ଆଫଗାନିସ୍ତାନରେ ଭୂମିକମ୍ପ

କାବୁଲ : ଆଫଗାନିସ୍ତାନର ଫୈଜାବାଦର ୭୯ କିଲୋମିଟର ଦକ୍ଷିଣ-ପୂର୍ବରେ ରବିବାର ସକାଳ ୯ଟା ୪ ମିନିଟ୍‌ ୪୪ ସେକେଣ୍ଡରେ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୨ ଥିଲା । ନ୍ୟାସନାଲ ସେଣ୍ଟର ଫର୍‌ ସେସ୍‌ମୋଲୋଜି(ଏନ୍‌ସିଏସ୍‌) ଦ୍ୱାରା ଏହି ସୂଚନା ଦିଆଯାଇଛି ।

Leave A Reply

Your email address will not be published.