Browsing Tag

bargarh news

ସରକାରୀ ଶିଳ୍ପତାଲିମ ଅନୁଷ୍ଠାନ ବରଗଡଠାରେ ଇଚ୍ଛା ଥିବା ବେରୋଜଗାର ଯୁବକ, ଯୁବତୀମାନଙ୍କୁ ନେଇ ୧୨ ଦିନିଆଁ ଶିଳ୍ପଦ୍ୟୋଗୀ…

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ବେରୋଜଗାର ଯୁବକ, ଯୁବତୀମାନଙ୍କୁ ନେଇ ସରକାରୀ ଶିଳ୍ପତାଲିମ ଅନୁଷ୍ଠାନ ବରଗଡଠାରେ ୧୨ ଦିନିଆଁ ଶିଳ୍ପଦ୍ୟୋଗୀ ବିକାଶ ତାଲିମ ଶିବିର ଆରମ୍ଭ ହୋଇଯାଇଛି । ଏହି ତାଲିମ ଶିବିରରେ ବେରୋଜଗାର ଯୁବକ ଯୁବତୀମାନେ ସ୍ୱାଭଲମ୍ବି ହୋଇ ନିଜକୁ କେମିତି
Read More...

ଜିଲ୍ଲା କ୍ରିକେଟ ପକ୍ଷରୁ ଭିଜନ ୨୦-୨୪ ଆନ୍ତଃ କ୍ଲବ କ୍ୱାଲିଫାଇଙ୍ଗ ରାଉଣ୍ଡ ମ୍ୟାଚ ଆରମ୍ଭ

ଉତ୍କଳ ଶାନ୍ତି କ୍ଲବ, ଜୟନ୍ତୀ ଯୁବକ ସଂଘ, ଗୋଡଭଗା ସେଣ୍ଟ୍ରାଲ, କଟାପାଲି କ୍ରିକେଟ କ୍ଲବ ବିଜୟୀ ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଭିଜନ ୨୦-୨୪ ଆନ୍ତଃ କ୍ଲବ କ୍ୱାଲିଫାଇଙ୍ଗ ରାଉଣ୍ଡ ମ୍ୟାଚ ଆଜି ବିକାଶ ଗ୍ରାଉଣ୍ଡ ଓ କଟାପାଲି ଗ୍ରାଉଣ୍ଡରେ ଆରମ୍ଭ
Read More...

ଇମ୍ପରିୟଲ କଲେଜରେ ଅଧିଷ୍ଠାନ ସମାରୋହ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଇମ୍ପରିୟଲ କଲେଜଠାରେ ନୂତନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗଠିତ ହୋଇଥିବା ବିଭିନ୍ନ ସଂଗଠନର ଅଧିଷ୍ଠାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଦିପକ ଗୋୟଲଙ୍କ ତତ୍ୱାବଧାନ ଓ ଅଧ୍ୟାପକ ଦୁର୍ଗେଶ ଶତପଥୀଙ୍କ ସଂଯୋଜନାରେ ଖେଳ ପାଇଁ ‘ସୁଦିିିତି’, କଳା
Read More...

ସିନ୍‌ଜେନଟା ଇଣ୍ଡିଆ ତରଫରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ୩୦ ଶଯ୍ୟା ପ୍ରଦାନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସିନଜେନଟା ଇଣ୍ଡିଆ ଲିମିଟେଡ ପକ୍ଷରୁ ୩୦ ଶଯ୍ୟା ପ୍ରଦାନ କରାଯାଇଛି । ଗତକାଲି ଏକ ସ୍ୱତନ୍ତ୍ର ଉତ୍ସବରେ କଂପାନୀର ବିଜନେସ ମେନେଜର ଶଶୀଭୂଷଣ ଡିଏମ୍‌ଓ ଡାକ୍ତର ବିଭୂତି ଭୂଷଣ ମେହେରଙ୍କୁ ଏହି ଶଯ୍ୟା ହସ୍ତାନ୍ତର କରିଥିଲେ
Read More...

