Browsing Tag

bangomunda news

ଡଙ୍ଗରପଡାରେ ଉତ୍କଳୀୟ ମହାବୀର କନ୍ଧ ବଳିଦାନ ମହୋତ୍ସବ ପାଳିତ

କନ୍ଧ ସମାଜର ବୀରତ୍ୱ ଗାଥାକୁ ମନେ ପକେଇବା ପାଇଁ ଆହ୍ୱାନ ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡଙ୍ଗରପଡା ଗାଁ ଠାରେ ଉତ୍କଳୀୟ କନ୍ଧ ସମାଜ ଓ ଆଭା ପକ୍ଷରୁ ଉତ୍କଳୀୟ ମହାବୀର କନ୍ଧ ବଳିଦାନ ମହୋତ୍ସବ ମହାସମାରୋହର ପାଳିତ ହୋଇଯାଇଛି । ଏହି ଅବସରରେ
Read More...

ଆମ୍ବୁଲାନ୍ସରେ ଶବ ନେଇ ଆସୁଥିବା ବେଳେ ଟ୍ରଲର ଧକ୍କାରେ ଶବ ହୋଇଗଲେ

ଅନ୍ୟ ଜଣେ ଗୁରୁତର, କପିଲାଭଟା ଗାଁରେ ଶୋକାକୁଳ ପରିବେଶ ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ରାୟଗଡା ଜିଲ୍ଲା ବିଷମକଟକର ଏକ ଘରୋଇ ହସପିଟାଲରୁ ଜଣେ ସମ୍ପର୍କୀୟଙ୍କ ଶବକୁ ନେଇ ଆମ୍ବୁଲାନ୍ସ ଯୋଗେ ଘରକୁ ଫେରୁଥିବା ବେଲେ ମୁନିଗୁଡା ବ୍ଲକ ତଥା ଅମ୍ବାଦଳା ଥାନା ମଞ୍ଜୁରକୁପା ଗାଁ ନିକଟରେ
Read More...

ବଙ୍ଗୋମୁଣ୍ଡା ସାହିତ୍ୟ କଳା ପରିଷଦର ଭୂମି ପୂଜନ

ବଙ୍ଗୋମୁଣ୍ଡା : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସାହିତ୍ୟ କଳାପରିଷଦର ଭୂମିପୁଜନ ହୋଇଯାଇଛି । ଏଥିରେ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣୀ ସୁନାନୀ ମୁଖ୍ୟ ଅତିଥି ରୁପେ ଯୋଗଦାନ ଦେଇ ସାହିତ୍ୟ କଳା ପରିଷଦର ଭୂମି ପୁଜନ କରିଥିଲେ । ପରିଷଦର ସଭାପତି ଡ଼. ନାରାୟଣ ମିଶ୍ର, ଉପସଭାପତି ସୁରେଶ ଭୋଇ,
Read More...

କେନାଲକୁ ଗାଧୋଇବା ପାଇଁ ଯିବା ହେଲା କାଳ : ବାପା ଆଗରେ ଚାଲିଗଲା ପୁଅର ଜୀବନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଗାଁ ପାଖ କେନାଲ ପାଣିକୁ ଗାଧୋଇ ଯିବା ହେଲା କାଳ । କେନାଲ ପାଣିରେ ଗାଧୋଉ ଥିବା ସମୟରେ ପାଣି ସ୍ରୋତରେ ଭାସିଯାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଜଣକ ହେଲେ ମାର୍କଣ୍ଡ ବାଗ(୩୦) । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର
Read More...

