Browsing Tag

bargarh news

ଯକ୍ଷ୍ମା ରୋଗ ସଂପୂର୍ଣ୍ଣ ନିରାକରଣର ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସଦର ମହକୁମା ସ୍ଥିତ ଜାତୀୟ ସ୍ୱାସ୍ଥ୍ୟ ମିଶନର ସମ୍ମିଳନୀ କକ୍ଷଠାର ଯକ୍ଷ୍ମା ରୋଗ ସଂପୂର୍ଣ୍ଣ ନିରାକରଣ ନିମିତ୍ତ ମେଡିକାଲ ଅଫିସରମାନଙ୍କ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବରଗଡ ଆନୁକୂଲ୍ୟରେ
Read More...

ବରଗଡ଼ ସହରରେ ଲାଗିଥିବା ସମସ୍ତ ସିସିଟିଭିକୁ କାର୍ଯ୍ୟକ୍ଷମ କରାଯାଉ : ଆପ୍

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଦିନକୁ ଦିନ ବରଗଡ଼ ସହରର କଳେବର ବୃଦ୍ଧି ପାଉଥିବା ବେଳେ ଜନସଂଖ୍ୟା ମଧ୍ୟ ସେହି ଅନୁପାତରେ ବଢି ଚାଲିଛି । ସେହିପରି ଅପରାଧ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ୨୦୧୯ ମସିହାରେ ବରଗଡ଼ ସହରର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା
Read More...

ବିଏ ପ୍ରଥମ ସେମିଷ୍ଟାରରେ ଇମ୍ପେରିଆଲ କଲେଜର ଛାତ୍ରୀ ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ଟପ୍ପର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ଵାରା ପ୍ରକାଶିତ ବିଏ ସ୍ନାତକ ଶିକ୍ଷା ସମ୍ମାନ ପରୀକ୍ଷାରେ ପ୍ରଥମ ସେମିଷ୍ଟାରରେ ଇମ୍ପେରିଆଲ କଲେଜର ତିନି ଜଣ ଛାତ୍ରୀ ଶ୍ରେଷ୍ଠ ୧୦ଜଣରେ ସ୍ଥାନ ପାଇଛନ୍ତି । ପ୍ରଥମ ସ୍ଥାନରେ ମାନସ୍ୱନୀ ମିଶ୍ର ୧୦.୦୦ ଏସଜିପିଏ, ଅଷ୍ଟମ
Read More...

ଆନ୍ତଃ କଲେଜ ଫୁଟବଲ ପ୍ରତିଯୋଗିତା : ଝାଡେଶ୍ୱର କଲେଜ ଚାମ୍ପିଅନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଲରମ୍ଭା କଲେଜ ଠାରେ ଅନୁଷ୍ଠିତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଆନ୍ତଃ କଲେଜ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଗତକାଲି ଅନୁଷ୍ଠିତ ଫାଇନାଲ ଖେଳ ଝାଡେଶ୍ୱର କଲେଜ, ଧମା, ସମ୍ବଲପୁର ଏବଂ ତୋରା କଲେଜ, ବରଗଡ଼ ମଧ୍ୟରେ
Read More...

ଖରିଫ୍ ଧାନ ସଂଗ୍ରହ ମାର୍କେଟ ୟାର୍ଡଗୁଡିକ ବୁଲି ଦେଖିଲେ ଜିଲ୍ଲାପାଳ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଖରିଫ୍ ଧାନ ସଂଗ୍ରହ କିପରି ଚାଲିଛି ତାହାର ବରଗଡ଼ ନିୟନ୍ତ୍ରିତ ବଜାର କମିଟି ଅନ୍ତର୍ଗତ ବିଭିନ୍ନ ମାର୍କେଟ ୟାର୍ଡଗୁଡିକ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ବୁଲି ଦେଖିଥିଲେ । ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଗୁଡେଶିରା ମୁଣ୍ଡିକୁ ପରିଦର୍ଶନ
Read More...

ବରଗଡ ଆର୍‌ଏମ୍‌ସିର ବିଭିନ୍ନ ମଣ୍ଡିକୁ ଜିଲ୍ଲାପାଳଙ୍କ ପରିଦର୍ଶନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଚଳିତ ଖରିଫ ଋତୁରେ ବରଗଡ ଜିଲ୍ଲାରେ ପର୍ୟ୍ୟାଯ କ୍ରମେ ଆରମ୍ଭ ହୋଇଥିବା ଧାନସଂଗ୍ରହ ପକ୍ରିୟାକୁ ତଦାରଖ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାପାଳ ମୋନିଷା ବାର୍ନାଜୀ ବରଗଡ ନିଯନ୍ତ୍ରଣ ବଜାର କମିଟି ଅଧୀନସ୍ଥ ବିଭିନ୍ନ ମଣ୍ଡି ପରିଦର୍ଶନ କରିଥିଲେ । ପ୍ରଥମେ
Read More...

ଜିଲ୍ଲା କ୍ରୀଡା ପ୍ରତିଯୋଗିତା

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ଜିଲ୍ଲା କ୍ରୀଡା ପ୍ରତିଯୋଗିତା ଆସନ୍ତା ୨୦ ଓ ୨୧ ତାରିଖ ଦୁଇ ଦିନ ଧରି ସ୍ଥାନୀୟ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଭାଗ ନେବାକୁ ଥିବା ଜିଲ୍ଲା କ୍ରୀଡା ସଂସଦର ପଞ୍ଜିକୃତ ସଂସ୍ଥା ତଥା ସ୍କୁଲ୍, କଲେଜ ଓ
Read More...

ରକ୍ଷକ ପ୍ରକଳ୍ପ ତାଲିମ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବିକାଶ ସ୍କୁଲ କ୍ୟାମ୍ପସରେ ଗୁରୁବାର ଦିନ ରକ୍ଷକ ପ୍ରକଳ୍ପର ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ପାଇଁ ପ୍ରଥମ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହି ସମୟ ମଧ୍ୟରେ ତୁରନ୍ତ ପ୍ରାଥମିକ ଚିକିତ୍ସା କରାଗଲେ
Read More...

ସ୍ୱେଚ୍ଛାସେବୀ ଅଭୟଙ୍କ ପ୍ରୟାସରେ ଦୁଇ ହିତାଧିକାରୀ ପାଇଲେ ସରକାରୀ ଭତ୍ତା

ବରଗଡ, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ଗରୀବ ଲୋକଙ୍କ ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ଲୋକଙ୍କ ସଚେତନତା ଅଭାବରୁ କୁହନ୍ତୁ ବା ସରକାରୀ ବାବୁମାନଙ୍କ ଅପାରଗତା ଲାଗି ହେଉ ଅନେକ ସ୍ଥଳରେ ପ୍ରକୃତ ହିତାଧିକାରୀ ଏହାର ସୁବିଧା ଉଠାଇ ପାରନ୍ତିନାହିଁ । ଏମିତି ହିଁ
Read More...

ମା’ ଲକ୍ଷ୍ମୀ ଦେବୀଙ୍କ ମନ୍ଦିର ଶିଳାନ୍ୟାସ ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ କଲେଜ ରୋଡ଼ କାଦମ୍ବିନୀ ମଣ୍ଡପ ପରିସରରେ ଗତକାଲି ମା' ଲକ୍ଷ୍ମୀ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଭୂମି ପୂଜନ ଓ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କଲେଜ ରୋଡ଼ ସ୍ଥିତ ମା' ଗଜ ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ନିର୍ମାଣ କାର୍ଯ୍ୟ ଆରମ୍ଭର
Read More...