ଭୁବନେଶ୍ୱର, (ସୁଶାନ୍ତ ସାହୁ) : ସ୍କୋଡା ଏବେ ବିଭିନ୍ନ କମ୍ପାନୀର ପ୍ରିମିୟମ ମଡେଲକୁ ଟକ୍କର ଦେଲା ପରି ସ୍କୋଡା ସୁପର୍ବ ରୋଡକୁ ଓହ୍ଲାଇଛି । ଏହି ସେଜମେଣ୍ଟ ଦୁଇଟି ମଡେଲରେ ଅଛି ପ୍ରଥମ ହେଲା ସ୍ପୋର୍ଟଳାଇନ ୩୧,୯୯,୦୦୦ ଟଙ୍କା ଏବଂ ଲାଉରିନ କ୍ଲେମେଣ୍ଟ ୩୪,୯୯,୦୦୦ ଟଙ୍କାରୁ ଆରମ୍ଭରେ ଉପଲବ୍ଧ ହୋଇବ ବୋଲି କଟକ ଓ ଭୁବନେଶ୍ବର ଜାତୀୟ ରାଜପଥ କଡରେ ଥିବା ସ୍କୋଡା ଟ୍ରିନିଟିର ମୁଖ୍ୟ ସ୍ଵାତୀ କେଜରିବାଲ ପ୍ରକାଶ କରିଥିଲେ । ଏହି ଆକର୍ଷଣୀୟ ଉଦଘାଟନୀରେ ମୁଖ୍ୟ ଅତିଥି ଭାବେ ଡ଼.ଦିଲୀପ ତିର୍କୀ ଯୋଗ ଦେଇଥିବା ବେଳେ ସୋରୁମର ସମସ୍ତ କର୍ମକର୍ତ୍ତା ସାମିଲ ଥିଲେ ।
Next Post