Browsing Tag

baranga news

ମହାନଦୀରେ ବୁଡ଼ି ଜଣେ ନିଖୋଜ

ବାରଙ୍ଗ : ମହାନଦୀରେ ପୁଣି ଅଘଟଣ । ଗାଧୋଇବାକୁ ଯାଇ ଜଣେ ଯୁବକ ନିଖୋଜ । ନିଖୋଜ ଯୁବକ ହେଲେ ଅନିଲ ସେଠୀ (୧୮) । ଅଶୋକ ସେଠୀଙ୍କ ପୁଅ ଅନିଲ ଆଜି ନରାଜ ଆନିକଟର ବୁଢା ବନ୍ଧ ଠାରେ ସାଙ୍ଗମାନଙ୍କ ସହିତ ଗାଧୋଉଥିଲେ । ଅଚାନକ୍‌ ସେ ବୁଡ଼ିଯାଇଥିଲେ । ବୁଡ଼ିଯିବା ପରେ ଅଗ୍ନିଶମ ବାହିନୀଙ୍କୁ
Read More...

ନାଲକୋ ଛକରେ ଦୁଇ କାର୍ ମୁହାଁମୁହିଁ ଧକ୍କା, ଚୁରମାର୍ ହେଲା ଗାଡି

ବାରଙ୍ଗ : ଦୁଇ ଏସ୍‌ୟୁଭି ମୁହାଁମୁହିଁ ଧକ୍କା ଫଳରେ ଚୁରମାର୍ ହେଲା ଦୁଇ କାର୍ । ଦୁର୍ଘଟଣାରେ କେହି ଆହତ ହୋଇ ନଥିବା ବେଳେ ଘଟଣା ସ୍ଥଳରେ ମୈତ୍ରୀ ବିହାର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ମଦ୍ୟପାନ କରି ଡ୍ରାଇଭିଂ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ସେପଟେ ଚେକିଂ
Read More...

ନରାଜ ନିକଟରେ ଥିବା କାନାଡ଼ା ବ୍ୟାଙ୍କ ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ଫେଲ୍‌

ବାରଙ୍ଗ : ନରାଜ ନିକଟରେ ଥିବା କାନାଡ଼ା ବ୍ୟାଙ୍କ ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ଫେଲ୍‌ ମାରିଛି । ସୂଚନାନୁଯାୟୀ, ଦୁଇ ଜଣ ଦୁର୍ବୃତ୍ତ ଏଟିଏମ୍‌ ନିକଟକୁ ଆସିଥିଲେ । ଜଣେ ଶାବଳ ଧରି ଏଟିଏମ୍‌ ତାଡିବାକୁ ଲାଗିଥିଲା । ଆଉ ଜଣେ ବାହାରେ ଅପେକ୍ଷା କରିଥିଲେ । ଏହି ସମୟରେ ଘଟଣାର ସୁରାକ ପାଇଁ
Read More...

ଧରାପଡିଲେ ଦୁଇ ଲୁଟେରା

ବାରଙ୍ଗ : ଧରାପଡିଲେ ଦୁଇ ଲୁଟେରା । ଏକୁଟିଆ ଦେଖି ଝାମ୍ପି ନେଉଥିଲେ ସୁନା ଗହଣା ଓ ମୋବାଇଲ୍ । ଭୁବନେଶ୍ୱର ଚନ୍ଦକା ଥାନା ପୋଲିସ ହାତରେ ଧରା ପଡିଛନ୍ତି ଦୁଇ ସ୍ନାଚର୍ । ଗତ ଦୁଇଦିନ ପୂର୍ବରୁ ଜଣେ ମହିଳା ତାଙ୍କ ପରିବାର ସହ ଡେରାସ ବୁଲିବା ବେଳେ ଏକୁଟିଆ ଦେଖି ଦୁଇ ଲୁଟେରା ତାଙ୍କ ବେକରୁ
Read More...

ନନ୍ଦନକାନନର ୬୪ତମ ପ୍ରତିଷ୍ଠା ଦିବସରେ ନାଁ ପାଇଲେ ୧୪ଟି ଶାବକ

ବାରଙ୍ଗ/ ତ୍ରିଶୁଳିଆ : ଆଜି ନନ୍ଦନକାନନର ୬୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆଜି ୧୬ଟି ବନ୍ୟପ୍ରାଣୀ ଶାବକଙ୍କ ନାମକରଣ କରାଯାଇଛି । ୨ଟି ହାତୀ ଶାକବ, ୬ ବାଘ ଓ ୬ ସିଂହ ଛୁଆ ଆଜିଠୁ ସେମାନଙ୍କ ନୂଆ ନାଁରେ ପରିଚିତ ହେବେ । ସାଧାରଣ ନାଲି ରଙ୍ଗର ବାଘୁଣୀ ଅଙ୍କିତା ଓ
Read More...

