Browsing Category

ସ୍ୱତନ୍ତ୍ର

ପୂର୍ଣ୍ଣରୁ ପୂର୍ଣ୍ଣକୁ(‘ଅଜ୍ଞାତର ପଦଚିହ୍ନ’ର ଶେଷ ଅଧ୍ୟାୟ)

ରାମକୃଷ୍ଣ ଯେ କୌଣସି ସୃଜନ କର୍ମ ହେଉ ପୂର୍ଣ୍ଣ ଅବସ୍ଥାକୁ ପହଂଚିବା ବା ପୂର୍ଣ୍ଣତା ଲାଭ କରିବା ତାର ଅଂତିମ ଲକ୍ଷ୍ୟ । ପୂର୍ଣ୍ଣତାରେହିଁ ସୃଷ୍ଟିର ସଫଳତା । ପୂର୍ଣ୍ଣତା ହିଁ ଉଭୟ ଜଗତ ଓ ଜୀବନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ପୂର୍ଣ୍ଣତା ଆଦୌ ରୂପଗତ ନୁହେଁ, କାରଣ କ୍ଷୟ, ବୃଦ୍ଧି ଓ
Read More...

ଆଇଏଏସ୍‌ ବିଜୟ ଅମୃତା କୁଲାଙ୍ଗେ ଜଣେ ପ୍ରଜାବତ୍ସଳ, ଭିନ୍ନଚର୍ଚ୍ଚିତ ବ୍ୟକ୍ତିତ୍ୱର ପରିଚୟ

କେ.ସତ୍ୟନାରାୟଣ ରେଡ୍ଡୀ ପ୍ରାକ୍ତନ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟଦକ୍ଷତା ଉପରେ ଭୂୟସୀ ପ୍ରସଂଶାର ସହ ପ୍ରତିପାଦନ କରାଯାଇଥିବା ସାଂଗକୁ ଉପସ୍ଥିତ ଜିଲ୍ଲାର ବରିଷ୍ଠ ଓ କନିଷ୍ଠ ଅଧିକାରୀଙ୍କ ମହଲରେ ବିଦାୟ ସମ୍ବର୍ଦ୍ଧନା ଘେନି କିଛି ସମୟ ଦୁଃଖରେ ଭାଙ୍ଗିପଡିଥିଲେ ।ପ୍ରକାଶ ଥାଉକି,
Read More...

ମା’

ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ମା’, ଏହା କେବଳ ଏକ ଶବ୍ଦ ନୁହେଁ । ଏହା ଜୀବନର ଏମିତି ଏକ ଭାବନା ଯେଉଁଥିରେ ସ୍ନେହ, ଧୈର୍ଯ୍ୟ, ବିଶ୍ୱାସ, ଏମିତି କେତେ କ’ଣ ସମାହିତ ହୋଇ ରହିଛି । ଦୁନିଆର ଯେକୌଣସି ପ୍ରାନ୍ତ ହେଉ, ଯେକୌଣସି ଦେଶ ହେଉ, ପ୍ରତ୍ୟେକ ସନ୍ତାନର
Read More...

ଭାବ ଓ ଭାଷାର ଯୁଗଳବନ୍ଦୀ

ରାମକୃଷ୍ଣ ମଣିଷର ପରିଚୟ ନିର୍ମିତ ହୁଏ ମନ ଓ ହୃଦୟ ପରି ତାର ଚେତନାର ଦୁଇଟି ମୂଖ୍ୟ ଭୂମିରୁ । ମନର ଅଭିବ୍ୟକ୍ତିରୁ ନିର୍ମିତ ହୁଏ ତାର ବ୍ୟକ୍ତିସତ୍ତା ଓ ହୃଦୟର ଅଭିବ୍ୟକ୍ତିରୁ ତାର କବିସତ୍ତା । ପ୍ରତି ମଣିଷର ହୃଦୟରେ ହିଁ ଥାଏ ତାର କବିସତ୍ତା । ଅର୍ଥାତ୍ ପ୍ରତି ମଣିଷ ହୃଦୟରେ ଜଣେ ଜଣେ
Read More...

ନିଜସ୍ୱ ମତ : ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ କାହିଁକି ବିରୋଧ କରାଯିବା ଦରକାର ?

ଦତ୍ତାନନ୍ଦ ପଣ୍ଡା ୧. ଏହା ଲଗାଇଲା ପରେ ଗାଡି ଚୋରି ହେଲେ ଚାଳକକୁ ତୁରନ୍ତ କ୍ଷତି ପୂରଣ ମିଳିବ ଏବଂ ଏଥିପାଇଁ ପୋଲିସ୍ ଷ୍ଟେସନକୁ ଯାଇ ଚାଳକକୁ ଏଫଆଇଆର ଦେବାକୁ ପଡିବ ନାହିଁ ବୋଲି ସରକାର ଗ୍ୟାରେଣ୍ଟି ଦେବା ଦରକାର।୨. କିରୋସିନରେ ପୋଛିଲେ ଏହି ହାଇ ସିକ୍ୟୁରିଟି ପ୍ଲେଟର ନମ୍ବର
Read More...

