Browsing Category

ସ୍ୱତନ୍ତ୍ର

ବଞ୍ଚି ରହିବା ପାଇଁ ଜୀବନ ସଂଗ୍ରାମ

ଆଶୁତୋଷ ନାୟକ ସୃଷ୍ଟିର ଆରମ୍ଭରୁ ଏହା ପ୍ରମାଣିତ ଯେ ପ୍ରକୃତି ବିଜ୍ଞାନ ଠାରୁ ବଳଶାଳୀ । ମଣିଷ ନିଜର ସମସ୍ତ ସାମର୍ଥ୍ୟ ପ୍ରୟୋଗ କରି ମଧ୍ୟ ପ୍ରକୃତି ଉପରେ ନିଜର ଆଧିପତ୍ୟ ବିସ୍ତାର କରିବା ଅସମ୍ଭବ । ଯେଉଁ ମନୁଷ୍ୟ ମାନେ ଭଗବାନଙ୍କର ଅସ୍ତିତ୍ୱ ଉପରେ ସର୍ବଦା ପ୍ରଶ୍ନବାଚୀ ସୃଷ୍ଟି କରନ୍ତି
Read More...

ଆଜି ପବିତ୍ର ଶାମ୍ବ ଦଶମୀ

ଆଜି ପବିତ୍ର ଶାମ୍ବ ଦଶମୀ ଆସନ୍‌ନ୍ତୁ ଏହି ଶାମ୍ବ ଦଶମୀ ବିଷୟରେ କିଛି ଜାଣିବା । ଶାମ୍ବ ଦଶମୀ ପୌଷ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ । ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟପୂଜାର ପର୍ବ, ଯେପରି କୁମାରପୂର୍ଣ୍ଣମୀ ଚନ୍ଦ୍ରପୂଜା ପର୍ବ । ବର୍ଷର ବାରମାସ ଯାକ ବିଭିନ୍ନ ପର୍ବପର୍ବାଣି ପାଳିତ
Read More...

ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ଏକ ପ୍ରୟାସ : ଭାରତର ଜି-୨୦ ଅଧ୍ୟକ୍ଷତା ଏବଂ ଏକ ନୂତନ ବହୁପକ୍ଷବାଦର ପ୍ରାରମ୍ଭ

ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ ଭାରତ ଜି-୨୦ ଅଧ୍ୟକ୍ଷତା ଗ୍ରହଣ କରିବାକୁ ଆଜି ୩୬୫ ଦିନ ପୂରିଛି। 'ବସୁଧୈବ କୁଟୁମ୍ବକମ୍'- 'ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ'ର ଭାବନାକୁ ପ୍ରତିଫଳିତ କରିବା, ସଂକଳ୍ପବଦ୍ଧ ହେବା ଏବଂ ଏହାକୁ ପୁନର୍ଜୀବିତ କରିବା ପାଇଁ ବର୍ତ୍ତମାନ ଉପଯୁକ୍ତ
Read More...

ଜାତୀୟ ପ୍ରେସ ଦିବସ : ରାଜନୈତିକ, ସୋସିଆଲ ମିଡ଼ିଆ ଆଗରେ ଧରାସାୟୀ ସାମ୍ୱାଦିକ ପେଶା

ସଞ୍ଜୟ କୁମାର ନାୟକ ଆଜିର ଆଧୁନିକ ଯୁଗରେ ଯଦି କାହାକୁ ନ୍ୟାୟ ମିଳୁନି ତାହେଲେ ପୀଡ଼ିତଙ୍କ ସ୍ୱର ହୋଇ ନ୍ୟାୟ ପ୍ରଦାନ କରିବାରେ ସମର୍ଥ ହେଉଛି ପ୍ରେସ । କୌଣସି ସମସ୍ୟାର ସମାଧାନ ନିମନ୍ତେ ଏକ ମାତ୍ର ବ୍ରହ୍ମାସ୍ତ୍ର ହେଉଛି ଏହି ପ୍ରେସ । ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଜନସାଧାରଣଙ୍କ
Read More...

ସହିଦ ଭଗତ ସିଂଙ୍କ ସ୍ୱପ୍ନର ଭାରତ

ଆଶୁତୋଷ ନାୟକ ଏ ବର୍ଷ ଆମେ ୭୭ତମ ସ୍ୱାଧୀନତା ଦିବସ ପାଳନ କରିଛୁ । ଏହା ଆମ ୧୪୦ କୋଟି ଭାରତୀୟମାନଙ୍କ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ । ଦୀର୍ଘ ୨୦୦ ବର୍ଷରୁ ଅଧିକ ବର୍ଷ ପର୍ଯ୍ୟନ୍ତ ଅହଙ୍କାରୀ ନିଷ୍ଠୁର ଇଂରେଜମାନେ ଆମ ଦେଶରେ ଆଧିପତ୍ୟ ବିସ୍ତାର କରିଥିଲେ । ସେମାନଙ୍କର ମୁଖ୍ୟ
Read More...

