କୁମାର ପାଣୀ) : ସୋହେଲା ମାଧବ ନଗରରେ ସମାଜସେବୀ ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସ୍ୱର୍ଗୀୟ ଜୟପ୍ରକାଶ ସୁନା ଓ ମାତା ଶ୍ରୀମତୀ ସୌଦାମିନୀ ସୁନାଙ୍କ ଝିଅ ରିଙ୍କି ସୁନାଙ୍କ ବାହାଘର ଅବସରରେ ସ୍ୱେଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାର ଓ ଜୀବନ ଜ୍ୟୋତି ରକ୍ତଦାତା ସଂଗଠନର
Read More...