Browsing Category

କ୍ରୀଡା

ପ୍ରଥମ ଭେଟ୍ରାନ୍‌ ଓ ୟୁଥ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସ : କୁଶଙ୍ଗ ଦଳ ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭେଟ୍ରାନ୍‌ ଟୁର୍ଣ୍ଣାମେଣ୍ଟ କମିଟି କଲେଜ ଛକ ବଲାଙ୍ଗିର ଆନୁକୁଲ୍ୟରେ ଆଜି ସ୍ଥାନୀୟ ମିଶନ୍‌ ଖେଳ ପଡିଆଠାରେ ତୃତୀୟ ଦିବସରେ କୁଶଙ୍ଗ ଦଳ ଟ୍ରାଇବ୍ରେକର ୫-୩ ଗୋଲରେ ଚୁଡାପାଲିକୁ ହରାଇ ବିଜୟୀ ହୋଇଛି । ପୃଷ୍ଟପୋଷକ ଅମନ ନାଗ ଓ କମିଟି ସଭାପତି ପ୍ରଭାତ ଦାସଙ୍କ
Read More...

ଓସିଏ ଭିଜନ୍‌ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ : ମାନସ ସାହାଣି ଏବଂ ଅଂଶୁମାନ ମିଶ୍ରଙ୍କ ଶତକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧି ଷ୍ଟାଡିୟମଠାରେ ଚାଲିଥିବା ଓସିଏ ଭିଜନ ୨୦୨୪ ସିନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ ଆଜିର ତୃତୀୟ ଦିନରେ କଣ୍ଟାବାଞ୍ଜି ଓ ନାଏକ କ୍ରିକେଟ ଏକାଡେମୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍‌ ଜିଣି ପ୍ରଥମେ କଣ୍ଟାବାଞ୍ଜି ଦଳ ନାଏକ କ୍ରିକେଟ
Read More...

ଓସିଏ ଭିଜନ୍‌ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ : ଗାନ୍ଧିନଗରକୁ ହରାଇ ୟଙ୍ଗ୍‌…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଗାନ୍ଧି ଷ୍ଟାଡିୟମ ଠାରେ ଅନୁଷ୍ଠିତ ଓସିଏ ଭିଜନ ୨୦୨୪ ଜୁନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ ଉଦ୍‌ଘାଟିତ ହୋଇଯାଇଛି । ଆଜିର ଉଦ୍‌ଘାଟନୀ ମ୍ୟାଚରେ ୟଙ୍ଗ୍‌ ଷ୍ଟୁଡେଣ୍ଟ ଦଳ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ
Read More...

ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ପୁରୁଷ ଜୁନିଅର ବିଶ୍ୱକପ୍ ହକି

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ପୁରୁଷ ଜୁନିଅର ବିଶ୍ୱକପ୍ ହକି ଆରମ୍ଭ ହୋଇଛି । ବିନା ଦର୍ଶକରେ ମ୍ୟାଚ୍ ଖେଳାଯାଉଥିବା ବେଳେ ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ବେଲଜିୟମ୍ ଓ ଦକ୍ଷିଣ ଆଫ୍ରିକା । ଆଜି ୫ଟି ମ୍ୟାଚ୍ ଖେଳାଯିବ । କାନାଡ଼ା-ପୋଲାଣ୍ଡ,
Read More...

ଠାକୁର ଦେଓ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ : ପାଟଣାଗଡକୁ ହରାଇ କଳାହାଣ୍ଡି ଚାମ୍ପିଅନ 

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ହାତୀସରା ପଞ୍ଚାୟତ ନାଇକେନଶିରା ଖେଳ ପଡ଼ିଆରେ ଜଗନ୍ନାଥ କ୍ଳବ୍ ଉପରପଡ଼ା ନାଇକେନଶିରା ପକ୍ଷରୁ ଅନୁଷ୍ଠିତ ହୋଇଥିବା ଠାକୁର ଦେଓ ଫୁଟବଲ ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ପାଟଣାଗଡକୁ କଳାହାଣ୍ଡି ଦଳ ୩-୧ଗୋଲରେ
Read More...

