Browsing Tag

bangomunda news

ହଳଦୀଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ରାଜୀବ ଭବନଠାରେ ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ ବଲାଙ୍ଗିର ପକ୍ଷରୁ ସଂଗଠନର ଉପସଭାପତି ଧନେଶ୍ୱର ମାଝୀଙ୍କର ନେତୃତ୍ୱରେ ବିଶ୍ୱ ଆଦିବାସୀ ଦିବସ ସମାରୋହ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ଇଷ୍ଟଦେବୀ ଜାଡେନଙ୍କ
Read More...

ଭାଲୁମୁଣ୍ଡାଠାରୁ ମାଲପଡା ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା : ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସାମିଲ ନ…

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ସୀମାନ୍ତରେ ଥିବା ଭାଲୁମୁଣ୍ଡାଠାରୁ କପିଲାଭଟା ଭାୟା ମାଲପଡା ଗ୍ରାମ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ଦୀର୍ଘ ବର୍ଷରୁ ପ୍ରଶାସନ ପକ୍ଷରୁ ରାସ୍ତାର କୌଣସି ପ୍ରକାର ମରାମତି ନ ହେବାରୁ
Read More...

ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଭାରତ ବନ୍ଦ ଡାକରା : ବଙ୍ଗୋମୁଣ୍ଡାରେ ପ୍ରଭାବ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ଆଦିବାସୀମାନଙ୍କ ଉପରେ ହେଉଥିବା ଅନ୍ୟାୟ ଏବଂ ସେମାନଙ୍କ ବିରୋଧରେ ସଂସଦରେ ପ୍ରଣୟନ କରାଯାଉଥିବା ଆଇନ ପ୍ରତିବାଦରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଭାରତ ବନ୍ଦ ଡାକରାରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରେ ପ୍ରଭାବ ଦେଖିବାକୁ ମିଳିଛି । ୨୨
Read More...

ବାପା ଛେଉଣ୍ଡ ୩ ଜଣଙ୍କୁ ଥଇଥାନ କଲା ପ୍ରଶାସନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବଲଧା ପଞ୍ଚାୟତ ସାନମୂଲା ଗାଁର ବାପା ଛେଉଣ୍ଡ ୩ ପୁଅଙ୍କୁ ଥଇଥାନ କଲା ବ୍ଲକ ପ୍ରଶାସନ । ବଲଧା ପଂଚାୟତ ସାନମୂଳା ଗାଁର ମୃତକ ମହେନ୍ଦ୍ର ଭୋଇଙ୍କ ପତ୍ନୀ ଉର୍ବଶୀ ଭୋଇ । ୫ ପୁଅ ଝିଅଙ୍କ ସହ ସୁରୁଖୁରୁରେ କାଳ
Read More...

ମମିଆଁ ଗାଁରେ ବ୍ୟାପୁଛି ଝାଡ଼ାବାନ୍ତି : ୩ ମୃତ, ୧୦ରୁ ଅଧିକ ଆକ୍ରାନ୍ତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ପଞ୍ଚାୟତ ମମିଆଁ ଗାଁରେ ବ୍ୟାପୁଛି ଝାଡ଼ାବାନ୍ତି । ତେବେ ଗତ କିଛି ଦିନ ମଧ୍ୟରେ ଗାଁରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକମାନେ ହେଲେ ବିଲମ୍ବର ହିଆଁଲ, ସୋନିଆ ସେଲମା, କୈକେୟା ବେହେରା ବୋଲି
Read More...

ଲଗାଣ ବର୍ଷାରେ ଭାଙ୍ଗିଲା ଘର : ସମସ୍ୟା ଭୋଗୁଛନ୍ତି ଗରିବ ପରିବାର, ପକ୍କା ଘର ସାତସପନ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଧ ପଞ୍ଚାୟତ ଗନ୍ଧରାବନ୍ଧ ଗାଁରେ ଲଗାଣ ବର୍ଷାରେ ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଥିବା ବେଳେ ସେମାନେ ବାର ଦୁଆର ହେଉଥିବା ଦେଖିବାକୁ ମିଳିଛି । ଗାଁର କିଶୋର ନାଏକଙ୍କ ଘର ଭାଙ୍ଗି ଯାଇଥିବା ବେଳେ ପରିବାର
Read More...

ବଙ୍ଗୋମୁଣ୍ଡାରେ ଶ୍ରୀମଦ୍‌ ଭାଗବତ କଥା ପାଇଁ କଳସ ଯାତ୍ରା ଅନୁଷ୍ଠିତ

ଆଜିଠାରୁ ସପ୍ତାହ ବ୍ୟାପି ଚାଲିବ ଭାଗବତ କଥା ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ସ୍ଵଶକ୍ତି ଜାଗରଣ ସେବା ସଂସ୍ଥାନ ବ୍ରହ୍ମପୁର ଓ ସାର୍ବଜନୀନ ଭାଗବତ ସପ୍ତାହ କମିଟି ବଙ୍ଗୋମୁଣ୍ଡା ସହଯୋଗରେ ବଙ୍ଗୋମୁଣ୍ଡାଠାରେ ଆରମ୍ଭ ହେବାକୁ ଥିବା ଶ୍ରୀମଦ ଭାଗବତ କଥା ପାଇଁ କଳସ ଯାତ୍ରା ଅନୁଷ୍ଠିତ
Read More...

ସାନମୂଳା ଗାଁର ମୃତକଙ୍କ ପରିବାରକୁ ଭେଟି ସହାୟତା କଲେ ସମାଜସେବୀ ତଥା ପୂର୍ବତନ ଭାଲୁମୁଣ୍ଡା ସରପଞ୍ଚ

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ନ ଥିବାରୁ ହୋଇପାରିଲାନି ଚିକିତ୍ସା ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବଳଧା ପଞ୍ଚାୟତ ସାନମୂଳା ଗାଁର ମୃତକଙ୍କ ପରିବାର ପାଖରେ ପହଞ୍ଚି ସହାୟତାର ହାତ ବଢାଇଛନ୍ତି ପୂର୍ବତନ ଭାଲୁମୁଣ୍ଡା ସରପଞ୍ଚ ତଥା ସମାଜସେବୀ
Read More...

ବଙ୍ଗୋମୁଣ୍ଡାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅଭ୍ୟର୍ଥନା ଗୃହଠାରେ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ପ୍ରଣୟ ମୁର୍ମୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଟ୍ରାଫିକ ସମସ୍ୟା, ଜୁଆ ସଟା, ବେଆଇନ ମଦ ବିକ୍ରି, ଚୋରି ଡ଼କାୟତି ଆଦି
Read More...

ବିଭିନ୍ନ ଗାଁକୁ ଗସ୍ତ କଲେ ପୂର୍ବତନ ବିଧାୟକ ଆୟୁବ ଖାଁ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ଆଜି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଆୟୁବ ଖାଁ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକର ବେଲପଡା, ବଳଧା, ଭାଲୁମୁଣ୍ଡା ଓ ତୁରକେଲାଠାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଗାମୀ ନିର୍ବାଚନ ବିଷୟରେ ଆଲୋଚନା କରିଥିଲେ ଓ ବୃକ୍ଷ
Read More...