Browsing Tag

bargarh news

ବରଗଡ଼ ଘୁଲିପାଲି ଛକରେ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଦୁଇ ଛୁଆ ସମେତ୍‌ ପାଞ୍ଚ ଗୁରୁତର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଘୁଲିପାଲି ଛକରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଦୁଇ ଜଣ ଶିଶୁ ସମେତ ମୋଟ ପାଞ୍ଚଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ତେବେ ସୂଚନା ଅନୁସାରେ ଆଜି ରବିବାର ସନ୍ଧ୍ୟା ୭ଟା ସମୟରେ ବରଗଡ଼ ହଲଦୀପାଲି ଛକରୁ ନିଜର କର୍ମ ସାରି ଘୁଲିପାଲି ଛକକୁ ଏକ
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ୧୦-୨ରେ ବିଜୟୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ୧୨ଟି ବ୍ଲକର ଜିଲ୍ଲା ପରିଷଦ ପ୍ରଥମ ଜୋନ ଆସନରେ ବିଜୁ ଜନତା ଦଳ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟି ଠାରୁ ୧୦-୨ରେ ବିଜୟୀ ହୋଇଛନ୍ତି । ଭାଜପା କେବଳ ପଦ୍ମପୁର ଏବଂ ପାଇକମାଲରେ ବିଜୟୀ ହୋଇଛି । ବିଜୁ ଜନତା ଦଳର
Read More...

ଶ୍ରୀ ଅରବିନ୍ଦ ସ୍କୁଲରେ ଭ୍ରାମ୍ୟମାଣ ପାଠାଗାର

ବରଗଡ, (ସତ୍ୟନାରାୟଣ ପଧାନ) : ପୁସ୍ତକ ଏକ ଉତ୍ତମ ବନ୍ଧୁ । ଯିଏ ପୁସ୍ତକ ସହ ଯେମିତି ବନ୍ଧୁତା ସ୍ଥାପନ କରିଛି ସିଏ ଭବିଷ୍ୟତକୁ ସେମିତି ଗଢିଛି । ତେଣୁ ଛାତ୍ରଛାତ୍ରୀମାନେ ପୁସ୍ତକ ପଠନ ପ୍ରତି ଯତ୍ନବାନ ହେବାକୁ ଲାଦେରପାଲି ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସର
Read More...

ବରପାଲିରେ ପୁସ୍ତକ ଉନ୍ମୋଚନ ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରପାଲି ସ୍ୱଭାବ କବି ଗଙ୍ଗାଧର ମେହେର ପ୍ରତି ମୂର୍ତ୍ତିଠାରେ ବରିଷ୍ଠ ବାନ୍ଧ ଶିଳ୍ପୀ ଡଃ ସୁରେନ୍ଦ୍ର ମେହେରଙ୍କ ଦ୍ଵାର ବାନ୍ଧ ଦ୍ବାରା ତିଆରି 'ଗଙ୍ଗାଧର ମେହେର ଓ ଭକ୍ତି' ଶୀର୍ଷକ ଓ୍ବାଲ ହେଙ୍ଗିଙ୍ଗ ଏବଂ ସାହିତ୍ୟିକ ବୀରେନ୍ଦ୍ର ପ୍ରସାଦ ମିଶ୍ରଙ୍କ ରଚିତ
Read More...

ବିଜେଡିର ନୀଳ କୁମାରୀ ନାଏକ ଅମ୍ଭାଭୋନା ବ୍ଲକ ଜୋନରୁ ବିଜୟୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅମ୍ଭାଭୋନା ବ୍ଲକ ଜୋନରୁ ବିଜୁ ଜନତା ଦଳ ପ୍ରାର୍ଥନୀ ଶ୍ରୀମତୀ ନୀଳ କୁମାରୀ ନାଏକ ତାଙ୍କ ନିକଟତମ ପ୍ରାର୍ଥୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ପ୍ରଫୁଲ୍ଲ ପ୍ରଧାନଙ୍କୁ ୬୪୪୬ ଭୋଟରେ ପରାସ୍ତ କରିଛନ୍ତି । ୧୮ ତଥା ଶେଷ ରାଉଣ୍ଡ ଭୋଟ ଗଣତି ହୋଇଥିବା ବେଳେ
Read More...

