ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆଇଆଇସି

ଭୁବନେଶ୍ୱର : ଲାଂଚ ନେବାବେଳେ ଜଣେ ଆଇଆଇସି ଭିଜିଲାନ୍ସ ହାତରେ ଧରାପଡ଼ିଥିବା ସୂଚନା ମିଳିଛି । ଖବର ଅନୁସାରେ ନରସିଂହପୁର ଥାନା ଆଇଆଇସି ଅଲେଖ କୁମାର ଗରଡିଆ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିଛି । ଆଇଆଇସି ଶ୍ରୀ ଗରଡ଼ିଆ ଏକ ମାମଲାର ରଫାଦଫା କରିବାକୁ ଯାଇ ଲାଞ୍ଚ ନେଉଥିବା ସମୟରେ ୧୫ ଜଣିଆ ଏକ ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି ନରସିଂହପୁର ଥାନା ଆଇଆଇସି ବୋଲି ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.