ଭୁବନେଶ୍ୱର, (କେପିଏନ୍ଏସ୍) : କରୋନା ୨ୟ ଲହର ମୁକାବିଲା ପାଇଁ ଆଜିଠାରୁ (ମଇ ୨୪ରୁ ଅଗଷ୍ଟ ୨୩) ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ବସ୍ତିର ଘରକୁ ଘର ବୁଲି ଆଶା ଓ ଅଙ୍ଗନବାଡିଙ୍କ ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସର୍ଭେ ଅଭିଯାନ ଆରମ୍ଭ କରାଯାଉଛି । ଏଥିରେ ସହଯୋଗ କରନ୍ତୁ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।