Browsing Category
ସାହିତ୍ୟ
କବିତା : ତଅପୋଇ
ପିନାକୀ ମିଶ୍ର
ବଉଦ ଭାସୁଛି ପକ୍ଷୀ ଉଡୁଛିବୋଇତ ଯେ ଫେରୁନାହିଁ,ଆକାଶ ସାଗର ମିଳନ ରେଖାକୁଅନେଇଛି ତଅପୋଇ ।
ଏପଟେ ବାଲୁକା ସେପଟେ ବଳୟମଝିରେ ଅଥଳ ସିଂଧୁ,ଆଖି ପାଉ ନାହିଁ ଆଶା ମରିନାହିଁବେଳାରେ ଲୋତକ ବିନ୍ଦୁ ।
ସାତଭାଇ ଘେରା ସୁନାର ଚଢେଇରାଗରେ ପାଦକୁ ପିଟେ,ମୁହଁକୁ ଫୁଲେଇ ଲିଭାଏ!-->!-->!-->!-->!-->!-->!-->…
Read More...
Read More...
ସାବିତ୍ରୀ
ଜ୍ୟୋତ୍ସାରାଣୀ ଭୋଇ (କିଟ୍ଟି)
ଓଷା କରିବାର ଉତ୍ସାହ ନେଇଏକ ଗାମଲାର ଛୋଟ ବଟ ବୃକ୍ଷରେସିନ୍ଦୂର ଚନ୍ଦନ ଧୂପ ଦୀପ ଟେକିମହକୁଥାଏ ସତୀ ମହକରେ ।
ଯା' ହେଉ, ଦୁଇ ତିନି ବର୍ଷରେସତୀତ୍ୱର ଡିଗ୍ରୀକୁ ପ୍ରାପ୍ତ କରିହେଲାଟିକେ ଅସ୍ପୃଶ୍ୟ ବୋଲି ।
ସାବିତ୍ରୀ କୁହେ -ଏକା ସାଙ୍ଗରେ ବ୍ରତ!-->!-->!-->!-->!-->!-->!-->…
Read More...
Read More...
କବିତା : ମୋ ପରିବେଶ
ବିଜୟ ପ୍ରଧାନ
ଆଜି ସକାଳୁ ସକାଳୁ ଶାଗବାଲିରମୁଲଚାଲ କରି କିଣିଥିବାନଳିତା ଶାଗର ସବୁଜିମାରୁ ଆରମ୍ଭମୋର ପରିବେଶ ଦିବସ।
ଆମ୍ବଗଛରୁ ଗତରାତିର ଦୁର୍ଦ୍ଦାନ୍ତ ପବନରେଖସିଥିବା କଂଚା ପାଚିଲା ପତ୍ରସହ ଆମ୍ବ ସବୁକୁଝାଡୁକରି ଅଲଗା ରଖୁଥାଏଝାଡୁବାଲି ନବମ ଶ୍ରେଣୀରେ ପଢ଼ୁଥିବାଆର ସାହିର ଝିଅ ।
!-->!-->!-->!-->!-->!-->…
Read More...
Read More...
କବିତା : ପୁରୁଷାର୍ଥ
ପୁରୁଷୋତ୍ତମ ମିଶ୍ର
ଏ ଆକାଶ ମୋରଦୂର ଦିଗନ୍ତରୁ କ୍ଷେପି ଆସୁଥିବାତମର ମହକପବନରେ ଦୋହଲି ଦୋହଲିଉଡ଼ି ଆସୁଥିବାଏକଇ ପରର ପୁରୁଷାର୍ଥ ମୋର ।
ମୋ ପୁରୁଷାକାରର କେନ୍ଦ୍ରରେମାଦଲ ମଉଚ୍ଛବରେ ମାତାଲ୍ଦଳେ ଆଦିବାସୀ ତରୁଣୀରଗୁଳ୍ମନୃତ୍ୟ ,ପାକଳ ଜହ୍ନରାତିର ବୃତ୍ତରେ ମୁଁ ।
ଚଉପାଖରେ!-->!-->!-->!-->!-->!-->!-->…
Read More...
Read More...
