Browsing Tag

balangir news

ଅସହାୟଙ୍କୁ ଉଦ୍ଧାର କଲେ ଯୁବ ସମାଜସେବୀ ଅସୀମ ଭୋଇ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସକାଳେ କରାଟେ କୋଚ ତଥା ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇ ବଲାଙ୍ଗିର ଭୀମଭୋଇ ମେଡିକାଲ ହସପିଟାଲ ଏକ୍ସରେ ବିଭାଗ ସମ୍ମୁଖ ରାସ୍ତା ମଝିରେ ଏକ ଅଜଣା ବୃଦ୍ଧା ଝିପି ଝିପି ବର୍ଷାରେ ପଡି ରହିଥିବା ଦେଖିବାକୁ ପାଇଲେ । ଅନେକ
Read More...

ଓଡିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଅବସରରେ ବଲାଙ୍ଗିର ସଦର ମହକୁମାରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆସନ୍ତା ଜୁଲାଇ ୨୫ତାରିଖରେ ଓଡିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ପାଳନ ହେବ । ଏହାର ଅବ୍ୟବହିତ ପୂର୍ବରୁ ଓଡିଶାର ସମସ୍ତ ଜିଲ୍ଲାରେ ସାହିତ୍ୟ ସଂପର୍କରେ ବକ୍ତୃତା, ପ୍ରବନ୍ଧ, ସାଧାରଣଜ୍ଞାନ ଓ ଅନୁବାଦ ତଥା କବିତା ଆବୃତ୍ତି ପ୍ରତିଯୋଗିତାର
Read More...

ପିଏମ୍ ଶ୍ରୀ ନଅଗାଁ(କ) ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ (କ) ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଅନନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ । ଏହି ଉତ୍ସବରେ ସାଲେଭଟା ବନପାଳ ଚୌଧୁରୀ ଦଳପତି ମୁଖ୍ୟ
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଇସ୍ତଫା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର କୁଳପତି ଡ. ଉମାବଲ୍ଲଭ ମହାପାତ୍ର କୁଳାଧିପତି ତଥା ରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇଥିବା ଏକ ସୂତ୍ରରୁ ସୂଚନା ମିଳିଛି । ଅଧ୍ୟାପକ ମରୁଡ଼ି, ବିଶ୍ବବିଦ୍ୟାଳୟ ପରିଚାଳନା ସହ ଛାତ୍ର ଅସନ୍ତୋଷ କାରଣରୁ ସେ
Read More...

ଡୁମାଲ ସମାଜ ସହରାଞ୍ଚଳ ବଲାଙ୍ଗିର ତରଫରୁ ବାହୁଡାଯାତ୍ରାରେ ପ୍ରସାଦ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ଶାନ୍ତିପଡାଠାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବାହୁଡା ଯାତ୍ରା ଅବସରରେ ଡୁମାଲ ସମାଜ ସହରାଞ୍ଚଳ ବଲାଙ୍ଗିର ତରଫରୁ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସହରାଞ୍ଚଳ ଡୁମାଲ ସମାଜ ସଭାପତି ସଂଜୟ କୁମାର ମହାକୁଡ, ସଂପାଦକ
Read More...

ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଇନ୍ଦିରାନଗର ସ୍ଥିତ ଶ୍ରୀ ଶବରୀ ନାରାୟଣ ମନ୍ଦିର ଦାରୁବ୍ରହ୍ମ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ମହାସମାରୋହରେ ସମାପନ ହୋଇଯାଇଛି । ଶ୍ରୀ ଶ୍ରୀ ନୃସିଂହ ପୁରାଣ ପାଠ ବ୍ୟାସ ରୁଦ୍ର କିଶୋର ମିଶ୍ର କରିଥିଲେ । ପ୍ରତ୍ୟେହ ସନ୍ଧ୍ୟା ଭଜନ
Read More...

ଏମ୍‌ବିଏମ୍‌ଏମ୍‌ର ଜିଲ୍ଲାସ୍ତରୀୟ ବୁଦ୍ଧିଜିବୀ ସମ୍ମିଳନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଡ. ବିଆର ଆମ୍ବେଦକରଙ୍କ ସମ୍ପୁର୍ଣ୍ଣ ବିଚାର ଉପରେ କାର୍ଯ୍ୟ କରିବା ସିଦ୍ଧାନ୍ତରେ ମୂଳନିବାସୀ ବହୁଜନ ମିଳିତ ମହାସଂଘର ଜିଲ୍ଲା ସ୍ତରୀୟ ବୈଠକ ସଂସ୍କୃତି ଗବେଷକ ତରଣୀସେନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲଙ୍କ ସଂଯୋଜନା
Read More...

ପବିତ୍ର ବାହୁଡ଼ା ଯାତ୍ରା ଉପଲକ୍ଷେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ସୂଚନା କେନ୍ଦ୍ର ତଥା ଧାରା ବିବରଣୀ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ପବିତ୍ର ବାହୁଡ଼ା ଯାତ୍ରା ଉପଲକ୍ଷେ ବଲାଙ୍ଗିର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ବାହୁଡ଼ାଯାତ୍ରାର ଧାରାବିବରଣୀ ପ୍ରଦାନ କରାଯାଇଥିଲା । ସ୍ଥାନୀୟ ଆଶିଷ ପ୍ଲାଜାଠାରେ ସୂଚନା କେନ୍ଦ୍ର ଖୋଲାଯାଇ ବାହୁଡ଼ା ଯାତ୍ରାର ଧାରା ବିବରଣୀ
Read More...

ରଥଯାତ୍ରା ଉପଲକ୍ଷେ ଅଙ୍କୁର ସାହିତ୍ୟ ସଂସଦର କବିତା ପାଠ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ସନାତନ ମନ୍ଦିରଠାରେ ଅଙ୍କୁର ସାହିତ୍ୟ ସଂସଦ ତରଫରୁ ଏକ ଶିଶୁ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କବିତା ପାଠ ଉତ୍ସବ ଅଙ୍କୁରର ସଭାପତି କସ୍ତୁରୀ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଂପାଦକ ଡା. ଅଶୋକ ସେଠୀ
Read More...

ଇଣ୍ଡୋନେସିଆନ ବ୍ୟାଡ଼ମିଣ୍ଟନ ଗ୍ରାଣ୍ଡ ପିକ୍ସ ଦେଶକୁ ପ୍ରତିନିଧିତ୍ୱ କରିବେ ବଲାଙ୍ଗିର ପୁଅ ଦିବ୍ୟମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ପୁଅ ଦିବ୍ୟମ କେଲ୍ରିୱାଲ ଆସନ୍ତା ୮ ରୁ ୧୩ ଜୁଲାଇ ମଧ୍ୟରେ ସୁଦୂର ଇଣ୍ଡୋନେସିଆରେ ଅନୁଷ୍ଠିତ ଯୁନେକ୍ସ ସନରାଇଜ ପେମ୍ବନ ଗୁନାନ ଜୟା ରୟା ଜୁନିଅର ଆନ୍ତର୍ଜାତିକ ଗ୍ରାଣ୍ଡ ପୀକ୍ସ ୨୦୨୫ରେ ଅଣ୍ଡର ୧୯ ଏକକ ବର୍ଗରେ ଭାରତର ପ୍ରତିନଧିତ୍ୱ କରିବେ । ସେ
Read More...