ବଲାଙ୍ଗିର ସୁଦପଡ଼ା ବୁଥ୍‌ ନଂ. ୨୨୭ରେ ସନ୍ଧ୍ୟା ପର୍ଯ୍ୟନ୍ତ ଦେଖିବାକୁ ମିଳିଛି ଲମ୍ବା ଲାଇନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ୱାର୍ଡ ନଂ.୧୦ ସଖୀ ବୁଥ୍‌ ନଂ.୨୨୭ ସୁଦପଡ଼ା ମତଦାନ କେନ୍ଦ୍ରରେ ଭୋଟଦାତାଙ୍କ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଛି । ଅସମ୍ଭାଳ ଗ୍ରୀଷ୍ମ ପ୍ରବାହରେ ଲୋକେ ଲାଇନ୍‌ରେ ଘଂଟା ଘଂଟା ଧରି ଛିଡ଼ା ହୋଇଥିବା ବେଳେ ବହୁତ ସ୍ଲୋ ପ୍ରୋସେସ୍‌ରେ ମତଦାନ ଚାଲିଥିବା ଲୋକେ ଅଭିଯୋଗ କରିଛନ୍ତି । ଯଦି ସନ୍ଧ୍ୟା ୬ଟାରୁ ଭୋଟ ଦାନ ବନ୍ଦ ହୋଇଯିବ, ତେବେ ବହୁତ ଭୋଟର୍‌ ଭୋଟ୍‌ ଦେବାରୁ ବଂଚିତ ରହିବେ ବୋଲି ମଧ୍ୟ ଲୋକେ ମତ ଦେଉଛନ୍ତି ।

Leave A Reply

Your email address will not be published.