ବ୍ୟବସାୟିକ କ୍ଷେତ୍ରରେ ବିସ୍ଥାପନର ଭୟ ଓ ଘରେ ଘରେ ଲକ୍ଷ୍ମୀ ଯୋଜନା

ହେମନ୍ତ କୁମାର ପଣ୍ଡା ଲକ୍ଷ୍ମୀ ଯୋଜନା ସରକାରଙ୍କ ଏକ ପ୍ରମୁଖ ଜନହିତକର କାର୍ଯ୍ୟକ୍ରମ ବୋଲି ଦାବୀ କରାଯାଉଛି । ଏହି ଯୋଜନାରେ ପଞ୍ଚାୟତରୁ ବ୍ଲକକୁ, ବ୍ଲକରୁ ଜିଲ୍ଲା ସଦର ମହକୁମା ଓ ଜିଲ୍ଲା ସଦର ମହକୁମାରୁ ରାଜ୍ୟ ରାଜଧାନୀକୁ ବସ୍ ସେବା ସଂଯୋଗୀକରଣ ହେବ ବୋଲି ସରକାରଙ୍କ ପକ୍ଷରୁ
Read More...

ମାନବ କୈନ୍ଦ୍ରିକ ଜଗତୀକରଣ : ଜି-୨୦କୁ ଅନ୍ତିମ ସୋପାନରେ ପହଞ୍ଚାଇବା, କାହାକୁ ବାଦ୍ ଦେବା ନାହିଁ

ନରେନ୍ଦ୍ର ମୋଦୀ ‘ବସୁଧୈବ କୁଟୁମ୍ବକମ୍’- ଆମ ଭାରତୀୟ ସଂସ୍କୃତିର ଏହି ଦୁଇଟି ଶବ୍ଦରେ ଏକ ଗଭୀର ଦାର୍ଶନିକ ବିଚାର ସମାହିତ ହୋଇ ରହିଛି । ଏହାର ଅର୍ଥ ହେଉଛି, ‘ସାରା ବିଶ୍ୱ ଏକ ପରିବାର’। ଏହା ଏପରି ଏକ ସର୍ବବ୍ୟାପୀ ଦୃଷ୍ଟିକୋଣ ଯାହା ଆମକୁ ଏକ ସାର୍ବଜନୀନ ପରିବାର ଭାବେ ପ୍ରଗତି ହାସଲ
Read More...

ଗୁରୁଦିବସ

‘ଗୁରୁ ବ୍ରହ୍ମା ଗୁରୁବିଷ୍ଣୁଗୁରୁଦେବ ମହେଶ୍ୱରଗୁୁରୁ ସାକ୍ଷାତ ପରଂବ୍ରହ୍ମତସ୍ମଇ ଶ୍ରୀ ଗୁରବେ ନମଃ’ ଆଜି ପବିତ୍ର ଗୁରୁଦିବସ । ଗୁରୁଦିବସ ବା ଶିକ୍ଷକ ଦିବସ ଶିକ୍ଷକମାନଙ୍କୁ ସମ୍ମାନ ଦେବା ପାଇଁ ଏକ ବିଶେଷ ଦିବସ । ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ବା ସମ୍ପ୍ରଦାୟରେ ସେମାନଙ୍କର ବିଶେଷ
Read More...

ବିନ୍ଦେଶ୍ୱର ପାଠକଙ୍କ ସ୍ମୃତିରେ

ନରେନ୍ଦ୍ର ମୋଦୀ ୧୫ ଅଗଷ୍ଟରେ ସ୍ୱାଧୀନତା ଦିବସ ସମାରୋହ ଚାଲିଥିବା ସମୟରେ, ଏକ ଦୁଃଖଦ ଖବର ଆମକୁ ମିଳିଲା । ବିନ୍ଦେଶ୍ୱର ପାଠକ ଆଉ ଆମ ଗହଣରେ ନାହାନ୍ତି, ଏକଥାକୁ ବିଶ୍ୱାସ କରିବା ସହଜ ନଥିଲା । ସହଜ, ସରଳ, ବିନମ୍ର ବ୍ୟକ୍ତିତ୍ୱର ଅଧିକାରୀ, ସୁଲଭ ଇଣ୍ଟରନେସନାଲର ପ୍ରତିଷ୍ଠାତା
Read More...

କାର୍ଯ୍ୟକର୍ତ୍ତାଙ୍କ ପ୍ରେରଣାର ଉତ୍ସ ମଦନ ଦାସ ଜୀ

ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ କିଛି ଦିନ ତଳେ ଯେତେବେଳେ ଆମେ ଶ୍ରୀ ମଦନ ଦାସ ଦେବୀ ଜୀଙ୍କୁ ହରାଇଥିଲୁ, ସେତେବେଳେ ମୋ ସମେତ ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତା ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଥିଲେ। ମଦନ ଦାସ ଜୀଙ୍କ ପରି ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଆଉ ଆମ ଗହଣରେ ନାହାନ୍ତି, ଏଭଳି ବିଶ୍ୱାସ
Read More...