oum

ବାଘକୁ କାବୁ କଲା ଟ୍ରାଙ୍କୁଲାଇଜର ଟିମ୍

jsm

ବାଲେଶ୍ୱର : ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ବାଲେଶ୍ୱର ଖଇରା ବ୍ଲକ ଗଡ଼ ଗାଁରୁ ଏକ କଲରାପତରିଆ ବାଘକୁ ବନ ବିଭାଗ ଧରିଛି । ବାଘଟି ଗାଁରେ ବୁଲିବା ସହ ଲୋକଙ୍କୁ ଆକ୍ରମଣ କରିଥିଲା । ୬ ଜଣ ବାଘ ଆକ୍ରମଣରେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ବନ ବିଭାଗ ଓ ଟ୍ରାଙ୍କୁଲାଇଜର ଟିମ୍ ପକ୍ଷରୁ ବାଘକୁ ଧରିବା ପାଇଁ ଜାଲ ବିଛା ଯାଇଥିଲା । ଶେଷରେ ବାଘକୁ ଧରିବାରେ ବନ ବିଭାଗ କର୍ମଚାରୀ ସଫଳ ହୋଇଛନ୍ତି ।

Leave A Reply

Your email address will not be published.