csstore

ଘୁନସର ସାପ୍ତାହିକ ବଜାର ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବର୍ତ୍ତମାନ ଦ୍ଵିତୀୟ ଲହରୀ କରୋନା ମହାମାରୀ ସଂକ୍ରମଣ ହେତୁ ସଇଁନ୍ତଲା ବ୍ଳକ ଘୁନସର ଗ୍ରାମ ପଞ୍ଚାୟତ ସ୍ଥିତ ସ୍ଥାନୀୟ ବଣା ବିଜାର ସାପ୍ତାହିକ (ବୁଧବାର) ବଜାର ଅନିର୍ଦ୍ଦିଷ୍ଟ କାଳ ପାଇଁ ପତ୍ର ସଂଖ୍ୟା ୬୫୪ ଅନୁଯାୟୀ ବନ୍ଦ ଡାକରା ଦେଇଛନ୍ତି ଘୁନସର ସରପଞ୍ଚ ଦ୍ରୋପଦୀ ବେହେରା । ଅନ୍ୟପଟେ ଜନ ଗହଳି ସ୍ଥାନକୁ ନଯିବା ସହ ଜରୁରୀକାଳୀନ କାମ ଥିଲେ ମାସ୍କ ପିନ୍ଧି ବାହାରନ୍ତୁ ନଚେତ ଘରେ ରୁହନ୍ତୁ ବୋଲି କହିଛନ୍ତି ।

jayashree
Leave A Reply

Your email address will not be published.