ରାଜ୍ୟ ସରକାରଙ୍କ ରୂପାନ୍ତରଣ ପର୍ବରେ କ୍ରୀଡା ଭିତ୍ତିଭୂମିକୁ ପ୍ରଧାନ୍ୟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ରୂପାନ୍ତରଣ ପର୍ବରେ କ୍ରୀଡା ଭିତ୍ତିଭୂମିକୁ ପ୍ରଧାନ୍ୟ ଦିଆଯାଇଛି । ତୃଣମୂଳରୁ କ୍ରୀଡା ପ୍ରତିଭା ଚିହ୍ନଟ ଓ ବିକାଶ ନିମନ୍ତେ ବିଦ୍ୟାଳୟରେ ଅଲିମ୍ପିକ ଶିକ୍ଷା ପ୍ରଦାନ କରାଯିବା ପାଇଁ ଯୋଜନା କାର୍ଯ୍ୟକାରୀ ହୋଇଛି । ଭାରତୀୟ ଅଲିମ୍ପିକ ଆସୋସିଏସନ ସହଯୋଗରେ ଦେଶରେ ଓଡିଶା କ୍ରୀଡା ମାନଚିତ୍ରର ନେତୃତ୍ୱ ନେବାକୁ ଯାଉଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.