Browsing Tag

balangir news

ମହିଳାଙ୍କ ବେକରୁ ସୁନା ଚେନ୍‌ ଝାଂପି ନେଇଥିବା ୨ ଲୁଟେରାଙ୍କୁ ବାନ୍ଧିଲା ବଲାଙ୍ଗିର ପୋଲିସ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ତମ୍ବା ପିତ୍ତଳ ସାମଗ୍ରୀ ତଥା ସୁନା ରୂପା ଗହଣା ସଫା କରିବା ବାହାନାରେ ସହରରେ ଲୋକଙ୍କୁ ଲୁଟୁଛନ୍ତି ଲୁଟେରାମାନେ । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ସହର ତେଲିଗୋଠପଡାରେ । ଭୂମିସୂତା ହୋତାଙ୍କ ଘରେ ଦୁଇ ଜଣ ବିହାରୀ ଯୁବକ ପହଂଚି ଏଭଳି କାଣ୍ଡ କରିଥିବା
Read More...

ସାମ୍ବାଦିକ ପୱନ ଅଗ୍ରୱାଲ କୋଟା ଠାରେ ସମ୍ମାନିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ଅଗ୍ରୱାଲ ମହାସଭାର ପ୍ରାନ୍ତୀୟ ମିଡିଆ ପ୍ରଭାରୀ ତଥା ବଲାଙ୍ଗିରର ସାମ୍ବାଦିକ ପୱନ ଅଗ୍ରୱାଲଙ୍କୁ ରାଜସ୍ଥାନର ଶିକ୍ଷା ସହର କୋଟାର ଏୟାରଡ୍ରମ୍ ନିକଟସ୍ଥ ଅଗ୍ରୱାଲ ସେବା ସଂସ୍ଥା ଠାରେ ସମ୍ମାନିତ କରାଯାଇଛି । ଅଖିଳ ଭାରତୀୟ ଅଗ୍ରୱାଲ ମହାସଭାର
Read More...

କବି ସୁଲେଖକ ରାଜକିଶୋର ପଣ୍ଡା ରାଜ୍ୟ ସ୍ତରୀୟ “ଶବ୍ଦ କୁବେର” ସମ୍ମାନରେ ସମ୍ମାନିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ସ୍ଥିତ କିଭା ହୋଟେଲ ପରିସରରେ ରାଜ୍ୟ ସ୍ତରୀୟ ଆମ ଅଗଣାର ସଜଫୁଲ ପରିବାର ସାହିତ୍ୟ ଅନୁଷ୍ଠାନ ତରଫରୁ ତାର ପଞ୍ଚମ ବାର୍ଷିକ ଉତ୍ସବ ପାଳନ ଅବସରରେ କବି ଲେଖକ ରାଜକିଶୋର ପଣ୍ଡା ସମ୍ବର୍ଦ୍ଧିତ ହୋଇଛନ୍ତି । ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ
Read More...

କବି ମଦନ ମୋହନ ରଥ ରାଜ୍ୟସ୍ତରୀୟ ସାରସ୍ୱତ ସମ୍ମାନରେ ସମ୍ବର୍ଦ୍ଧିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଉରକେଲାର ରିମ୍‌ସ କଲେଜର ସଭା କକ୍ଷରେ ଓଡିଶା ସାହିତ୍ୟ ଏକାଡେମୀ ଓ ସଂସ୍କୃତି ବିଭାଗ ଓଡିଶା ସରକାର ଏବଂ ସୁନାଫୁଲ ସାହିତ୍ୟ ସଂସଦର ମିଳିତ ଉଦ୍ୟମରେ ଏକ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମାରୋହରେ
Read More...

ଆଦ୍ୟାଶକ୍ତି ନାରୀ ସଂଗଠନର ବାର୍ଷିକ ଉତ୍ସବ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଦ୍ୟାଶକ୍ତି ନାରୀ ସଂଗଠନର ପ୍ରତିଷ୍ଠା ଦିବସ ମାଳତୀ ଉଦ୍‌ଗାତାଙ୍କ ଅଧ୍ୟକ୍ଷତାରେ ଦୈନିକ ବଜାର ଶିଶୁ ବାଟିକାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ କଲେଜ ଛକ ଶିଶୁ ମନ୍ଦିରର ଗୁରୁମା ସନ୍ତୋଷିନୀ ସାହୁ ମୁଖ୍ୟ ଅତିଥି, ଲେଖିକା ଲିଲି ପଟେଲ ମୁଖ୍ୟବକ୍ତା ଓ
Read More...

