ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସୁରକ୍ଷିତ ହେଉଛି ବହୁମୂଲ୍ୟ ଜୀବନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଲୋକଙ୍କ ଚିକିତ୍ସା ଜନିତ ଆର୍ଥିକ ଚିନ୍ତା ଦୂର କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବହୁମୂଲ୍ୟ ଜୀବନ ସୁରକ୍ଷିତ କରୁଛି । ଏହି ଯୋଜନାରେ ଲୋକମାନେ ଜୁନ୍ ମାସରେ ₹୧୦୮.୦୮ କୋଟିର ଚିକିତ୍ସା ଖର୍ଚ୍ଚ ବଞ୍ଚାଇ ପାରିଥିବା ବେଳେ ୪୮,୬୦୦ରୁ ଅଧିକ ଜଣ ଲୋକ ଏହା ଦ୍ୱାରା ଉପକୃତ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.