ବଙ୍ଗୋମୁଣ୍ଡା ବ୍ଲକ ଗସ୍ତ କଲେ ଉନ୍ନୟନ କମିଶନର : ବିଭିନ୍ନ କାର୍ଯ୍ୟଗୁଡିକର କଲେ ତଦାରଖ
ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକକୁ ଗସ୍ତ କରି ବିଭିନ୍ନ କାର୍ଯ୍ୟର ତଦାରଖ କଲେ ଉନ୍ନୟନ କମିଶନର ଅନୁ ଗର୍ଗ । ବ୍ଲକର ଦେଢ଼ଗାଁ ପଞ୍ଚାୟତ ବାଗବାହାଲ ଗାଁକୁ ଉନ୍ନୟନ କମିଶନର ଅନୁ ଗର୍ଗ ଗସ୍ତ କରି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ କେନାଲ ଠିକ୍ ଭାବରେ!-->…
Read More...
Read More...