ଆସନ୍ତା ୨୦ରେ କୋଲକାତା ହାଇକୋର୍ଟରେ ଯୋଗଦେବେ ଜଷ୍ଟିସ୍‌ ସି.ଆର୍‌ ଦାଶ

କଟକ : ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଚିତ୍ତ ରଞ୍ଜନ ଦାଶଙ୍କର କୋଲକାତା ହାଇକୋର୍ଟକୁ ବଦଳି ନେଇ ସୁପ୍ରିମ୍‌କୋର୍ଟ କଲେଜିୟମ୍‌ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଉପରେ କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରାଳୟ ଗତକାଲି ମୋହର ମାରିଛି । ଆସନ୍ତା ୨୦ ତାରିଖରୁ ସେ କୋଲକାତା ହାଇକୋର୍ଟରେ କାର୍ଯ୍ୟରେ ଯୋଗଦେବେ ବୋଲି ଜଣାପଡ଼ିଛି । ଅପରପକ୍ଷରେ ତ୍ରିପୁରା ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ର ଓଡ଼ିଶା ହାଇକୋର୍ଟକୁ ବଦଳି ସଂକ୍ରାନ୍ତ ବିଜ୍ଞପ୍ତି ଉପରେ ମଧ୍ୟ କେନ୍ଦ୍ର ସରକାର ମୋହର ମାରିଛନ୍ତି ।

Leave A Reply

Your email address will not be published.