ମହିଳାଙ୍କ ଆର୍ଥିକ ସଶକ୍ତିକରଣକୁ ନୂଆ ଦିଗ ପ୍ରଦାନ କରିଛି ମିଶନ ଶକ୍ତି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମହିଳାଙ୍କ ଆର୍ଥିକ ସଶକ୍ତିକରଣକୁ ନୂଆ ଦିଗ ପ୍ରଦାନ କରିଛି ମିଶନ ଶକ୍ତି । ‘ଓଡ଼ିଶା ଜୀବିକା ମିଶନ’ ସହାୟତାରେ ବଲାଙ୍ଗିରର ଜୟ ମା’ ସିଂହ ବାହିନୀ, ଲକ୍ଷ୍ମୀଶକ୍ତି ଏବଂ ପାର୍ବତୀ ଏସଏଚ୍‌ଜିର ସଦସ୍ୟାମାନେ ଗୋପାଳନ, ଝାଡୁ ଓ ବ୍ୟାଗ ପ୍ରସ୍ତୁତ ଭଳି କାର୍ଯ୍ୟ କରି ଆତ୍ମନିର୍ଭରଶୀଳତାର ଉଦାହରଣ ସୃଷ୍ଟି କରିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.