Browsing Category

କ୍ରୀଡା

କ୍ରିଷ୍ଣା କପ୍ କ୍ରିକେଟ୍ : କଲଙ୍ଗାପାଲି ସେମିରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆରେ କେସିସି ଦ୍ଵାରା ଆୟୋଜିତ ୧୯ତମ କ୍ରିଷ୍ଣା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନ ପ୍ରଥମ ମ୍ୟାଚରେ କଲଙ୍ଗାପାଲି ଦଳ ବୁଡେନ ଦଳକୁ ହରାଇ ଏବଂ ଦ୍ବିତୀୟ ମ୍ୟାଚରେ ମହୁଲପାଲି ଦଳ ଇଚ୍ଛାପାଲି ଦଳକୁ ହରାଇ
Read More...

ସର୍ବଭାରତୀୟ ଛିନ୍ଦେଇକେଲା କ୍ରିକେଟ କପ : ଆଜି ଉଦଘାଟନୀ ମ୍ୟାଚରେ ପଦ୍ମପୁର ରାଜବୋଡ଼ାସମ୍ବର ସ୍ଫୋଟିଂ ଓ ବଲାଙ୍ଗିର…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଳା ପାଇକମାଲ ବ୍ଳକ ଛିନ୍ଦେଇକେଲା ଗ୍ରାମର ଲୋକସଂଖ୍ୟା ପାଖାପାଖି ୨୦୦୦ । ଏହା ଜାମସେଠ ବସଷ୍ଟାଣ୍ଡରୁ ପାଖାପାଖି ୫ କିମି ଦୂରରେ ଅବସ୍ଥିତ । ଛିନ୍ଦେଇକେଲାକୁ କିଏ ନ ଜାଣେ, ଛୋଟ ଛୋଟ ଗାଁ, ଜିଲ୍ଳା, ରାଜ୍ୟର କ୍ରୀଡ଼ାପ୍ରେମୀ ସଭିଏଁ ଜାଣ‌ନ୍ତି
Read More...

ପ୍ରଥମ ବାର୍ଷିକ ସ୍ବର୍ଗତ ଗାର୍ଗବ ପ୍ରସାଦ ମେହେର ସ୍ମାରକୀ କ୍ରିକେଟ : ଚତୁର୍ଥ କ୍ଵାର୍ଟର‌ ଫାଇନାଲ୍‌ରେ ରତାଖଣ୍ଡିକୁ…

ଦେଓଗାଁ, (ମନୀଷ କୁମାର ସାହୁ): ଦେଓଗାଁ ବ୍ଲକ ସାଲେପାଲି ଡମ୍ବରୁଧର ଷ୍ଟାଡ଼ିୟମରେ ସାଲେପାଲି ସାହାରା କ୍ରିକେଟ କ୍ଲବ ପକ୍ଷରୁ ଚାଲିଥିବା ପ୍ରଥମ ବାର୍ଷିକ ଗାର୍ଗବ ପ୍ରସାଦ ମେହେର ସ୍ମାରକୀ କ୍ରିକେଟ ପ୍ରତିଯୋଗିତାର ଚତୁର୍ଥ ଦିନର ଖେଳ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅତିଥି ଭାବେ
Read More...

ପଞ୍ଚମ ମା’ ମାହେଶ୍ବରୀ କ୍ରିକେଟ ପ୍ରତିଯୋଗିତା ଉଦଯାପିତ : ଫଟାମୁଣ୍ତା ଉପବିଜେତା ଓ ଦେଢେଣମାଳ ଚାମ୍ପିଅନ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ମସିଣାଗୋରା ଖେଳ ପଡିଆ ଠାରେ ଆୟୋଜିତ ହୋଇଥିବା ପଞ୍ଚମ ମା' ମାହେଶ୍ବରୀ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ୧୬ଟି ଦଳକୁ ନେଇ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗାତାର ଅନ୍ତିମ ଖେଳ ଫଟାମୁଣ୍ତା ଏଂ ଦେଢେଣମାଳ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା
Read More...

ନଅଗାଁ(ଖ) ଠାରେ ତ୍ରିଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ଆଗଲପୁର ବ୍ଲକ ନଅଗାଁ(ଖ)କ୍ରିକେଟ ଆସୋସିଏସନ ତରଫରୁ ତ୍ରିଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଖପାଖ ଗ୍ରାମାଞ୍ଚଳରୁ ମୋଟ ୧୬ ଟି ଦଳ ଅଂଶଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ଭାବେ ସମାଜସେବୀ ସୁରେଶ ମହାଳିଙ୍ଗ ଏବଂ
Read More...

