Browsing Tag

balangir news

ବଲାଙ୍ଗିର ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଫାଇନାଲରେ ସିସିଏଫ୍‌ଏ ସିହିନି ମହିଳା ଦଳ ଓ ମୁରିବାହାଲ ମହିଳା ଦଳ ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଆଜି ଗାନ୍ଧୀ ଷ୍ଟାଡିୟମଠାରେ ପ୍ରଥମ ସେମିଫାଇନାଲ ଖେଳ ଓ ଦୁଇ ଗୋଟି ମହିଳା ଖେଳ ଅନୁଷ୍ଠିତ ହୋଇଯାଇଛି । ସିସିଏଫ୍‌ଏ ବଲାଙ୍ଗିର
Read More...

ରାଜ୍ୟସ୍ତରୀୟ ପାଲା ଉତ୍ସବ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆଠାରେ ରଥଯାତ୍ରା ଉପଲକ୍ଷେ ୩ ଦିନିଆ ରାଜ୍ୟସ୍ତରୀୟ ପାଲା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଏହି ଉତ୍ସବର ଉଦଯାପିତ ସନ୍ଧ୍ୟାରେ କେନ୍ଦ୍ରାପଡ଼ାର ବଜ୍ରମହାକାଳୀ ପାଲା ସଙ୍ଘ, ମା ଉତ୍କଳ ଭାରତୀ ରାଜ୍ୟ ପାଲା ଗାୟିକା ଓ
Read More...

ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ଜନ୍ମଦିନ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ର ସରକାରଙ୍କ “ମେରା ଯୁବା ଭାରତ” ଆନୁକୁଲ୍ୟରେ ଭବାନୀ ଶଙ୍କର କଳା ପରିଷଦ, କୁଟେନପାଲି, ବଲାଙ୍ଗିରର ସମସ୍‌ତ କଳାକାର ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ଜନ୍ମଦିନ ପାଳନ ଅବସରରେ ମାଁ ପାଇଁ ଗଛଟିଏ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଗୌନ୍ତିଆବୁଢା
Read More...

ବଲାଙ୍ଗିର ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ସେମିରେ ସିସିଏଫ୍‌ଏ, କେସି ୟୁନାଇଟେଡ, ସୁଜିଆ ଓ ସ୍ପୋଟ୍ସ ହଷ୍ଟେଲ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଆଜି ୪ ଗୋଟି ପଡିଆରେ କ୍ୱାଟର ଫାଇନାଲ ଫୁଟବଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଗାନ୍ଧୀ ଷ୍ଟାଡିୟମ ବଲାଙ୍ଗିରଠାରେ ସିସିଏଫ୍‌ଏ ବନାମ ନକଟାସର
Read More...

କୋଶଲୀ ପତ୍ରିକା ମୁହୁରୀ ଉନ୍ମୋଚିତ ଓ କବି ଅମୃତଲାଲ ପାଇଲେ ପ୍ରଥମ “ମହାତ୍ମା ପ୍ରୟାଗଦତ୍ତ” ସମ୍ମାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଶଲୀ ପତ୍ରିକା ମୂହୁରୀର ଉନ୍ମୋଚନ ଉତ୍ସବ ବଲାଙ୍ଗିର ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନରେ କୋଶଲୀ ସାହିତ୍ୟ ସଂସ୍କୃତି ବିକାଶ ପରିଷଦର ମୁଖ୍ୟ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ ସଭାପତିତ୍ୱ କରିଥିଲେ । ଅତିଥି ଓ ବକ୍ତା ଭାବରେ
Read More...

ଜିଲ୍ଲା ବ୍ରାହ୍ମଣ ମହାସଭାରେ ସ୍ୱତନ୍ତ୍ର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର ) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭାରେ ସ୍ମରଣିକା ପ୍ରକାଶନ ପାଇଁ ଏକ ସ୍ୱତନ୍ତ୍ର ସଭା ଗୋପବନ୍ଧୁ ପୁରୋହିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଅସୁସ୍ଥତା କାରଣରୁ ସମ୍ପାଦକ ଜୟରାମ ମିଶ୍ର ଦିର୍ଘ ଦିନ ଅନୁପସ୍ଥିତ ଥିବାରୁ ଏବଂ ଅନେକ ସଦସ୍ୟଙ୍କ
Read More...

କୁରୁଲ ହାଇସ୍କୁଲ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହେଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୁଇଁନ୍ତଲା ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ବେଳନ ବଲାଙ୍ଗିର ଜିଲ୍ଲା ଆନୁକୂଲ୍ୟରେ ରାମଜୀ ହାଇସ୍କୁଲ କୁରୁଲଠାରେ ୭୬ ତମ ବନମହୋତ୍ସବ ପାଳନ କରାଯାଇଥିଲା । ଉତ୍ସବରେ ମାନ୍ୟବର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟ ଅତିଥି, ଉପ ଜିଲ୍ଲାପାଳ ଆଲୋକ
Read More...

ଅସହାୟଙ୍କୁ ଉଦ୍ଧାର କଲେ ଯୁବ ସମାଜସେବୀ ଅସୀମ ଭୋଇ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସକାଳେ କରାଟେ କୋଚ ତଥା ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇ ବଲାଙ୍ଗିର ଭୀମଭୋଇ ମେଡିକାଲ ହସପିଟାଲ ଏକ୍ସରେ ବିଭାଗ ସମ୍ମୁଖ ରାସ୍ତା ମଝିରେ ଏକ ଅଜଣା ବୃଦ୍ଧା ଝିପି ଝିପି ବର୍ଷାରେ ପଡି ରହିଥିବା ଦେଖିବାକୁ ପାଇଲେ । ଅନେକ
Read More...

ଓଡିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଅବସରରେ ବଲାଙ୍ଗିର ସଦର ମହକୁମାରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆସନ୍ତା ଜୁଲାଇ ୨୫ତାରିଖରେ ଓଡିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ପାଳନ ହେବ । ଏହାର ଅବ୍ୟବହିତ ପୂର୍ବରୁ ଓଡିଶାର ସମସ୍ତ ଜିଲ୍ଲାରେ ସାହିତ୍ୟ ସଂପର୍କରେ ବକ୍ତୃତା, ପ୍ରବନ୍ଧ, ସାଧାରଣଜ୍ଞାନ ଓ ଅନୁବାଦ ତଥା କବିତା ଆବୃତ୍ତି ପ୍ରତିଯୋଗିତାର
Read More...

ପିଏମ୍ ଶ୍ରୀ ନଅଗାଁ(କ) ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ (କ) ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଅନନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ । ଏହି ଉତ୍ସବରେ ସାଲେଭଟା ବନପାଳ ଚୌଧୁରୀ ଦଳପତି ମୁଖ୍ୟ
Read More...