ମା’ସାହାଜୀ ଯୁବକ ସଂଘ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା’ ସାହାଜୀ ଯୁବକ ସଂଘ କପିଲାଭଟା ଓ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିରର ମିଳିତ ଆନୁକୂଲ୍ୟରେ ଆଜି ସଂଘର କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ମିଶନ ଶକ୍ତି ଗୃହ ଉଦ୍‌ଘାଟନ କଲେ ବିଧାୟକ ସାଲୁଜା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଂଚାୟତରେ ଗତକାଲି ମିଶନ ଶକ୍ତି ଗୃହ ଉଦଘାଟନ କରିଛନ୍ତି ବିଧାୟକ ସାଲୁଜା । ଏହି କାର୍ଯ୍ୟକ୍ରମରେ ନୂତନ ଭାବେ ମଞ୍ଜୁର ହୋଇଥିବା ୩୫ ଜଣ ହିତାଧୀକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ବଣ୍ଟନ କରାଯାଇଥିବା ବେଳେ ଏହି
Read More...

ବଙ୍ଗୋମୁଣ୍ଡା ଦିବ୍ୟ ଚେତନା ମହିମା ପୀଠରେ ସତସଙ୍ଗ ସଭା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରଠାରେ ଥିବା ବଙ୍ଗୋମୁଣ୍ଡା ଦିବ୍ୟ ଚେତନା ମହିମା ପୀଠରେ ଅବଧୂତ କପିଳେନ୍ଦ୍ର ଦାସ ବାବାଙ୍କ ତତ୍ୱାବଧାନରେ ସତସଙ୍ଗ ସଭା ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଅଖଣ୍ଡ ଦୀପ ପ୍ରଜ୍ୱଳନ କରାଯାଇଥିଲା । ସନ୍ଥକବି
Read More...

ରାତିରେ ଘରେ ପଶି ମୁଖାପିନ୍ଧା ଦୁବୁର୍ତ୍ତ ଭୂଜାଲି ଧରି ଚୋରି ଉଦ୍ୟମ କଲେ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଗୋହିରାପଦର ଗାଁର ନିଲାମ୍ବର ମେହେରଙ୍କ ଘରକୁ ଗତକାଲି ବିଳମ୍ବିତ ରାତ୍ରିରେ ୫ରୁ ଅଧିକ ମୁଖାପିନ୍ଧା ଦୁବୁର୍ତ୍ତ ପଶି ଭୂଜାଲି ଧରି ଚୋରି ଉଦ୍ୟମ କରିଥିବା ନେଇ ବଙ୍ଗୋମୁଣ୍ଡା ଥାନାରେ ଏତଲା ଦେଇଛନ୍ତି ।
Read More...

ଭାଲୁମୁଣ୍ଡାରେ ନୂତନ ଯାତ୍ରୀ ବିଶ୍ରାମାଗାର ଉଦ୍‌ଘାଟିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡାସ୍ଥିତ ହନୁମାନ ମନ୍ଦିର ସମ୍ମୁଖରେ ନୂତନ ଯାତ୍ରୀ ବିଶ୍ରାମାଗାର ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାଲୁମୁଣ୍ଡା ପଞ୍ଚାୟତ ସରପଞ୍ଚ ତଥା
Read More...

ଅଙ୍ଗନୱାଡି ପଦବୀ ଚୟନ ଓ ନିଯୁକ୍ତିରେ ଲିଖିତ ପରୀକ୍ଷା ପାଇଁ ସିଡିପିଓଙ୍କୁ ଦାବୀପତ୍ର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ବ୍ଲକରେ ଚଳିତ ବର୍ଷ ୨୦୨୧ରେ ଅଙ୍ଗନୱାଡି ପଦବୀ ଚୟନ ଓ ନିଯୁକ୍ତିରେ ଲିଖିତ ପରୀକ୍ଷା ପାଇଁ ସିଡିପିଓଙ୍କୁ ବଙ୍ଗୋମୁଣ୍ଡା ଅଞ୍ଚଳର ଯୁବଗୋଷ୍ଠୀ ମାନଙ୍କ ପକ୍ଷରୁ ଦାବୀପତ୍ର ପ୍ରଦାନ କରାଯାଇଛି । ସେମାନଙ୍କ ଅଭିଯୋଗ ଅନୁସାରେ, ଚଳିତ ବର୍ଷ
Read More...