ଜୋନ ସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : ଉମା ଦଳକୁ ହରାଇ ଆମ୍ବଗାଁ ଚାମ୍ପିଅନ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ବନ୍ଧଗୋରା ଧବଳେଶ୍ବର ଖେଳ ପଡିଆଠାରେ ଖୁଣ୍ଟିଗୋରା ପଞ୍ଚାୟତ ଯୁବକ ସଂଘ ଦ୍ବାରା ଆୟୋଜିତ ହୋଇଥିବା ଘଣ୍ଟାପଡା ନଂ.୧ ଜୋନ ସ୍ତରୀୟ କ୍ରିକେଟ ପ୍ରତିଯୋଗିତା ରବିବାର ଉଦଯାପିତ ହୋଇଯାଇଛି । ୮ଟି ପଞ୍ଚାୟତ ସ୍ତରୀୟ ଦଳକୁ ନେଇ ଅନୁଷ୍ଠିତ ହୋଇଥିବା ଖେଳ
Read More...

ଡିସେମ୍ବର ୨୨ରୁ କ୍ରିଷ୍ଣା କପ୍ କ୍ରିକେଟ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆରେ ଆସନ୍ତା ଡିସେମ୍ବର ୨୨ ତାରିଖରୁ ୧୯ତମ କ୍ରିଷ୍ଣା କପ କ୍ରିକେଟ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଅଛି । ଏଥିପାଇଁ କ୍ରିଷ୍ଣା କ୍ରିକେଟ କ୍ଲବର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମତିଲ ସାହୁଙ୍କ
Read More...

ଧବଳେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଲଣ୍ତାଗାଁ ଦଳକୁ ହରାଇ ଦେଢେଣମାଳ ଚାମ୍ପିଅନ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ବନ୍ଧଗୋରା ଧବଳେଶ୍ବର କ୍ରିକେଟ କ୍ଲବ ଦ୍ବାରା ସ୍ଥାନୀୟ ଖେଳ ପଡିଆ ଠାରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇ ଯାଇଛି । ଆଜି ପ୍ରଥମ ସେମିଫାଇନାଲ ଖେଳରେ ମସିଣାଗୋରା ଦଳକୁ ହରାଇ ଲଣ୍ତାଗାଁ ଦଳ ଫାଇନାଲକୁ ପ୍ରବେଶ
Read More...

ପ୍ରଥମ ଦିନରେ ବୁରୋମୁଣ୍ଡା ବିବିସି କ୍ରିିକେଟ ଟୁର୍ଣ୍ଣାମେଣ୍ଟ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ବୁରୋମୁଣ୍ଡା ବିବିସି କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଜିଲ୍ଲାର ବିଭିନ୍ନ ସ୍ଥାନର ୧୬ଟି ଟିମ୍‌କୁ ନେଇ ତିନି ଦିନ ପର୍ଯ୍ୟନ୍ତ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ ବୋଲି କୁହାଯାଇଛି । ତେବେ ସରକାରଙ୍କ ପକ୍ଷରୁ
Read More...

ଅଷ୍ଟ୍ରେଲିଆ ଗସ୍ତରେ ପ୍ରଥମରୁ ବିପର୍ୟ୍ୟୟର ସମ୍ମୁଖୀନ ହେଲା ଭାରତ : ଫିଞ୍ଚ, ସ୍ମିଥଙ୍କ ଶତକ : ଭାରତକୁ ୬୬ ରନରେ…

ସିଡନି : ସିଡନିଠାରେ ଖେଳାଯାଇଥିବା ଭାରତ- ଅଷ୍ଟ୍ରେଲିଆ ସିରିଜର ପ୍ରଥମ ଏକଦିବସୀୟ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୬୬ ରନରେ ପରାସ୍ତ କରିଛି । ଆଜି ଅଷ୍ଟ୍ରେଲିଆ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳପକ୍ଷରୁ ଡେଭିଡ ଓ୍ବାର୍ଣ୍ଣର ୬୯ ରନ, ଆରନ ଫିଞ୍ଚ୍ ୧୧୪ ରନ ଓ
Read More...