ପ୍ରାଦେଶିକ ପଣ୍ଡରା ସମାଜ ରାଜ୍ୟ କାର୍ଯ୍ୟକାରିଣୀ ସଭା ସମାଜର ବାର୍ଷିକ ଅଧିବେଶନ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରାଦେଶିକ ପଣ୍ଡରା ସମାଜ ରାଜ୍ୟ କାର୍ଯ୍ୟକାରିଣୀ ସଭା ବଲାଙ୍ଗିର ସହରାଞ୍ଚଳ ପଣ୍ଡରା ସମାଜ ଆନୁକୁଲ୍ୟରେ ଖୁଜେନପାଲି ଶିବ ମନ୍ଦିର ପରିସରରେ ସମାଜର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାଦେଶିକ ପଣ୍ଡରା ମହାସଂଘର କର୍ମକର୍ତ୍ତା ଏବଂ
Read More...

୨୮ତମ ରାଜ୍ୟସ୍ତରୀୟ ଜନଜାତି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଖଲିଆପାଲି ଭୀମଭୋଇ ଆମ୍ବେଦକର ମିନି ଷ୍ଟାଡିୟମ ଠାରେ ଦୁଇଦିନ ବ୍ୟାପି ୨୮ତମ ରାଜ୍ୟସ୍ତରୀୟ ଜନଜାତି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହ ଦେଓ ଉଦ୍‌ଘାଟନ କରି କ୍ରୀଡା
Read More...

ନଗର କଂଗ୍ରେସ ପକ୍ଷରୁ କଂଗ୍ରେସର ୧୪୧ତମ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟରେ କଂଗ୍ରେସ ଦଳର ୧୪୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପ୍ରଥମେ କଂଗ୍ରେସର ମହାପୁରୁଷମାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ପରେ ଗାନ୍ଧୀନଗର ପଡାସ୍ଥିତ
Read More...

ଚତୁର୍ଥ ଦିବସ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦୁହେଲ ବଡ ଫପସିକୁ ହରାଇ କୁରୁଲ ଦଳ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୁହେଲ ସ୍ଥିତ ଡିଙ୍ଗର କୁଅଁର ଖେଳ ପଡିଆରେ ଡିଙ୍ଗର କୁଅଁର ଯୁବକ ସଂଘ, ଦୁହେଲ, ରାମଜି ଯୁବକ ସଂଘ ବରଣ୍ଡାବାହାଲ, ଭବାନି ଶଙ୍କର ଯୁବକ ସଂଘ କୁଟେନପାଲିର ମିଳିତ ଆନୁକୂଲ୍ୟରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚତୁର୍ଥ ଦିବସ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ
Read More...

୨୦ତମ ରାଜ୍ୟ ଜାମ୍ବୋରେଟ୍ ଓ ସ୍ୱତନ୍ତ୍ର ଆଦିବାସୀ ଜାମ୍ବୋରେଟ୍ କ୍ୟାମ୍ପରେ ବଲାଙ୍ଗିର ଜିଲ୍ଲା ଭାରତ ସ୍କାଉଟସ୍ ଏବଂ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ତାଲିମ କେନ୍ଦ୍ର ଓ ଦୁଃସାହସିକ ଅନୁଷ୍ଠାନ, ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡ଼ସ୍ ବରୁଣେଇ, ଖୋର୍ଦ୍ଧାଠାରେ ଡିସେମ୍ବର ୨୨ ରୁ ୨୬ ତାରିଖ ପର୍ଯ୍ୟନ୍ତ ଚାଲିଥିବା "୨୦ତମ ରାଜ୍ୟ ଜାମ୍ବୋରେଟ୍ ଓ ସ୍ୱତନ୍ତ୍ର ଆଦିବାସୀ ଜାମ୍ବୋରେଟ୍" କ୍ୟାମ୍ପରେ
Read More...