Browsing Tag

bangomunda news

ମା’ ଦ୍ୱାରସେହ୍ନି ଫୁଟବଲ ଟୁର୍ଣ୍ଣାମେଣ୍ଟ : ପତ୍ରାପାଲି ଚମ୍ପିୟାନ

ବଙ୍ଗୋମୁଣ୍ଡା, (ଅର୍ଜନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ପଲ୍ଲିଶ୍ରୀ ହାଇସ୍କୁଲ ଖେଳ ପଡ଼ିଆରେ ଚାଲିଥିବା ମା' ଦ୍ୱାରସେହ୍ନି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି ।ଫାଇନାଲ ମ୍ୟାଚ ପତ୍ରାପାଲି ଓ ଚଲକୀ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ
Read More...

ଦେବଙ୍ଗ ଗାଁରେ ୧୧ତମ ନିଶାମଣି ଭୋଇ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ବଙ୍ଗୋମୁଣ୍ଡାକୁ ହରାଇ ଫାଇନାଲରେ କଣ୍ଟାବାଞ୍ଜି

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି (କ) ପଞ୍ଚାୟତ ଦେବଙ୍ଗ ଗାଁରେ ୧୧ତମ ନିଶାମଣି ଭୋଇ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଚତୁର୍ଥ କ୍ୱାର୍ଟର ଫାଇନାଲରେ କଣ୍ଟାବାଞ୍ଜି ଦଳ ଓ ବଙ୍ଗୋମୁଣ୍ଡା ଦଳ ମଧ୍ୟରେ ଖେଳ
Read More...

ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦ୍‌ଯାପିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପିତ ଉତ୍ସବରେ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଗରୁଡ଼ଧ୍ୱଜ ବେହେରାଙ୍କ ଅଧ୍ୟକ୍ଷତାରେ
Read More...

ସିନ୍ଧେକେଲାଠାରେ ଗୁଣିଗାରେଡି ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବିଭିନ୍ନ ପ୍ରକାର ତନ୍ତ୍ର ମନ୍ତ୍ର ଓ ଗୁଣିଗାରେଡିରେ ବିଶ୍ୱାସ କରି ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ହତ୍ୟାକାଣ୍ଡ ତଥା ଅପରାଧ ବଢ଼ୁଥିବାରୁ ଏ ଦିଗରେ ଜନଚେତନା ସୃଷ୍ଟି କରିବା ପାଇଁ ହେତୁବାଦୀମାନେ ଆହ୍ୱାନ ଦେଇଛନ୍ତି । ସିନ୍ଧେକେଲା ଥାନାର
Read More...

ଦେବଙ୍ଗ ଗାଁରେ ୧୧ତମ ନିଶାମଣି ଭୋଇ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ସେମିଫାଇନାଲ୍‌ରେ ଖଲିଆଖମାର

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି (କ) ପଞ୍ଚାୟତ ଦେବଙ୍ଗ ଗାଁରେ ୧୧ତମ ନିଶାମଣି ଭୋଇ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଉତ୍କଳ କନ୍ଧ ସମାଜ କେନ୍ଦ୍ର କମିଟିର ସଭାପତି ଚିନ୍ତାମଣି ଭୋଇ, ଜିଲ୍ଲା
Read More...

ସିନ୍ଧେକେଲା ପୋଲିସ ତରଫରୁ ସ୍ୱଚ୍ଛତା, ସଚେତନତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ପୋଲିସ ପ୍ରଶାସନ ତରଫରୁ ସିନ୍ଧେକେଲା ସହରରେ ସ୍ୱଚ୍ଛତା, ସଚେତନତା କାର୍ଯ୍ୟକ୍ରମ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ପ୍ରଥମେ
Read More...

ଠେମରା ଓ ଅଲଣ୍ଡା ମଝିରେ ଥିବା ଟଙ୍ଗ ଜୋରରେ ବ୍ରିଜ ନିର୍ମାଣ ପାଇଁ ମାଟି ଟେଷ୍ଟିଂ, ଲୋକଙ୍କ ମଧ୍ୟରେ ଖୁସିର ଲହରୀ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଠେମରା ପଞ୍ଚାୟତ ଓ ଅଲଣ୍ଡା ପଞ୍ଚାୟତ ମଝିରେ ବହି ଯାଇଥିବା ଟଙ୍ଗ ଜୋର ଏବେ ଏ ଅଞ୍ଚଳର ଜନସାଧାରଣଙ୍କ ପାଇଁ ଦୁଃଖ ପାଳଟିଛି । ଏହି ଜୋର ପାଇଁ ଟିଟିଲାଗଡ ବ୍ଲକର ଚାଣ୍ଟିପଲା, ଅଇଁଲାଭଟା, ମୁରିବାହାଲ ବ୍ଲକର
Read More...

ବଙ୍ଗୋମୁଣ୍ଡାରେ ୧୬୬ତମ ଗୁରୁ ଘାସିଦାସ ବାବାଙ୍କ ଜୟନ୍ତୀ ସମାରୋହ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଚାରି ଛକ ଠାରେ ବଙ୍ଗୋମୁଣ୍ଡା ସତନାମୀ ସମାଜ ପକ୍ଷରୁ ୧୬୬ତମ ପରମ ପୂଜ୍ୟ ସନ୍ଥ ଶିରୋମଣି ଗୁରୁ ଘାସିଦାସ ବାବାଙ୍କ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନରେ କାଣ୍ଡେତରାର ସତକେ ଅଂଜୋର ପନ୍ଥୀ ନୃତ୍ୟ,
Read More...

ଦେବଙ୍ଗ ଗାଁରେ ୧୧ତମ ନିଶାମଣି ଭୋଇ ସ୍ମାରକୀ ଫୁଟବଲ : ସେମିଫାଇନାଲରେ କରେଲଧୁଆ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି (କ) ପଞ୍ଚାୟତ ଦେବଙ୍ଗ ଗାଁରେ ୧୧ତମ ନିଶାମଣି ଭୋଇ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ପତ୍ରାପାଲି ପଞ୍ଚାୟତର ପିଇଓ କମ୍ବୁଚରଣ ବାଗ, ଗଡ଼ଗଡ଼ବାହାଲ
Read More...

ଦେବଙ୍ଗ ଗାଁରେ ୧୧ତମ ନିଶାମଣି ଭୋଇ ସ୍ମାରକୀ ଫୁଟବଲ, ସେମିଫାଇନାଲ୍‌ରେ କଣ୍ଟାବାଞ୍ଜି ଦଳ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି (କ) ପଞ୍ଚାୟତ ଦେବଙ୍ଗ ଗାଁରେ ୧୧ତମ ନିଶାମଣି ଭୋଇ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଜାରି ରହିଛି । ଏଥିରେ ଅତିଥି ଭାବେ ପତ୍ରାପାଲି ସରପଞ୍ଚ ରାଧେକୃଷ୍ଣ ଦୀପ, ମୁରିବାହାଲ ସରପଞ୍ଚ ବିଶ୍ୱବିହାରୀ ଯୋଶୀ,
Read More...