ବରଗଡ଼ ଜିଲ୍ଲାର ଭୋଟ ଗଣତି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ୧୨ଟି ବ୍ଲକରେ ଆଜି ସକାଳୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କେବଳ ପାଇକମାଳ ବ୍ଲକକୁ ଛାଡିଦେଲେ ସବୁଠି ବିଜୁ ଜନତା ଦଳର ପ୍ରାର୍ଥୀ ଆଗରେ ରହିଛନ୍ତି । ରାତି ୮ଟା ସୁଦ୍ଧା ଆମ୍ଭାଭୋନା
Read More...

ସଫେଇ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଆନନ୍ଦ ମଣ୍ଡପଠାରେ ବରଗଡ଼ ପୌର ପରିଷଦ ଅଧିନସ୍ଥ ସମସ୍ତ ସଫେଇ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଓ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ବରଗଡ଼ ଦ୍ୱାରା ଆୟୋଜିତ ଏବଂ
Read More...

ଆସନ୍ତାକାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗଣତି ପ୍ରସ୍ତୁତି ଶେଷ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ୨୫୩ ଗ୍ରାମ ପଞ୍ଚାୟତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗଣତି ଆସନ୍ତାକାଲି ୧୨ଟି ବ୍ଲକର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ । ଉକ୍ତ ସ୍ଥାନରେ ଥିବା ଷ୍ଟ୍ରଙ୍ଗରୁମ ଗୁଡିକରେ ଏବେ ଭୋଟ ବାକ୍ସ ସୁରକ୍ଷିତ ବ୍ୟବସ୍ଥା ମଧ୍ୟରେ
Read More...

ୟୁକ୍ରେନରେ ଫସିିଛନ୍ତି ପଶ୍ଚିମ ଓଡ଼ିଶାର ୩୦ ଡାକ୍ତରୀ ଛାତ୍ରଛାତ୍ରୀ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ରୁଷିଆ ଓ ୟୁକ୍ରେନ ଭିତରେ ଆରମ୍ଭ ହୋଇଯାଇଛି ଯୁଦ୍ଧ । ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ପାଇଁ ବଢିଛି ଚିନ୍ତା । ଏହି କ୍ରମରେ ପଶ୍ଚିମ ଓଡିଶାର ସମ୍ବଲପୁର, ରାଉରକେଲା, ବରଗଡ଼ ଝାରସୁଗୁଡା ଓ ବଲାଙ୍ଗିର ଜିଲାର ୩୦ରୁ ଊର୍ଦ୍ଧ୍ୱ ଡାକ୍ତରୀ ଛାତ୍ରୀଛାତ୍ର
Read More...

ଜିଲ୍ଲାରେ ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ : ୭୮.୪୩% ମତଦାନ, ୮ ଜଣ ତୃତୀୟ ଲିଙ୍ଗୀଙ୍କ ଭୋଟଦାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତ ଏକ ମାସ ଧରି ଚାଲିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଅନ୍ତିମ ପର୍ଯ୍ୟାୟ (୫ମ) ଭୋଟ ଗ୍ରହଣ ଆଜି ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ୨୭ଟି ଗ୍ରାମ ପଞ୍ଚାୟତରେ ଶେଷ ହୋଇଛି । ସାମାନ୍ୟ ଗଣ୍ଡଗୋଳକୁ ଛାଡିଦେଲେ ଭୋଟ ଗ୍ରହଣ ଶାନ୍ତିପୂର୍ଣ୍ଣ ଭାବେ ଶେଷ
Read More...