Browsing Tag

bargarh news

ନିଷ୍ଠା ପରିବାର ଦ୍ୱାରା ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ମା' ମାଉଲୀ କଲ୍ୟାଣ ମଣ୍ଡପ, ମାଲିପାଲି, ବରଗଡଠାରେ ନିଷ୍ଠା ପରିବାର ଓ ମାଲିପାଲି ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ମାଲିପାଲି ଗ୍ରାମର ଆଦର୍ଶ ଶିକ୍ଷକ ଗଣେଶ ବେହେରା ଫିତାକାଟି
Read More...

ବରଗଡ଼ର ପୁଅ କୌଶିକଙ୍କୁ ଲଣ୍ଡନସ୍ଥିତ ଫେସ୍‌ବୁକ ମୁଖ୍ୟାଳୟରୁ ଚାକିରି ପାଇଁ ଅଫର୍‌

ବରଗଡ଼ : ବରଗଡ଼ ସହର ୱାର୍ଡ ନଂ.୧୧ ବାସିନ୍ଦା ଧର୍ମେନ୍ଦ୍ର ପ୍ରକାଶ ମିଶ୍ର ଓ ମିନତୀ ମିଶ୍ରଙ୍କ ପୁଅ କୌଶିକ ମିଶ୍ର(୨୨)ଙ୍କୁ ଲଣ୍ଡନସ୍ଥିତ ଫେସ୍‌ବୁକ୍‌ର ମୁଖ୍ୟାଳୟରୁ ଚାକିରି ପାଇଁ ଅଫର୍‌ ମିଳିଛି । ସୂଚନା ଅନୁୟାୟୀ, କୌଶିକ ଫେସ୍‌ବୁକ୍‌ରେ ଗତ ଦୁଇ ମାସ ହେଲା ଚାକିରି ପାଇଁ ୫ଟି
Read More...

ଭିନ୍ନକ୍ଷମ ଭତ୍ତାରୁ ବଞ୍ଚିତ ରାଜୁ

ବୋଡେ଼ନ : ବୋଡେ଼ନ ବ୍ଲକ ଫରସରା ପଞ୍ଚାୟତ ବୁଢ଼ୀପଦର ଗାଁ’ର ରାଜୁ ନାଏକ(୫୫) ଭିନ୍ନକ୍ଷମ ଭତ୍ତାରୁ ବଞ୍ଚିତ ହୋଇଥିବା ନେଇ ଅଭିଯୋଗ । ସୂଚନା ଅନୁସାରେ, ରାଜୁ କୁଲିମଜୁରୀ କରି ପରିବାର ପ୍ରତିପୋଷଣ କରୁଥିଲେ । ସ୍ତ୍ରୀ ଟେଭି ନାଏକଙ୍କୁ ନେଇ ତାଙ୍କ ପରିବାର । ପ୍ରାୟ ପାଞ୍ଚବର୍ଷ ତଳେ ରାଜୁ
Read More...

ସାମ୍ବାଦିକ ରୋହିତ ବିଶ୍ୱାଳ ଓ ଲତା ମଙ୍ଗେସ୍‌କରଙ୍କୁ ବରଗଡ ସାମ୍ବାଦିକ ସଂଘ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି

ବରଗଡ, (ସତ୍ୟନାରାୟଣ ପ୍ରଧାନ) : କଳାହାଣ୍ଡିର କାର୍ଯ୍ୟରତ ଧରିତ୍ରୀ ଖବର କାଗଜର ସାମ୍ବାଦିକ ରୋହିତ ବିଶ୍ୱାଳ ଓ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସ୍‌କରଙ୍କ ବିୟୋଗରେ ବରଗଡ ସାମ୍ୱାଦିକ ସଙ୍ଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଗତକାଲି ସଙ୍ଘ କାର୍ଯ୍ୟାଳୟରେ ସଭାପତି ଶଙ୍କର ବଲ୍ଲଭ
Read More...

ଶବକୁ ସମ୍ମାନ ଦେଲା ସଂକଳ୍ପ ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ଶବକୁ ସମ୍ମାନ ଦେଇଛି ସଂକଳ୍ପ ପରିବାର । ସୂଚନା ଅନୁସାରେ ଦୟାରାମ ଚକ୍ରଧାରୀ(୫୮) ରାଜ ମିସ୍ତ୍ରୀ କାମ କରି ନିଜର ପରିବାର ପୋଷଣ କରୁଥିଲେ । ପରିବାର କହିଲେ ତାଙ୍କର ସ୍ତ୍ରୀ ଲଳିତା ଚକ୍ରଧାରୀ ଓ ଦୁଇ ନାବାଳକ ପୁଅ ଗୋଟେ ଦାଦନ ଖଟି ସୁଦୂର ଅନ୍ଧ୍ରପ୍ରଦେଶକୁ
Read More...