କଲ୍ୟାଣ ମଣ୍ଡପ ଉଦଘାଟିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅନ୍ତର୍ଗତ ଲାଉନସରା ଗ୍ରାମରେ ନବ ନିର୍ମିତ କଲ୍ୟାଣ ମଣ୍ଡପକୁ ଆଜି ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ଉଦଘାଟନ କରିଥିଲେ । ସେହିପରି ଉକ୍ତ ଗ୍ରାମରେ ଥିବା ବଜାର ପ୍ରାଙ୍ଗଣର ଛାତ ନିର୍ମାଣ କାର୍ଯ୍ୟ ପାଇଁ
Read More...

ନେହେରୁ ଯୁବକ କେନ୍ଦ୍ର ପକ୍ଷରୁ ସମ୍ବିଧାନ ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ମହିଳା କଲେଜ ଠାରେ ନେହେରୁ ଯୁବକ କେନ୍ଦ୍ର ପକ୍ଷରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସାପ୍ସସଦ ସୁରେଶ ପୂଜାରୀ ଯୋଗଦେଇ ସମ୍ବିଧାନ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ବକ୍ତା ଭାବେ ପ୍ରଫେସର
Read More...

ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ସମ୍ବିଧାନ ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ଆଜି ଅଗ୍ରଗାମୀ ଯୁବକ ସଂଘର ପାଠାଗାର ପରିସରରେ ସମ୍ବିଧାନ ଦିବସ ପାଳନ କରାଯାଇଥିଲା । ରମେଶ ମହାପାତ୍ରଙ୍କ ସଭାପତିତ୍ୱ ଅନୁଷ୍ଠିତ ସଭାରେ ମଞ୍ଚର ଆବାହକ ପବିତ୍ର ଦେହେରୀ, ସମାଜସେବୀ ଶିବାନନ୍ଦ ମଟାରୀ, ମେରିୟମ
Read More...

ଇମ୍ପେରିଆଲ କଲେଜରେ ସମ୍ବିଧାନ ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଇମ୍ପେରିୟଲ କଲେଜ ପରିସରରେ ଆଜି ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜନୀତି ବିଜ୍ଞାନର ଅଧ୍ୟାପକ ଆୟୁଷ ମଜୁମଦାର ସ୍ୱାଗତ ଭାଷଣ ଦେଇଥିଲେ । ଶେଷ ବର୍ଷ ଛାତ୍ର ମନୋରଞ୍ଜନ ଦାଶଙ୍କ ସଂଯୋଜନାରେ ଆୟୋଜିତ ଏହି
Read More...

ସାମ୍ବାଦିକ ନାସିର ଖାଁଙ୍କ ଭାତୃ ବିୟୋଗ

ବରଗଡ଼, (ନିରୋଜ କୁମାର ପାଣୀ) : ବରିଷ୍ଠ ସାମ୍ବାଦିକ ତଥା ବରଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ନାସିର ଖାଁଙ୍କ କନିଷ୍ଠ ଭାତୃ ଶରିଫ ଖାଁ (ବୁଠି)ଙ୍କ ୪୧ ବର୍ଷ ବୟସରେ ନିଧନ ହୋଇଯାଇଛି । ସେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ କୁଚିପାଲି ଗ୍ରାମର ମୂଳ ବାସିନ୍ଦା ହୋଇଥିବା ବେଳେ ବରଗଡ଼
Read More...

ବରଗଡ଼ରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ତ୍ରିରଙ୍ଗା ଯାତ୍ରା

ବରଗଡ଼, (ନିରୋଜ କୁମାର ପାଣୀ) : ସମ୍ବିଧାନ ଦିବସ ଓ ଆମ୍ ଆଦମୀ ପାର୍ଟିର ସ୍ଥାପନା ଦିବସ ଅବସରରେ ବରଗଡ଼ରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ୨୦୧୨ ମସିହାରୁ ପାର୍ଟି ଆରମ୍ଭ ହୋଇ ଦିଲ୍ଲୀ ବିଧାନସଭା ନିର୍ବାଚନରେ ହ୍ୟାଟ୍ରିକ ବିଜୟ ସହ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଭାବେ
Read More...