ଆଜି ବଲାଙ୍ଗିର ଜିଲ୍ଲାରେ ୧୦୯ ଓ ବଲାଙ୍ଗିର ପୌରାଂଚଳରେ ୧୭ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୧୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭ ଜଣ ବଲାଙ୍ଗିର ପୌରାଂଚଳର ବୋଲି ସରକାରୀ ରିପୋର୍ଟରୁ ଜଣାପଡ଼ିଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧ରୁ ୧, ୨ରୁ ୨, ୫ରୁ ୨, ୧୦ରୁ ୧, ୧୨ରୁ ୧, ୧୫ରୁ ୪, ୧୮ରୁ ୨, ୧୯ରୁ ୧, ୨୦ରୁ ୨ ଏବଂ ୨୧ରୁ ୧ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଆଗଲପୁର ବ୍ଲକ୍‌ ବକ୍‌ଟି ଗ୍ରା.ପ.ରୁ ୧, ବଲାଙ୍ଗିର ବ୍ଲକ୍‌ ଚୁଡ଼ାପାଲି ଗ୍ରା.ପ.ରୁ ୧, ଶିବତଲା ଗ୍ରା.ପ.ରୁ ୧, ମନହୀରା ଗ୍ରା.ପ.ରୁ ୨, ସଦେଇପାଲି ଗ୍ରା.ପ.ରୁ ୧ ଓ ମାଧିଆପାଲି ଗ୍ରା.ପ.ରୁ ୧ ଜଣ ସଂକ୍ରମିତ ହୋଇଥିବା ବେଳେ ବଙ୍ଗୋମୁଣ୍ଡା ବ୍ଲକ୍‌ ବେଲପଡ଼ା ଗ୍ରା.ପ.ରୁ ୨, ଚାନ୍ଦୋତରା ଗ୍ରା.ପ.ରୁ ୧, ବଙ୍ଗୋମୁଣ୍ଡା ଗ୍ରା.ପ.ରୁ ୧, ବେଲପଡ଼ା ବ୍ଲକ୍‌ ନୁନହାଡ଼ ଗ୍ରା.ପ.ରୁ ୧, ବେଲପଡ଼ା ଗ୍ରା.ପ.ରୁ ୧, କାନୁଟ ଗ୍ରା.ପ.ରୁ ୧, ଦେଓଗାଁ ବ୍ଲକ୍‌ ଦେଓଗାଁ ଗ୍ରା.ପ.ରୁ ୩, ଗୌରଗୋଠ ଗ୍ରା.ପ.ରୁ ୧, ବଡ଼ବାହାଲ ଗ୍ରା.ପ.ରୁ ୧, ମହଲେଇ ଗ୍ରା.ପ.ରୁ ୧, ଗୁଡ଼ଭେଲା ବ୍ଲକ୍‌ ବଡ଼୍‌ଙ୍ଗୋମୁଣ୍ଡା ଗ୍ରା.ପ.ରୁ ୫, ତୁଷୁରା ଗ୍ରା.ପ.ରୁ ୫, ମାଢେ଼କେଲା ଗ୍ରା.ପ.ରୁ ୧, ଲୋଇସିଂହା ବ୍ଲକ୍‌ ଯୋଗୀସଡର଼୍ା ଗ୍ରା.ପ.ରୁ ୧ ଏବଂ କୁସଙ୍ଗ ଗ୍ରା.ପ.ରୁ ୧, ମୁରିବାହାଲ ବ୍ଲକ୍‌ ମୁରିବାହାଲ ଗ୍ରା.ପ.ରୁ ୨, ପାଟଣାଗଡ଼ ବ୍ଳକ୍‌ ଖୁଣ୍ଟସମଲେଇ ଗ୍ରା.ପ.ରୁ ୨, ସୁନାମୁଦି ଗ୍ରା.ପ.ରୁ ୨, ସଇଁନ୍ତଲା ବ୍ଳକ୍‌ କଁସର ଗ୍ରା.ପ.ରୁ ୧, ସଇଁନ୍ତଲା ଗ୍ରା.ପ.ରୁ ୧, ଧରବଗଡ଼ ଗ୍ରା.ପ.ରୁ ୨, ଟିଟିଲାଗଡ଼ ବ୍ଳକ୍‌ ସିଲୁଆଁ ଗ୍ରା.ପ.ରୁ ୧, ମହୁଲପଡ଼ା ଗ୍ରା.ପ.ରୁ ୧, ନାରେନ ଗ୍ରା.ପ.ରୁ ୨, ବାନ୍ଧୁପଲା ଗ୍ରା.ପ.ରୁ ୩ ଓ ଜଗୁଆ ଗ୍ରା.ପ.ରୁ ୧ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି ତୁରେକେଲା ବ୍ଳକ୍‌ ଚଟୁଅନ୍‌କା ଗ୍ରା.ପ.ରୁ ୧, ମହଖଣ୍ଡ୍‌ ଗ୍ରା.ପ.ରୁ ୨, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୧ରୁ ୧, ୨ରୁ ୧, ୩ରୁ ୨, ୫ରୁ ୧, ୬ରୁ ୧, ୮ରୁ ୨, ୯ରୁ ୧, ୧୪ରୁ ୩, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ. ୩ରୁ ୧, ୫ରୁ ୧, ୯ରୁ ୧, ୧୪ରୁ ୧, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୧ରୁ ୬, ୨ରୁ ୩, ୩ରୁ ୧, ୬ରୁ ୩, ୮ରୁ ୩, ୯ରୁ ୧, ୧୦ରୁ ୧, ୧୧ରୁ ୧ ଏବଂ ୧୨ରୁ ୩ ଜଣ ସଂକ୍ରମିତ ହୋଇଛନ୍ତି । ସରକାରୀ ରିପୋର୍ଟ ଅନୁସାରେ ଆଜି ଯାଏଁ ୪୭୯୫ ଜଣ ସମୁଦାୟ ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତ ହୋଇଥିବା ବେଳେ ବର୍ତ୍ତମାନ ୮୭୫ ଜଣ ଏକ୍‌ଟିଭ୍‌ ରହିଛନ୍ତି । ମୃତକଙ୍କ ସଂଖ୍ୟା ୨୪ ଏବଂ ସୁସ୍ଥତା ଅର୍ଜନ କରିଥିବା ସଂକ୍ରମିତଙ୍କ ସଂଖ୍ୟା ୩୮୯୬ ।

Leave A Reply

Your email address will not be published.