ଗଣ୍ଡପାଲି ଏବଂ ଗୁହିରାପଦର ଗାଁରେ ଘରକୁ ଘର ଯାଇ ଆର୍‌ଓଆର୍‌ ବଣ୍ଟନ ନେଇ ଜିଲ୍ଲାପାଳଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଗଣ୍ଡପାଲି ଏବଂ ଗୁହିରାପଦର ଗାଁରେ ଘରକୁ ଘର ଯାଇ ଆର୍‌ଓଆର୍‌ ବଣ୍ଟନ କରାଯାଇଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ତେବେ ଏହି ଆର୍‌ଓଆର୍‌କୁ ଆଗଲପୁର ତହସିଲଦାର ଗଣ୍ଡପାଲି ଏବଂ ଗୁହିରାପଦର ଗାଁରେ ଘରକୁ ଘର ଯାଇ ବଣ୍ଟନ କରିଛନ୍ତି । ଏଥିପାଇଁ ସ୍ଥାନୀୟ ଲୋକେ ଖୁସି ବ୍ୟକ୍ତ କରିବା ସହ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.