ମହାନଦୀରେ ବୁଡ଼ି ୨ ବାଳକ ନିଖୋଜ

କଟକ : ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ି ୨ ବାଳକ ନିଖୋଜ । ଏମିତି ଏକ ଘଟଣା ଘଟିଛି ଜଗତପୁର ବାଲି ସାହିରେ । ଖବର ପାଇ ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବାଳକଙ୍କୁ ଖୋଜାଖୋଜି ଆରମ୍ଭ କରିଛି । ୨ ବାଳକ ଅଷ୍ଟମ ଶ୍ରେଣୀର ଛାତ୍ର ହୋଇଥିବାର ସୂଚନା ମିଳିଛି ।

Leave A Reply

Your email address will not be published.