ସମ୍ବଲପୁର କୋଲ୍‌ପାଲିଠାରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା

ସମ୍ବଲପୁର : ସମ୍ବଲପୁର ଜିଲ୍ଲା କୋଲ୍‌ପାଲିଠାରେ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିବା ଖବର ମିଳିଛି । ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବକ ଜଣକ ଭତରା ଗ୍ରାମର ରିଙ୍କୁ ମୁଣ୍ଡା ବୟସ(୨୪) ବୋଲି ଜଣାପଡିଛି । ସୂଚନାନୁସାରେ ରିଙ୍କୁ ନିଜ ସାଙ୍ଗମାନଙ୍କ ସହ ଶୀତଳଷଷ୍ଠୀ ଯାତ୍ରା ଦେଖିବାକୁ ଆସିଥିବା ବେଳେ ଏହାର ସୁଯୋଗ ନେଇ ଠେମରା ଅଞ୍ଚଳର ୪ଜଣ ଯୁବକ ତାଙ୍କୁ ଡାକି ନେଇ କୋଲ୍‌ପାଲି ଠାରେ ଛୁରୀ ଭୁସି ହତ୍ୟା କରିଛନ୍ତି ।

Leave A Reply

Your email address will not be published.