Browsing Tag

bangomunda news

ଝଲପପଲ୍ଲୀ ପ୍ରଗତି ପାଠାଗାରର ଲାଇବ୍ରେରୀ ଉଦ୍‌ଘାଟନ କଲେ ବ୍ଲକ ଅଧ୍ୟକ୍ଷା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ଗ୍ରାମରେ ଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଲ୍ଲୀ ପ୍ରଗତି ପାଠାଗାରର ଲାଇବ୍ରେରୀ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ସଭାପତି ଝସକେତନ ବାରିକଙ୍କ
Read More...

ମୋ ସ୍କୁଲ ଅଭିଯାନରେ ମଧ୍ୟାହ୍ନ ଭୋଜନ ଗୃହ ଉଦ୍‌ଘାଟନ କଲେ ବିଇଓ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଖଇରା ଗ୍ରାମରେ ଥିବା ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠରେ ମୋ ସ୍କୁଲ ଅଭିଯାନ ପକ୍ଷରୁ ମଧ୍ୟାହ୍ନ ଭୋଜନ ଗୃହ ଉଦ୍‌ଘାଟନ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନ ପଣ୍ଡିତ ଅକ୍ଷୟ
Read More...

ଜିଲ୍ଲାସ୍ତରୀୟ ଗାଁ ସାଥୀ ସଂଘର ନୂଆଁଖାଇ ଭେଟ୍‌ଘାଟ୍‌ : ଦାଦନ ରୋକିବାରେ ଗାଁ ସାଥୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ଗନ୍ଧରାବନ୍ଧ ଫୁଟବଳ ଖେଳ ପଡିଆ ପ୍ରାଙ୍ଗଣରେ ଆଜି ବଙ୍ଗୋମୁଣ୍ଡା ବ୍ଲକ ଗାଁ ସାଥୀ ସଂଘ ତରଫରୁ ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌ ତଥା ମାହାତ୍ମାଗାନ୍ଧୀ ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବିଷୟରେ
Read More...

ଟିଭିଏସ୍ ରାଇଡର ନୁଆ ବାଇକ୍‌ର ଲୋକାର୍ପଣ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଠାରେ ଥିବା ବିନୋଦ ଟିଭିଏସ୍ ସୋରୁମରେ ଟିଭିଏସ୍ କମ୍ପାନୀର ନୁଆ ରାଇଡର ୧୨୫ ବାଇକର ଲୋକାର୍ପଣ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କଂଟାବାଞ୍ଜି ଏସ୍‌ଡିପିଓ ହୃଷିକେଶ ମେହେର ଯୋଗ ଦେଇ ଲୋକାର୍ପଣ କରିଥିଲେ
Read More...

ବର୍ଷାରେ ଭୁଷୁଡି ଗଲା ଘର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଞ୍ଚାୟତ ଅନ୍ତର୍ଗତ ବୁଞ୍ଜିପଦର ଗାଁର ଲଖପତି ନାଗଙ୍କ ଘର ଗତ ୨ ତାରିଖ ରାତିରେ ବର୍ଷା ସହ ପବନ ଯୋଗୁଁ ତାଙ୍କ ଚାଳ, ମାଟି ଘର ଭାଙ୍ଗି ଯାଇଛି । ସୌଭାଗ୍ୟତଃ ଆଗରୁ ଏ ଘରେ ପାଣି ଝରୁ ଥିବାରୁ ସେ ଅନ୍ୟ ଜଣେ
Read More...

ବଙ୍ଗୋମୁଣ୍ଡା ଜମିଦାରପଡ଼ାରେ ଲୁଟ ଉଦ୍ୟମ : ଦିନ ଦ୍ୱିପହରରେ ହତ୍ୟାକାଣ୍ଡ

ବେଙ୍ଗୋମୁଣ୍ଡା : ଲୁଟ ପାଇଁ ବଙ୍ଗୋମୁଣ୍ଡାରେ ଦିନ ଦିପହରରେ ହତ୍ୟାକାଣ୍ଡ ଘଟିଯାଇଛି । ବଙ୍ଗୋମୁଣ୍ଡାରେ ବାରମ୍ବାର ଲୁଟ, ଚୋରୀ ଘଟଣା ଘଟୁଥିଲେ ମଧ୍ୟ ପୋଲିସ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି । ଯଦ୍ୱାରା ଏହି ଅଞ୍ଚଳରେ ଅପରାଧ ବୃଦ୍ଧି ପାଉଛି । ଗତ କିଛି ମାସ ପୂର୍ବରୁ ଗୋହିରାପଦର ଗ୍ରାମର
Read More...

କପିଲାଭଟାରେ ଗଣେଶ ପୂଜା ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁର ବସ୍ତିପଡ଼ାଠାରେ ଗଣେଶ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ତୁଲେଶ୍ୱର ହଂସ ଦାୟିତ୍ବ ତୁଲାଇ ଥିବା ବେଳେ ପୂଜକ ଭାବେ ସାନମୁଲା ଗାଁର ଗଣେଶ ମିଶ୍ର
Read More...

ନଳକୂପରେ ଚାନ୍ଦିନୀ ନିର୍ମାଣ ଦାବୀରେ ପଂଚାୟତ ସମ୍ମୁଖରେ ଆମରଣ ଅନଶନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଂଚାୟତରେ ଅନେକ ନଳକୂପରେ ୬ ବର୍ଷ ହେଲା ଚାନ୍ଦିନୀ ନିର୍ମାଣ ହୋଇନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏହାର ପ୍ରତିବାଦରେ ଗତକାଲି ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରାଯାଇଥିବା
Read More...

୮ ଦଫା ଦାବୀ ନେଇ ଗାଁ ସାଥୀ ସଂଘ ପକ୍ଷରୁ ବିଡିଓଙ୍କୁ ଦାବୀପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗାଁ ସାଥୀ ସଂଘ ପକ୍ଷରୁ ଆଜି ୮ ଦଫା ଦାବୀ ନେଇ ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଗାଁ ସାଥୀଙ୍କ ଅଭିଯୋଗ ଅନୁସାରେ, ସରକାରଙ୍କ ପଂଚାୟତିରାଜ ବିଭାଗରୁ ଆସିଥିବା ଚିଠି
Read More...

ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରକୁ ଭେଟିଲା ବ୍ରାହ୍ମଣ ସମାଜ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁର ୪ ଜଣ ବ୍ୟକ୍ତିଙ୍କ ରାୟଗଡା ଜିଲ୍ଲାର ଅମ୍ବାଦୋଳା ଥାନା ମଞ୍ଜରିକୋପା ଗାଁ ନିକଟରେ ଟ୍ରଲର ଆମ୍ବୁଲାନ୍ସକୁ ଧକ୍କା ଦେବା ଫଲରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ପରିବାର ନିକଟରେ
Read More...