ଗପ : କାଳ ବୈଶାଖୀ
ବିଜୟ ପ୍ରଧାନ
ସକାଳୁ ସବୁ ଠିକ ଥିଲା। ହଠାତ କେଜାଣି କୋଉଠୁ ମାଡ଼ିଆସିଲା କଳାହାଣ୍ଡିଆ ମେଘ। ଚଉଦିଗ ଅନ୍ଧାର। ସାଥିରେ ଝଡ଼ ପ୍ରମାଣେ ପବନ। ଗାଁଦାଣ୍ଡରେ ଚକା ଭଉଁରୀ ଖେଳି ଉଡ଼ି ବୁଲିଲେ ପରିତ୍ୟକ୍ତ କାଠି କୁଟା, ପ୍ଲାଷ୍ଟିକ ଜରି, ଗୁଡଖା ଖୋଳ ଇତ୍ୟାଦି ଇତଃସ୍ତତ। ବାଡ଼ିର ସଜନା ଗଛସହ କଦଳୀ!-->!-->!-->…
Read More...
Read More...
କବିତା : ଇଟା କାଏଁ ସେ ମହାପ୍ରଲେଏ୍
ଶଶାଙ୍କ ଶେଖର ପଣ୍ଡା
ବଡ଼ା ନିଠୁର ସମିଆଁ ଇ କରୋନା କାଲ୍ମାହାପୁରୁ ଗଲେ ଗୁଡ଼ି ଥିଗଁଭିରା ଭିତ୍ରେ ମୁହୁଁ ଉଲ୍ମେଇ ଦେଇଛେଇ’ ଅନ୍ମୁନ୍ଷିଆକଁର୍ ରାକସ୍ ଚଲନ୍ ଦେଖିକରିକୁଦେଇ କୁଦେଇ ପୁତେକର ଗାଗର୍କୁରି ଖାଉଛେ ଅଦୁରୁଶ୍ ପେତେନ୍ଧର୍ତୀ ମାତା ସଡ଼କ୍ଦମ୍ତାର୍ ଦିହିଁ କେ!-->!-->!-->…
Read More...
Read More...
କବିତା : ନାଲି ରିବନ
ଶୁଭଶ୍ରୀ ମହାରଣା
ତୁ ଆସିଲୁ ବୋଲି ତ'ମୋହ ତୁଟା ଏ ଜୀବନରେଏବେ ନାଲି ରିବନ କାଟୁଛି ପ୍ରେମଲାଗୁଛି, ପ୍ରେମଋତୁର ହେଇଛି ପୁନରାଗମନ ।
ଋତୁ ଏବେ ନୂଆ ନୂଆପାଦ ଥାପିଛି ତାରୁଣ୍ୟରେବେଫିକର୍ ଗୀତ ଗାଇନିଜକୁ ହଜାଉଛି ଖିଆଲି ଭାବନାରେ ।
ତୁ ଆସିଲୁ ବୋଲି ତ'ରାତି ଏବେ ଅନ୍ଧାରର ପରଳ!-->!-->!-->!-->!-->!-->!-->…
Read More...
Read More...
କବିତା : ଫଗୁଣ ତୁ ଫେରିଆ
ଜ୍ୟୋତ୍ସାରାଣୀ ଭୋଇ (କିଟ୍ଟି)
ଘୋଡେ଼ଇ ହୋଇଥିବା ବସନ୍ତଉଡୁଥିବା ଓଢ଼ଣୀ ଭାରି ଚୁଲ୍ବୁଲ୍….ସେ କଥା ଆଉ କୁହନି ।
ମାର୍କେଟର ଗହଳି ଭିତରେଅଜଣା ଝିଅର ଆଣ୍ଟି ଡାକରେକୋକୋକଲା ବୋତଲଖୋଲୁ ଖୋଲୁବଳକା ସୋଢା ପରିଉତୁରି ପଡ଼ିଲା ବସନ୍ତ ।ସ୍ମିତ ହସେ ଭାବିଲିହେ….ହେ…ମୁଁ ବୁଢ଼ୀ ହୋଇଗଲି ।
!-->!-->!-->!-->!-->!-->!-->…
Read More...
Read More...