ଆକ୍ସନ ମୋଡ଼ରେ କମିଶନରେଟ୍‌ ପୋଲିସ : ବିଭିନ୍ନ ସ୍ଥାନରେ ବ୍ଲକିଂ ସହ ଚେକିଂ

ବାରଙ୍ଗ : ନୂଆବର୍ଷ ଏବଂ ଜିରୋ ନାଇଟ୍‌ ପୂର୍ବରୁ କଡ଼ା ଆଭିମୁଖ୍ୟ ନେଇଛି କମିଶନରେଟ୍‌ ପୋଲିସ । ରାଜଧାନୀର ବିଭିନ୍ନ ସ୍ଥାନରେ କମିଶନରେଟ୍‌ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ବ୍ଲକ-ଚେକିଂ । ଏହାସାଙ୍ଗକୁ ଆରମ୍ଭ ହୋଇଛି ଡ୍ରଙ୍କେନ୍‌ ଡ୍ରାଇଭିଂ । ଖବର ଅନୁଯାୟୀ, ସଂଧ୍ୟାରୁ ରାତି ଯାଏଁ ରାଜଧାନୀର
Read More...

୨୦ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଲେ ଦୁର୍ବୃତ୍ତ

ବାରଙ୍ଗ : ମଞ୍ଚେଶ୍ୱରରେ ଜଣେ ବ୍ୟକ୍ତିଙ୍କ ଝିଅ ବାହାଘର ପାଇଁ ଥୁଆ ହୋଇଥିବା ୨୦ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା, ନଗଦ ଦେଢ଼ ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି ଚୋର । ଏନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହୋଇଛି । ପୋଲିସ ଥାନା କେସ୍‌ ନଂ-୫୩୬/୨୩ରେ ଏକ ମାମଲା ରୁଜୁକରି
Read More...

ରାଜଧାନୀ ଉପକଣ୍ଠରୁ ସିରିଜ୍ ଲୁଟ୍

ବାରଙ୍ଗ : କମିଶନରେଟ୍ ପୋଲିସକୁ ଖୋଲା ଚାଲେଞ୍ଜ । ରାଜଧାନୀ ଉପକଣ୍ଠରୁ ପୁଣି ହେଲା ସିରିଜ୍ ଲୁଟ୍ । ଭୁବନେଶ୍ୱର ଚନ୍ଦକା ଥାନା ଅଞ୍ଚଳରେ ଲୁଟେରା ଲୁଟ୍ କରିଛନ୍ତି । ଅପାର୍ଟମେଣ୍ଟ ପରେ ଡୁପ୍ଲେକ୍ସକୁ ଟାର୍ଗେଟ୍ । ବ୍ୟାଙ୍କ୍ କର୍ମଚାରୀ ଏବଂ ପୋଲିସ କର୍ମୀଙ୍କ ଘରୁ ଲୁଟ୍ । ଭୁବନେଶ୍ୱର ସାଇ
Read More...

ବନ୍ଦ ଘରୁ ମିଳିଲା ମହିଳାଙ୍କ ମୃତଦେହ

ବାରଙ୍ଗ : ବନ୍ଦ ଘରୁ ମିଳିଲା ମହିଳାଙ୍କ ମୃତଦେହ । ଚନ୍ଦ୍ରଶେଖରପୁର ଥାନା ଏଚ୍‌ଆଇଜି କଲୋନୀରୁ ଜଣେ ବୟସ୍କା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଖବର ଅନୁଯାୟୀ, ଚନ୍ଦ୍ରଶେଖରପୁରସ୍ଥିତ ଏଚ୍‌ଆଇଜି ୪/୬ କଲୋନୀର ଏକ
Read More...

ଡମଣା ଛକରେ ଅଟୋକୁ ପିଟିଲା କାର୍‌

ବାରଙ୍ଗ : ଭୁବନେଶ୍ୱର ଡମଣା ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଯାତ୍ରୀବାହୀ ଅଟୋକୁ ପିଟିଲା କାର୍‌ । ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ଭୁବନେଶ୍ୱର ଡମଣା ଛକରେ
Read More...