ଭାବର ବିକଳ୍ପ ଗର୍ଭରେ ଶବ୍ଦର ଭୃଣ

ବିଜୟ ରାୟ ଭାବର ସାତ ତାଳ ଗଭୀରତାରେ ଥାଏ ଶବ୍ଦ । ଖେଳି ବୁଲୁଥାଏ - - ପବନରେ, ପାଣିରେ, ନୀଳ ଅବକାଶର ବ୍ୟାପ୍ତିରେ, ଯାହା ମିଳିଯିବା ଏତେ ସହଜ ନଥାଏ ! ଯେଉଁ ଭାବର ଯେତେ ଚୁମ୍ବକୀୟ ଆକର୍ଷଣ, ସେ ହିଁ ଡାକି ପାରେ ପଦ୍ମତୋଳା… କବିତାର ପେଡ଼ିରେ ମୁଣ୍ଡ ପୋତି ପଶି ଯାଆନ୍ତି ଆପେ ଆପେ
Read More...

ଶିକ୍ଷକ ଗୌରବ ସାହିତ୍ୟ ସୌରଭ ଶ୍ରୀମାନ ଲଲିତ ମୋହନ ସାହୁ

ରଘୁନାଥ ମିଶ୍ର ନା ଥିଲା ତାଙ୍କର କୋଉ କବି ବା ଲେଖକ ହେବାର ଆଶା ଅବା ନା ଥିଲା ବି କେବେ କୋଉ ସାହିତ୍ୟିକ ଭାବେ ନାଁ କରିବାର ନିଶା । ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନଅଗାଁ(ଖ) ଗ୍ରାମର ଗଉନ୍ତିଆ ଶ୍ରୀ ବାଳମୁକୁନ୍ଦ ସାହୁ ଏବଂ ଗଉନ୍ତିଆଣୀ ଶ୍ରୀମତୀ ଛାୟା ଦେବୀଙ୍କ ଷଡପୁତ୍ରଙ୍କ ମଧ୍ୟରେ
Read More...

ବଢ଼ୁଛି କି ଆପଣଙ୍କ ଓଜନ, ସଚେତନ ହୁଅନ୍ତୁ

ସୁଶ୍ରୀ ସ୍ନେହଲତା ଆଜିକାଲିର ବିଶୃଙ୍ଖଳିତ ଜୀବନ ଶୈଳୀ ଯୋଗୁଁ ଅଧିକାଂଶ ଟିନ୍‌ ଏଜ୍‌ର ଝିଅମାନେ ଆବଶ୍ୟକତା ଠାରୁ ଅଧିକ ମୋଟା ହେଉଛନ୍ତି । ଏହା ନିହାତି ପକ୍ଷରେ ଶରୀର ପାଇଁ କ୍ଷତିକାରକ । ଏଥିପ୍ରତି ସଚେତନ ହେବା ଏକାନ୍ତ ଆବଶ୍ୟକ । ଏହି ଅବସ୍ଥାକୁ ଅଣଦେଖା କଲେ ଆଗାମୀ ସମୟରେ ଅନେକ
Read More...

ବାବାଙ୍କ ସାଇକେଲ

କୈଳାସ ଚନ୍ଦ୍ର ସାବତ ମୁଁ ଘର ସମ୍ମୁଖରେ କାରରୁ ସପରିବାର ପହଂଚିଲା ବେଳକୁ ବାହାରେ ଜମା ହେଇ ପଡିଛି ଘରର ମଇଳା, ଆବର୍ଜନା, ଅବ୍ୟବହୃତ ସାମାନ୍ । ମଝିଆ ଭାଇ ପ୍ରକାଶର ପୁଅ ବ୍ରତଘର ଆସନ୍ତା ସପ୍ତାହରେ । ଘର ସବୁ ସଫାସୁତୁରା, ଚୂନ ଦିଆ ଚାଲିଛି । ମିସ୍ତ୍ରୀମାନେ ହୋଲିରେ ରଙ୍ଗ ବୋଳି ହେଲା
Read More...

ସୁଖମୟ ଜୀବନ ପାଇଁ ମହିଳାମାନେ ଏହି ଦିଗ ଉପରେ ନଜର ଦିଅନ୍ତୁ

ସୁଶ୍ରୀ ସ୍ନେହଲତା ମନରେ ସବୁବେଳେ ପରିବାର ଚିନ୍ତା । ନିକଟତମ ଏବଂ ପ୍ରିୟଜନଙ୍କ ପ୍ରତ୍ୟେକ ସୁଖ ଏବଂ ଆବଶ୍ୟକତାର ଯତ୍ନ ! କିନ୍ତୁ ଏଭଳି ଉତ୍ସାହ ସହିତ ନିଜ ପାଇଁ କେବେ ଭାବୁଛନ୍ତି କି ? ଆମକୁ ମନେ ରଖିବାକୁ ହେବ ଯେ, ଜୀବନ ଯାତ୍ରାରେ ନିଜର ମଧ୍ୟ ଯତ୍ନର ଆବଶ୍ୟକ ରହିଛି । ଜୀବନ
Read More...