ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ବଲାଙ୍ଗିର ଜିଲ୍ଲାର ବାଣିଜ୍ୟ ଶିକ୍ଷାନୁଷ୍ଠାନ ସିଏନ୍ସି କଲେଜର ୮ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତ ମାର୍କ ରଖିି ସଫଳତା ହାସଲ କରିଛନ୍ତି । ସୂଚନା ଅନୁସାରେ ସେହି ୮ ଜଣ ଛାତ୍ରଛାତ୍ରୀ ପ୍ରୀତିମୋହନ ସାହୁ ୯୪%, ସିଖା ଗୁପ୍ତା ୯୪ %, ହେମଲତା ସାହୁ ୯୩.୧୭%, ସ୍ନେହା ଜୈନ ୯୩.୧୭%, ଦିଆ ଅଗ୍ରୱାଲ ୯୨.୩୩ %, କୁମାର ରାଜନ ମେହେର ୯୨.୩୩%, ଦେବାଶିଷ ଅଗ୍ରୱାଲ ୯୧.୬୭%, ଆୟୁସ ଜୈନ ୯୦.୧୭ % ବୋଲି ଜଣାପଡିଛି ।