Browsing Tag

bargarh news

ନାଟ୍ୟ ଜଗତର ବାଦଶାହା ହରିହର ମିଶ୍ର ଆଉ ନାହାନ୍ତି

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ରାଜ୍ୟର ସୁନାମଧନ୍ୟ ମଞ୍ଚ ନିର୍ଦ୍ଦେଶକ, କଳା ସଂଗଠକ ତଥା ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ହରିହର ମିଶ୍ରଙ୍କ ଆଜି ବରଗଡ଼ କଲେଜ ରୋଡ଼ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁରେ ବରଗଡ଼ ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି ।
Read More...

ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଚିକିତ୍ସାଳୟ ପହଞ୍ଚାଇ ଗୁଡ଼ ସାମରିଟିଏନ୍‌ ପୁରସ୍କାର ପାଇଲେ ଦୁଇ ଯୁବକ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଦୁଇ ଜଣ ଯୁବକଙ୍କୁ ଗୁଡ଼ ସାମରିଟିଏନ୍‌ ପୁରସ୍କାର ପ୍ରଦାନ କରାଯାଇଛି । ସଡକ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଆପତ୍ତକାଳୀନ ସେବା ପ୍ରଦାନ କରିଥିବାରୁ ଉତ୍ତମ ସାହାଯ୍ୟକାରୀ ବ୍ୟକ୍ତି ହିସାବରେ ବରଗଡ଼
Read More...

ଘନଶ୍ୟାମକୁ ନେଇ ଏବେ ପଞ୍ଚାୟତ ନିର୍ବାଚନରେ ଜୋର୍ ଚର୍ଚ୍ଚା

ବରଗଡ, (ନିରୋଜ କୁମାର ପାଣୀ) : କମ ବୟସରୁ ସଫଳତା ପାଉଥିବା ଓ ସମାଜ ସେବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତି ହେଉଛନ୍ତି ଘନଶ୍ୟାମ ସାହୁ । ତାଙ୍କ ଜନ୍ମ ବରଗଡ ବ୍ଲକ ଅନ୍ତର୍ଗତ ଗୁଡେଶିରା ପଞ୍ଚାୟତର ଏକ ମଧ୍ୟବିତ୍ତ ପରିବାରରେ ୨୦୦୦ ମସିହାରେ ହୋଇଥିଲା । ୨୦୧୭ ମସିହା ଚକରକେନ୍ଦ୍
Read More...

ତହସିଲ ଅଫିସ ସମ୍ମୁଖରେ ଜମାକାରୀମାନଙ୍କ ଧାରଣା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀ ମିଳିତ ମଞ୍ଚ ପକ୍ଷରୁ ଆହୂତ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ କ୍ରମେ ଗତକାଲି ବରଗଡ଼ ଜିଲ୍ଲାର ସମସ୍ତ ତହସିଲ ଅଫିସ ସମ୍ମୁଖରେ ଜିଲ୍ଲାର ଜମାକାରୀମାନେ ଧାରଣା ଦେଇଥିଲେ । ଏଠାରେ
Read More...

ପୁରୁଣା ଗଡ଼ରେ ବିଧାୟକ ଜୟନାରାୟଣ ମିଶ୍ରଙ୍କ ଭୋଟ ପ୍ରଚାର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଅତାବିରା ଜିଲ୍ଲା ପରିଷଦ ଜୋନ ୧ ଓ ୨ ପାଇଁ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଗତକାଲି ଭାଜପା ପ୍ରାର୍ଥୀ ସପକ୍ଷରେ ଭୋଟ ପ୍ରଚାର କରିଥିଲେ । ବିଧାୟକ ଶ୍ରୀ ମିଶ୍ରଙ୍କ ଭୋଟ ପ୍ରଚାରରେ ଭୋଟର ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା ।
Read More...

ପ୍ରଫେସର ଲିଙ୍ଗରାଜ ନାୟକଙ୍କ ବିୟୋଗରେ ଗାନ୍ଧୀ ସ୍ମୃତି ପାଠାଗାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଲବ୍ଧ ପ୍ରତିଷ୍ଠ ଅଧ୍ୟାପକ ପ୍ରଫେସର ଲିଙ୍ଗରାଜ ନାୟକଙ୍କୁ ଆଜି ସ୍ଥାନୀୟ ଗାନ୍ଧୀ ସ୍ମୃତି ପାଠାଗାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ପାଠାଗାରର ସଭାପତି ବିମ୍ବାଧର କୁଅଁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଉପସ୍ଥିତ
Read More...

ଭୁକ୍ତା ସିଏଚ୍‌ସିରେ ଜାତୀୟ କୃମି ନାଶକ କର୍ମଶାଳା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଭୁକ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଠାରେ ଗତକାଲି ଜାତୀୟ କୃମି ନାଶକ କର୍ମଶାଳା ଓ ସାମୁହିକ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଡାକ୍ତର ଦୁର୍ଗା ପ୍ରସାଦ ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଶିଶୁଠାରୁ ୧୯ ବର୍ଷ ବୟସ ପର୍ଯ୍ୟନ୍ତ
Read More...

ବେହେରାପାଲି ବସନ୍ତ ମହୋତ୍ସବ ଉଦ୍‌ଯାପିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ ବେହେରାପାଲିଠାରେ ଦୁଇ ଦିନ ଧରି ଚାଲିଥିବା ବସନ୍ତ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଐତିହାସିକ ପୃଷ୍ଠଭୂମି ଉପରେ ଆଧାରିତ ଦ୍ବିତୀୟ ଚନ୍ଦ୍ରଗୁପ୍ତଙ୍କ ବିକ୍ରମାଦିତ୍ୟ ଉପାଧି ଧାରଣ, ବିଦେଶୀ ଶକ ଆକ୍ରମଣକାରୀ ପଶ୍ଚିମ ସତ୍ରାପକୁ
Read More...

ଆମ ସମସ୍ୟାର ସମାଧାନ ନାହିଁ ତ ଭୋଟ ନାହିଁ, ବିଚାର ଆପଣଙ୍କର : ଗ୍ରାମବାସୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରଗରମ ହୋଇଉଠିଥିବା ବେଳେ ଅନେକ ଗ୍ରାମବାସୀ ମାନେ ନିଜ ଗ୍ରାମର ସମାସ୍ୟାର ସମାଧାନ ନ ହେଲେ ଭୋଟ ବର୍ଜନ କରିବାକୁ ଜିଲ୍ଲା ପ୍ରଶାସନ ଜଣାଇଛନ୍ତି । ସୂଚନା ଅନୁସାରେ ବରପାଲି ବ୍ଲକ ଅନ୍ତର୍ଗତ ଗ୍ରାମର ରାସ୍ତା ଗତ
Read More...

ଜୟ କିଷାନ ଆନ୍ଦୋଳନ ପକ୍ଷରୁ କୃଷି ଅଧିକାରୀଙ୍କୁ ଘେରାଉ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଏବେ ଡାଲୁଆ ଚାଷ ପାଇଁ ଚାଷୀ ତତ୍ପରେ ଥିବା ବେଳେ ସାରର କୃତ୍ରିମ ଅଭାବ ହେଲାଣି । ଏହାର ସୁଯୋଗରେ ମୁନଫାଖୋର ବେପାରୀ ସାର କଳାବଜାରୀ ଆରମ୍ଭ କଲେଣି । ଏହାର ପ୍ରତିବାଦରେ ଆଜି ବରଗଡ଼ ଜିଲ୍ଲା ଜୟ କିଷାନ ଆନ୍ଦୋଳନ ପକ୍ଷରୁ ହର ବନିଆଙ୍କ
Read More...