ଶିଶୁ ସାହିତ୍ୟ ପତ୍ରିକା ‘କଳାମାଣିକ’ ଉନ୍ମୋଚିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଶିଶୁ ସାହିତ୍ୟ ପ୍ରତି ଶିଶୁ ମାନଙ୍କର ମମତା ସୃଷ୍ଟି ହେଲେ ଯାଇ ସାହିତ୍ୟର ବିକାଶ ସାଧିତ ହୋଇପାରିବ । ତେଣୁ ଶିଶୁମାନଙ୍କୁ ସାହିତ୍ୟ ପ୍ରତି ଆକୃଷ୍ଟ କରିବାର ଗୁରୁ ଦାୟିତ୍ବ ଶିଶୁ ପତ୍ରିକା ମାନଙ୍କର ରହିଛି । ଶିଶୁ ପତ୍ରିକାର ନିର୍ବାଚିତ ଶିଶୁ ମନଲାଖି
Read More...

ବୁଢାରଜା କ୍ରିକେଟ ଏସୋସିଏସନ୍‌ ପକ୍ଷରୁ ଆୟୋଜିତ କ୍ରିିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ଗିଧମାଲ ଚାମ୍ପିୟାନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଗାଇସିଲାଟ ବ୍ଲକ ଅନ୍ତର୍ଗତ ଗିଧମାଲ ଗ୍ରାମରେ ବୁଢାରଜା କ୍ରିକେଟ ଏସୋସିଏସନ୍‌ ପକ୍ଷରୁ ଆୟୋଜିତ କ୍ରିିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପନୀ ମ୍ୟାଚ୍‌ ଗିଧମାଲ ଏବଂ ବାନୁପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ
Read More...

ସାମ୍ବାଦିକ ରୋହିତଙ୍କ ବିୟୋଗରେ ଜାବର ଗଭୀର ଶୋକ

ଶହୀଦର ମାନ୍ୟତା ସହ ପରିବାର ବର୍ଗଙ୍କୁ ଶହୀଦ ପରିବାରର ସମସ୍ତ ସୁବିଧା ଯୋଗାଇଦେବାକୁ ଦାବୀ ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : କଳାହାଣ୍ଡିର ଯୁବ ସାମ୍ବାଦିକ ରୋହିତ ବିଶ୍ଵାଳଙ୍କ ବିୟୋଗରେ ଜର୍ନାଲିଷ୍ଟ ଏସୋସିଏସସନ୍ ଅଫ୍‌ ବରଗଡ଼ (ଜାବ) ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ନସ୍କଲଙ୍କ
Read More...

ଇମ୍ପେରିୟଲ କଲେଜରେ ଅଭିନବ ପ୍ରୟାସ : କାରରେ ପାଠାଗାର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଇମ୍ପେରିୟଲ କଲେଜ ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇ ପୁରୁଣା କାରରେ ଏକ ପାଠାଗାର ନିର୍ମାଣ କରାଯାଇଛି । ସ୍ଥାନୀୟ ବିଦ୍ୟାବିହାର ସ୍ଥିତ ଇମ୍ପେରିୟଲ କଲେଜ ପରିସରରେ ଥିବା ସରସ୍ୱତୀ ବାଟିକାଠାରେ ଏହି କାରରେ ପୁରୁଣା ଟିଭି କେବିନେଟ, ମାଇକ୍ରୋୱେଭ ପରି
Read More...

ଶ୍ରୀପଞ୍ଚମୀରେ ଯୋଗ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ରେ ଶ୍ରୀପଞ୍ଚମୀ ଅବସରରେ ଆଜି ଚକରକେନ୍ ନିକଟସ୍ଥ ଶାନ୍ତି ତପୋବନ ଆଶ୍ରମରେ ଆର୍ଟ ଅଫ୍‌ ଲିଭିଂ ବରଗଡ ଶାଖା ତରଫରୁ ତିନିଦିନିଆ ଯୋଗ ଓ ପ୍ରାଣାୟାମ ଶିବିରର ଶୁଭାରମ୍ଭ ହୋଇଯାଇଛି । ଏହି ଶିବିରରେ ମାତୃଛାୟା ଓ ବାନପ୍ରସ୍ଥର ଅନ୍ତେବାସୀମାନେ ଯୋଗଦେଇ
Read More...