![om academy](https://koshalaprabahalive.com/wp-content/uploads/2024/05/kkkk.jpg)
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକ ସିଙ୍ଗିନାଲ ଖୁଣ୍ଟ ବିପଦଜନକ ଅବସ୍ଥାରେ ରହିଥିବା ବେଳେ ଏ ସମ୍ପର୍କରେ ‘କୋଶଳ ପ୍ରବାହ’ରେ କିଛିଦିନ ତଳେ ଖବର ପ୍ରକାଶିତ ହୋଇଥିଲା । ତେବେ ଏ କ୍ଷେତ୍ରରେ ‘କୋଶଳ ପ୍ରବାହ’ର ପ୍ରଭାବ ଦେଖିବାକୁ ମିଳିଛି । ଆଜି ସମ୍ପୃକ୍ତ ବିପଦଜନକ ସ୍ଥିତିରେ ଥିବା ସିଙ୍ଗିନାଲ ଖୁଣ୍ଟ ମରାମତି ଚାଲିଛି ।