ଆଇପିଏଲ୍ ୨୦୨୨ରେ ଦୁଇଟି ନୂଆ ଟିମ୍, ଅହମ୍ମଦାବାଦ ଓ ଲକ୍ଷ୍ନୌ

ଦୁବାଇ: ଆଇପିଏଲରେ ଦୁଇଟି ନୂଆ ଟିମ୍ ଭାବେ ଅହମ୍ମଦାବାଦ ଓ ଲକ୍ଷ୍ନୌ ଫ୍ରାଂଚାଇଜି ସାମିଲ ହୋଇଛନ୍ତି । ଟିମ୍ ଅହମ୍ମଦାବାଦ ଫ୍ରାଂଚାଇଜିକୁ ସିଭିସି କ୍ୟାପିଟାଲ୍ ଗ୍ରୁପ ୫ ହଜାର ୬୦୦ କୋଟି ଟଙ୍କାରେ କିଣିଛି । ଅନ୍ୟପଟେ ୭ ହଜାର ୯୦ କୋଟି ଟଙ୍କା ମୂଲ୍ୟରେ ଲକ୍ଷ୍ନୌ ଟିମର ମାଲିକନା ହାସଲ କରିଛି
Read More...

ଟି୨୦ ବିଶ୍ଵକପ : କୋହଲିଙ୍କ ୫୭ ଓ ପନ୍ତଙ୍କ ୩୯ବଳରେ ପାକିସ୍ତାନ ବିପକ୍ଷରେ ୧୫୨ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ

ଦୁବାଇ : ଚଳିତ ଟି-୨୦ ବିଶ୍ୱକପ୍‌ରେ ଭାରତ ରବିବାର ନିଜର ଅଭିଯାନ ଆରମ୍ଭ କରିଛି । ଭାରତ ପ୍ରଥମ ମୁକାବିଲାରେ ପାକିସ୍ତାନକୁ ଭେଟିଛି । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ବିଶ୍ୱକପ୍‌ର ଏହି ଗୁରୁତ୍ୱପୂର୍ଣ୍ଣ ତଥା ହାଇଭୋଲଟେଜ୍‌ ମ୍ୟାଚ ପାଇଁ ଟସ୍‌ ପଡ଼ିଛି ।
Read More...

ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ଋତୁପର୍ଣ୍ଣା ପାଇବେ ସମ୍ମାନଜନକ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା ୨୦୨୧ ପାଇଁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇବେ ବୋଲି ସୂଚନା ମିଳିଛି । ଏନେଇ ଆଜି ଏକଲବ୍ୟ ପୁରସ୍କାର ଜୁରୀ କମିଟି ତାଙ୍କୁ ଚୟନ କରିଥିବା ବେଳେ ପୁରସ୍କାର ବାବଦକୁ ତାଙ୍କୁ ୫ ଲକ୍ଷ ଟଙ୍କା ଓ
Read More...

ଭାରତ-ପାକ ଲଢ଼େଇ : ୬ରନରେ ୨ୱିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ଭାରତ

ଦୁବାଇ : ଚଳିତ ଟି-୨୦ ବିଶ୍ୱକପ୍‌ରେ ଭାରତ ରବିବାର ନିଜର ଅଭିଯାନ ଆରମ୍ଭ କରିଛି । ଭାରତ ପ୍ରଥମ ମୁକାବିଲାରେ ପାକିସ୍ତାନକୁ ଭେଟିଛି । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ବିଶ୍ୱକପ୍‌ର ଏହି ଗୁରୁତ୍ୱପୂର୍ଣ୍ଣ ତଥା ହାଇଭୋଲଟେଜ୍‌ ମ୍ୟାଚ ପାଇଁ ଟସ୍‌ ପଡ଼ିଛି ।
Read More...

ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଶରଧାପାଲି ବିଜୟୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଖୁଣ୍ଟପାଲି ଖେଳ ପଡିଆରେ ଦ୍ୱିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଛି । ଉଦଘାଟନୀ ଉତ୍ସବରେ ତାଲପାଲି ସରପଞ୍ଚ ସୁଶାନ୍ତ ସାହୁ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଶୁଭାରମ୍ଭ କରିଥିଲେ । ନିର୍ବାହୀ ଅଧିକାରୀ ପାଣ୍ତବ ନନ୍ଦ ସହଯୋଗ
Read More...