oom

ବିଭାଗୀୟ କର୍ତୃପକ୍ଷଙ୍କ ତୃଟିପୂର୍ଣ୍ଣ ନିଷ୍ପତି ଯୋଗୁଁ ବହୁ ଯୋଗ୍ୟ ଚାଷୀ କାଳିଆ ଓ ପିଏମ କିଷାନ ସମ୍ମାନ ନିଧି ସହାୟତା ପାଇବାରୁ ବଚିଂତ ହୋଇଥିବା ନେଇ ଅଭିଯୋଗ

jsmm

ଡେଲାଙ୍ଗ, (ଦିଲୀପ କୁୂମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ବିଭିନ୍ନ ପଚାଂୟତରେ ବହୁ ଯୋଗ୍ୟ (ଚାଷୀ) ହିତାଧିକାରୀ ବିଭାଗୀୟ କର୍ତୃପକ୍ଷଙ୍କ ଅବହେଳା ଓ ତୃଟିପୂର୍ଣ୍ଣ ଯୋଗୁଁ କାଳିଆ ଓ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଆର୍ଥିକ ସହାୟତାରୁ ବଚିଂତ ହୋଇଥିବା ଅଭିଯୋଗ ହୋଇଇଛି । କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଓ ରାଜ୍ୟ ସରକାରଙ୍କ କାଳିଆ ‌ଯୋଜନାରେ ବହୁ ଚାଷୀଙ୍କ ନାମ ଯୋଗ୍ୟ ହିତାଧିକାରୀ ତାଲିକାରେ ଥିଲେ ମଧ୍ୟ ବିଭାଗୀୟ କର୍ତୃପକ୍ଷଙ୍କ ତୃଟିପୂର୍ଣ୍ଣ ନିଷ୍ପତି ଯୋଗୁଁ ଆର୍ଥିକ ସହାୟତା ପାଇବାରୁ ବଚିଂତ ହୋଇଥିବା ନେଇ ବାବୁରାମ ଦାସ, ଚଇନ ଧାଉଡିଆ, ସୁକାନ୍ତ ଚମ୍ପତି ସତ୍ୟଶ୍ୱର ଧାଉଡିଆ, ବିଜୟ ପାଇକରାୟ ପ୍ରମୁଖ ଅଭିଯୋଗ କରିଛନ୍ତି ।

jittmm
Leave A Reply

Your email address will not be published.