ଆବାସ ଘର ଖଣ୍ଡିଏ ପାଇବା ପାଇଁ ସାତସପନ ହୋଇପଡିଛି ପୁରନ୍ଦର ଭୁଏଙ୍କ ପରିବାର
ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ପରିବାର ଲୋକେ । ବର୍ଷ ବର୍ଷ ଧରି ରହୁଛନ୍ତି ଭଙ୍ଗା ଦଦରା ଘରେ । ବର୍ଷା ହେଲେ ଘର ଭିତରେ ଜମୁଛି ପାଣି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ପଦ୍ମପୁର ରାଜ ବୋଡାସମ୍ବର ବ୍ଲକ ଅନ୍ତର୍ଗତ ବରିହାପାଲି ପଞ୍ଚାୟତର ପତ୍ରାପାଲି!-->…
Read More...
Read More...